ଫୁଲବାଣୀ ପୋଲିସ ରିଜର୍ଭ ପଡ଼ିଆରେ ୧୦ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ
ଭୁଶୁଡୁଛି ଲାଲଗଡ । ଧୀରେ ଧୀରେ ଅସ୍ତ୍ର ଛାଡିଲେନି ମାଓ ନେତା । ଏହିକ୍ରମରେ ଫୁଲବାଣୀ ପୋଲିସ ରିଜର୍ଭ ପଡ଼ିଆରେ ୧୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୭ ଜଣ ମହିଳା ଓ ତିନି ଜଣ ପୁରୁଷ ରହିଛନ୍ତି ।କେନ୍ଦ୍ର ସରକାର ମାର୍ଚ୍ଚ ୩୧ ସୁଦ୍ଧା…