Browsing Tag

#metro tv

ଭାରତୀୟ ଫାର୍ମାସ୍ୟୁଟିକାଲ୍ ପ୍ଲାଣ୍ଟ ଉପରେ ରୁଷର ଡ୍ରୋନ୍ ଆକ୍ରମଣ,ଜଣେ ମୃତ

ୟୁକ୍ରେନର ସୁମି ସହରରେ ଥିବା ଏକ ଭାରତୀୟ ଔଷଧ କମ୍ପାନୀ ‘କୁସୁମ୍ ଗ୍ରୁପ୍’ ର ଏକ ବଡ଼ ଫାର୍ମାସ୍ୟୁଟିକାଲ୍ ପ୍ଲାଣ୍ଟ ଉପରେ ଶନିବାର ରୁଷର ଡ୍ରୋନ୍ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଡ୍ରୋନ୍ ମାଡ଼ରେ କାରଖାନାର ମୁଖ୍ୟ ଭିତ୍ତିଭୂମି ଗୁରୁତର…

ନୟାପଲ୍ଲୀରୁ CRP ଛକ, ସେଠାରୁ ଆମ ବସ୍ —CCTV ଯୋଡ଼ି ଯୋଡ଼ି ଶ୍ରୀଧର ପଣ୍ଡା ପାଖରେ ପହଞ୍ଚିଲା ପୋଲିସ

୧୦୦ରୁ ଅଧିକ CCTV । ଆମ ବସ୍ ଓ ଚୋରି ବାଇକ୍ ର ସୁରାକ୍ । ଏମିତି ଶ୍ରୀଧର ପଣ୍ଡା ପାଖରେ ପହଞ୍ଚିଲା ପୋଲିସ । ନୟାପଲ୍ଲୀରୁ CRP ଛକ, ସେଠାରୁ ଆମ ବସ୍ —CCTV ଯୋଡ଼ି ଯୋଡ଼ି ଚନ୍ଦକାରେ ପହଞ୍ଚିଲା ପୋଲିସ । ଧରିବା ବେଳେ ଗୁଳିମାଡ଼, ପାଲଟା ଗୁଳିରେ ଆହତ ଅଭିଯୁକ୍ତ । ନୟାପଲ୍ଲୀରେ ୨୬ ବର୍ଷୀୟା…

ଏଥର ଦୁର୍ଗାପୂଜାରେ ଓଡ଼ିଶାରେ ବର୍ଷା,୧୩ ଅକ୍ଟୋବରରେ ଲଘୁଚାପ

ଦୁର୍ଗାପୂଜାରେ ଭିଜିପାରେ ଓଡ଼ିଶା । ୧୩ ଅକ୍ଟୋବର ବେଳକୁ ଲଘୁଚାପ ସମ୍ଭାବନା । ଏଥର ଦୁର୍ଗାପୂଜାରେ ଓଡ଼ିଶାରେ ବର୍ଷା ହୋଇପାରେ। ପୂଜା ଆରମ୍ଭ ବେଳକୁ ବଙ୍ଗୋପସାଗରରେ ଏକ ନୂଆ ପାଣିପାଗ ବ୍ୟବସ୍ଥା ସୃଷ୍ଟି ହେବାର ସଙ୍କେତ ଦେଇଛି ଭାରତୀୟ ପାଣିପାଗ ବିଭାଗ । ତେଣୁ ପୂଜା ମାହୋଲ ଉପରେ ବର୍ଷାର…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ- ଅଟକିଥିବା କାମ ଧୀରେ ଧୀରେ ଆଗକୁ ବଢ଼ିବ। ଆୟର ନୂଆ ସୁଯୋଗ ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିବ। ପରିବାରରେ କାହା ସହ ମତଭେଦ ହୋଇପାରେ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଯାତ୍ରା ସମୟରେ ସାବଧାନ ରୁହନ୍ତୁ। ବୃଷ- ଆର୍ଥିକ ଦିଗରୁ ଦିନଟି ଭଲ ରହିବ। ପୁରୁଣା କାମରୁ…

ବିଶ୍ୱବିଦ୍ୟାଳୟଗୁଡ଼ିକରେ ଦୀର୍ଘଦିନ ଧରି ଖାଲି ପଡ଼ିଥିବା ୧୪୦୦ରୁ ଅଧିକ ପଦବୀ ପୂରଣ ହେବ

ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ପଦ ପୂରଣକୁ ନେଇ ବଡ଼ କସରତ । ଲୋକ ଭବନରେ ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହୋଇଛି। ବୈଠକରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଯୋଗ ଦେଇଥିବା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ…

ସ୍ମାର୍ଟ ବଜାରର ତ୍ୟୋହାର ରେଡି ସେଲ୍‌, ଆଜିଠାରୁ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ଚାଲିବ

