Browsing Tag

#metro tv

ଓଡ଼ିଶାରେ ସଡକ ଦୁର୍ଘଟଣାରେ ପ୍ରତିଦିନ ହାରାହାରି ୧୮ ଜଣ ବ୍ୟକ୍ତି ପ୍ରାଣ ହରାଉଛନ୍ତି: ସଡ଼ ଓ ପରିବହନ ମନ୍ତ୍ରୀ ବିଭୁତି…

ଦ୍ରୁତ ଗତି, ମହାବିପତି । ଏକଥା କାନ୍ଥ ବାଡ଼ରେ ଲେଖା ହୋଇଛି । ହେଲେ ମାନୁଛି କିଏ । ସେଥିପାଇଁ ଦିନକୁ ଦିନ ବଢିବାରେ ଲାଗିଛି ଦୁର୍ଘଟଣା । ମୃତ୍ୟୁ ସଂଖ୍ୟା ବି ବଢୁଛି । ଖାସ୍ କରି ଦ୍ରୁତ ଗାଡି ଚାଳନାରେ ହଜାର ହଜାର ସଂଖ୍ୟାରେ ହେଉଛି ଦୁର୍ଘଟଣା । ଗୃହରେ ଏ ପ୍ରସଙ୍ଗରେ ଲିଖିତ ଉତ୍ତର…

ଆଜି ଠୁ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ: ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମା’ ଦୁର୍ଗା

ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଗୁରୁବାର ମା’ କନକ ଦୁର୍ଗା ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ ଏହି ବେଶରେ…

ଭାରତୀୟ ଷ୍ଟକ ବଜାରରେ ହାହାକାର,ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ…

ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ପ୍ରାରମ୍ଭିକ କାରବାରରେ, ଉଭୟ ବେଞ୍ଚମାର୍କ ସୂଚକାଙ୍କ ୨ ପ୍ରତିଶତରୁ ଅଧିକ ହ୍ରାସ ପାଇଥିଲା। ସକାଳ ପ୍ରାୟ ୯:୨୩ ସମୟରେ,…

ପ୍ରସାଦ ପାଲଟିଲା ବିଷ : ବିଷାକ୍ତ ଡାଲମା ଖାଇ ୪୦ ଜଣ ଅସୁସ୍ଥ

ପ୍ରସାଦ ଖାଇବାକୁ କାହାକୁ ଭଲ ନ ଲାଗେ । ଯଦି ପ୍ରସାଦରେ ଭାତ ଡାଲମା ମିଳିଗଲା ତେବେ ଆଉ କିଛି ଲୋଡା ନାହିଁ । ହେଲେ ପ୍ରସାଦ କେବେ ବିଷ ପାଲଟିବ ଆପଣ ବିଶ୍ୱାସ କରିପାରିବେନି । ଏମିତି ଘଟିଛି ବାସ୍ତବରେ । ବିଷାକ୍ତ ଡାଲମା ଖାଇ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟି ୧୦…

IPL ୨୦୨୬ : ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ପର୍ଯ୍ୟାୟରେ ସନରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ୍ବ ନେବେ ଈଶାନ୍ କିଶନ

IPL ର ୨୦୨୬ ସଂସ୍କରଣ ମାର୍ଚ୍ଚ ୨୮ରୁ ଆରମ୍ଭ ହେଉଛି । ଏହି ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ପର୍ଯ୍ୟାୟରେ ଈଶାନ୍ କିଶନ ସନରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ୍ବ ନେବେ । ସନରାଇଜର୍ସ ପକ୍ଷରୁ ଏହି ଘୋଷଣା କରାଯାଇଛି । ସନରାଇଜର୍ସର ନିୟମିତ ଅଧିନାୟକ ପ୍ୟାଟ୍ କମିନ୍ସ ଆହତ ଥିବାରୁ…

କତାରରେ ଥିବା ରାସ୍ ଲଫାନ୍ ଉପରେ ଇରାନର ଆକ୍ରମଣ,ହୁତୁହୁତୁ ହୋଇ ଜଳିଗଲା ପ୍ଲାଣ୍ଟ

ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ଇସ୍ରାଏଲ-ଆମେରିକା ଏବଂ ଇରାନ ଯୁଦ୍ଧ । କେହି କାହାରିକୁ ଛାଡିବାକୁ ନାରାଜ୍ । ପରସ୍ପର ଉପରେ କରୁଛନ୍ତି ମିସାଇଲ୍ ଆଟାକ୍ । ଅନେକ ଗୁରତ୍ୱପୂର୍ଣ୍ଣ ପ୍ରତିଷ୍ଠାନକୁ ଟାର୍ଗେଟ୍ କରୁଛନ୍ତି । ଏହା ମଧ୍ୟରେ ସାମ୍ନାକୁ ଆସିଛି ବଡ ଖବର । ବିଶ୍ୱର ସବୁଠୁ ବଡ…