ସ୍ମାର୍ଟ ବଜାରର ତ୍ୟୋହାର ରେଡି ସେଲ୍‌ ଆଜିଠାରୁ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଗ୍ରାହକମାନେ ସୋରୁମ୍‌ରେ ଫ୍ୟାସନ, ହୋମ୍‌ ଡେକର୍‌, ଉପହାର ସାମଗ୍ରୀ, ଗ୍ରୋସରି, ହୋମ୍‌ୱେର୍‌ ଓ ଉତ୍ସବ ପାଇଁ ଜରୁରୀ ଜିନିଷପତ୍ର ଉପରେ ଆକର୍ଷଣୀୟ ଅଫର ଓ ମୂଲ୍ୟ ପାଇପାରିବେ।…

Poco C95 Pro ଫୋନ୍ ଲଞ୍ଚ, ଜାଣନ୍ତୁ ଫିଚର୍ସ ଓ ପ୍ରାଇସ୍

Poco ଆଉ ଏକ ବଜେଟ୍ ଫ୍ରେଣ୍ଡଲି ଫୋନ୍ ଲଞ୍ଚ କରିଛି । Pocoର ଏହି ଫୋନ୍ 7,500mAhର ପାୱାରଫୁଲ୍ ବ୍ୟାଟେରୀ ସହ ଆସୁଛି । ଏହି ଫୋନକୁ Pocoର C ସିରିଜରେ ପ୍ରସ୍ତୁତ କରାଯାଇଛି । କମ୍ପାନୀ ନିକଟରେ F ସିରିଜର ଏକ ଫୋନକୁ ଗ୍ଲୋବାଲ୍ ମାର୍କେଟରେ ଉପସ୍ଥାପନ କରିଛି । Poco F9 ସିରିଜରେ କମ୍ପାନୀ…

ତିବ୍ଦତରେ ୩.୬ ତୀବ୍ରତାର ଭୂକମ୍ପ , ୧୫ କିଲୋମିଟର ଗଭୀରତାରେ ଥିଲା କେନ୍ଦ୍ରସ୍ଥଳ,ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬…

ତିବ୍ଦତରେ ୩.୬ ତୀବ୍ରତାର ଭୂକମ୍ପ । ୧୫ କିଲୋମିଟର ଗଭୀରତାରେ ଥିଲା କେନ୍ଦ୍ରସ୍ଥଳ । ଆଜି ସକାଳେ ମୃଦୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି । ଭାରତର ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଭାରତୀୟ…

ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ଭାରତ,ଫାଇନାଲ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୧୯ ରନ୍‌ରେ ପରାସ୍ତ କରିଛି

ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ଭାରତ । କ୍ରିକେଟରେ ଲଗାତାର ଦ୍ୱିତୀୟ ଥର ଭାରତ ସ୍ୱର୍ଣ୍ଣ ପଦକ ଜିତିଛି । ଫାଇନାଲ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୧୯ ରନ୍‌ରେ ପରାସ୍ତ କରିଛି । ଫାଇନାଲରେ ଭାରତର ବ୍ୟାଟିଂ ଓ ପରେ ବୋଲରଙ୍କ ଲଢ଼ୁଆ ପ୍ରଦର୍ଶନ ଦଳକୁ ଚାମ୍ପିଅନ୍ କରିଛି । ପୂର୍ବରୁ ଭାରତୀୟ…

ପ୍ରାଣୀଉଦ୍ୟାନ ନନ୍ଦନକାନନରେ ପର୍ଯ୍ୟଟକ ଦେଖିଲେ ନୂଆ ପ୍ରଜାତିର ବିଦେଶୀ ଜୀବଜନ୍ତୁ,ଆଜିଠାରୁ ୧୧ଟି ନୂତନ ପ୍ରଜାତିର ମୋଟ…

ପ୍ରାଣୀଉଦ୍ୟାନ ନନ୍ଦନକାନନରେ ପର୍ଯ୍ୟଟକ ଦେଖିଲେ ନୂଆ ପ୍ରଜାତିର ବିଦେଶୀ ଜୀବଜନ୍ତୁ ।  ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ନନ୍ଦନକାନନ ପ୍ରାଣୀଉଦ୍ୟାନ ପକ୍ଷରୁ ଆଜିଠାରୁ ୧୧ଟି ନୂତନ ପ୍ରଜାତିର ମୋଟ ୩୬ଟି ପ୍ରାଣୀଙ୍କୁ ପର୍ଯ୍ୟଟକ ଦେଖିବା ପାଇଁ ପାଇଁ ଖୁଆଡ଼କୁ ଛଡ଼ା ଯାଇଛି। …