ବ୍ୟାନ୍ ହେଲା ନୋରା ଫତେହି ଓ ସଞ୍ଜୟ ଦତ୍ତଙ୍କ ଅଭିନୀତ ‘ସରକେ ଚୁନର ତେରୀ ସରକେ’ ଗୀତ

ନୋରା ଫତେହି ଓ ସଞ୍ଜୟ ଦତ୍ତଙ୍କ ଅଭିନୀତ ‘ସରକେ ଚୁନର ତେରୀ ସରକେ’ ଗୀତକୁ ବ୍ୟାନ୍  । ଫିଲ୍ମ କେଡି -ଦ ଡେଭିଲର ଏହି ଆଇଟମ୍ ଗୀତକୁ ନେଇ ବିବାଦ ତୀବ୍ର ହୋଇଥିଲା । ଏହି ମାମଲା ସଂସଦରେ ପହଞ୍ଚିଥିଲା ଏବଂ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି ହୋଇଥିଲା । ଗୀତ ଉପରେ ବ୍ୟାନ…

ଆଜିଠୁ ମାଟ୍ରିକ୍ ଖାତାଦେଖା , ରାଜ୍ୟରେ ମୋଟ ୫୧ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି

ଆଜିଠୁ ମାଟ୍ରିକ୍ ଖାତାଦେଖା। ସବଜେକ୍ଟିଭ୍ ପେପର୍ ଦେଖିବେ ନୀରିକ୍ଷକ। ରାଜ୍ୟରେ ମୋଟ ୫୧ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି ସେଥିପାଇଁ ୧୫ ହଜାର ନୀରିକ୍ଷକଙ୍କୁ ନିୟୋଜିତ କରାଯାଇଛି। ତେବେ ପୂର୍ବରୁ ଓଏମଆର ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିବାବେଳେ ଆଜିଠାରୁ ସବଜେକ୍ଟିଭ୍ ଖାତା ଦେଖାଯାଉ। ତେବେ…

ଦେଶର ବିଭିନ୍ନ ରାଜ୍ୟ ଘଡ଼ଘଡ଼ି ସହ ବଜ୍ରପାତ ନେଇ ଓ୍ୱାର୍ଣ୍ଣିଂ ଜାରି କରିଛି ଆଇଏମଡି

ଆସୁଛି ପଶ୍ଟିମା ଝଡ଼। ଦେଶର ବିଭିନ୍ନ ରାଜ୍ୟ ଘଡ଼ଘଡ଼ି ସହ ବଜ୍ରପାତ ନେଇ ଓ୍ୱାର୍ଣ୍ଣିଂ ଜାରି କରିଛି ଆଇଏମଡି। ଭାରତୀୟ ପାଣିପାଗ ବିଭାଗ (IMD) ଦେଶର ଅନେକ ସ୍ଥାନରେ ପ୍ରବଳ ଝଡ଼ବର୍ଷା, ଏବଂ ବଜ୍ରପାତର ଆଶଙ୍କା ବିଷୟରେ ଆଗୁଆ ସତର୍କତା ଜାରି କରିଛି। ଯାତାୟାତ ଏବଂ ବିଦ୍ୟୁତ୍ ଯୋଗାଣ ପ୍ରଭାବିତ…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ: ଆଜି ଏକ ମିଶ୍ରିତ ଦିନ ହେବ । ଆପଣ ଆପଣଙ୍କ ବୃତ୍ତିଗତ କ୍ଷେତ୍ରରେ ସଫଳତା ଏବଂ ଆର୍ଥିକ ଲାଭ ପାଇବେ, କିନ୍ତୁ ଅଯଥା ଖର୍ଚ୍ଚ ଚିନ୍ତାର କାରଣ ହୋଇପାରେ । ପାରିବାରିକ ବାତାବରଣ ଆନନ୍ଦଦାୟକ ରହିବ । ଆପଣଙ୍କ ମଧୁର କଥା ଆପଣଙ୍କୁ ଆପଣଙ୍କର ନିର୍ଦ୍ଧିଷ୍ଟ କାର୍ଯ୍ୟଗୁଡ଼ିକୁ ସମାପ୍ତ କରିବାରେ…