Browsing Tag

#metro tv

ଆଜି ପବିତ୍ର ମହାବିଷୁବ ବା ପଣାସଂକ୍ରାନ୍ତି ,ବିଭିନ୍ନ ପୀଠରେ ଝାମୁଯାତ୍ରା ପାଳିତ

ଆଜି ପବିତ୍ର ମହାବିଷୁବ ବା ପଣାସଂକ୍ରାନ୍ତି । ପଣା ସଂକ୍ରାନ୍ତିକୁ ହନୁମାନ ଜୟନ୍ତୀ ଭାବରେ ମଧ୍ୟ ପାଳନ କରାଯାଏ । ହନୁମାନଙ୍କ ଉପାସନା ସହ ଭକ୍ତମାନେ ହନୁମାନ ଚାଳିଶା ପାଠକରନ୍ତି। ସେଥିପାଇଁ ବିଭିନ୍ନ ହନୁମାନ ମନ୍ଦିରରେ ଭକ୍ତଙ୍କ ଗହଳି ଲାଗିଛି । ପୁରୀରେ ମହାବିଷୁବ ସଂକ୍ରାନ୍ତି ଓ…

ଆଜିର ରାଶିଫଳ

ମେଷ : ଆଜି ଏକ ମିଶ୍ରିତ ଦିନ ହେବ । ଆପଣଙ୍କ ଉପରିସ୍ଥ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟ ନୀତିରେ ଖୁସି ହେବେ । ଏକ ଭାରୀ କାର୍ଯ୍ୟଭାର ଦିନକୁ ବ୍ୟସ୍ତ ଏବଂ କ୍ଳାନ୍ତିକର କରିପାରେ । ପାରିବାରିକ ପରିବେଶ ଭଲ ରହିବ । ସାମାଜିକ ଏବଂ ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆପଣଙ୍କର ଆଗ୍ରହ ବୃଦ୍ଧି ପାଇବ…

ଭୁବନେଶ୍ବରକୁ ୭୮ ବର୍ଷ,ରଙ୍ଗୀନ ଆଲୋକମାଳାରେ ଝଲସି ଉଠିଛି ଲୋକସେବା ଭବନ ଠାରୁ ଆରମ୍ଭ କରି ବିଧାନସଭା ସୌଧ

୭୮ ବର୍ଷରେ ପାଦ ଦେଲା ଭୁବନେଶ୍ବର । ପ୍ରତିଷ୍ଠା ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ । ରଙ୍ଗୀନ ଆଲୋକମାଳାରେ ଝଲସି ଉଠିଛି ଲୋକସେବା ଭବନ ଠାରୁ ଆରମ୍ଭ କରି ବିଧାନସଭା ସୌଧ । ଏହି ଅବସରରେ ସହରରେ ଦୁଇ ଦିନିଆ ‘ରାଜଧାନୀ ମହୋତ୍ସବ’ ଆରମ୍ଭ ହୋଇଛି  । ଆଜି ସକାଳୁ ପିଏମଜି ଛକ ନିକଟରେ ଥିବା…

ଆସନ୍ତା ୧୭ ତାରିଖ ଯାଏ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ

କଲବଲ କରୁଛି ତାତି । ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି । ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ତାତି । ଆସନ୍ତା ୧୭ ତାରିଖ ଯାଏ ଏଭଳି ତାତି ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ଆଶଙ୍କା ରହିଛି। ୧୪ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାର…

ଏହି ରାଶିଙ୍କ ପାଇଁ ଆଜି ଶୁଭ ଦିନ

ମେଷ: ଆଜି ଏକ ଶୁଭ ଦିନ ହେବ । କାର୍ଯ୍ୟରେ ଅପ୍ରତ୍ୟାଶିତ ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । ଆପଣଙ୍କ ଭାଇଭଉଣୀଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ରହିବ, ଏବଂ ଆପଣ ଆପଣଙ୍କ ଘର ସମ୍ବନ୍ଧୀୟ ବିଷୟରେ ଆଲୋଚନା କରିପାରନ୍ତି । ଏକ ଛୋଟ ଧାର୍ମିକ ସ୍ଥଳକୁ ଯାତ୍ରା ସଫଳ ହେବ । ଆପଣଙ୍କ କାମରେ ସଫଳତା…

ପଶ୍ଚିମରୁ ଉପକୂଳ ସବୁଠି ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ କଲବଲ କରୁଛି । ଅନେକ ସହରରେ ପାରଦ ୪୦…

ଏପ୍ରିଲ ମାସ ଆରମ୍ଭରୁ ଡହଡହ ଖରା । ସତେ ଯେମିତି ଆକାଶରୁ ଏବେ ନିଆଁ ବର୍ଷୁଛି । ସକାଳ ୮ଟା ବାଜିଲେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି । ପଶ୍ଚିମରୁ ଉପକୂଳ ସବୁଠି ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ କଲବଲ କରୁଛି । ଅନେକ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ…

୩୩% ମହିଳା ସଂରକ୍ଷଣ ଦେଶକୁ ଏକ ନୂଆ ଦିଗ ଦେବ- ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ନାରୀ ଶକ୍ତି ବନ୍ଦନ : ସଶକ୍ତ ନାରୀ, ସଶକ୍ତ ଭାରତ । ନାରୀ ଅଧିକାର ପାଇଁ ୭ ସୂତ୍ରୀ କହିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସମ୍ମାନ, ସୁରକ୍ଷା, ସମାନତା, ସହଭାଗିତା, ଶସକ୍ତିକରଣ, ସ୍ବାବଲମ୍ବନ ଏବଂ ସମ୍ମାନଜନକ ନେତୃତ୍ବ । ୩୩% ମହିଳା ସଂରକ୍ଷଣ ଦେଶକୁ ଏକ ନୂଆ ଦିଗ ଦେବ ଓ ଏହା…

ହଷ୍ଟେଲ ଖାଦ୍ୟ ଖାଇ ଅସୁସ୍ଥ , ୬୫ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ

ହଷ୍ଟେଲରେ ଖାଦ୍ୟ ଖାଇଲେ । କିଛି ସମୟ ପରେ ଅସୁସ୍ଥ ହୋଇପଡ଼ିଲେ । ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ଗଲେ । ହସ୍ପିଟାଲରେ ଭର୍ତ୍ତି ହୋଇ ଲାଗିଲା ସାଲାଇନ୍ । ଫୁଡ୍ ପଏଜନିଂ ହୋଇଥିବା ସନ୍ଦେହ କରାଯାଉଛି । ୬୫ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।…

ଦିନିକିଆ ଗସ୍ତରେ ରାଉରକେଲା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଦିନିକିଆ ଗସ୍ତରେ ରାଉରକେଲା ଆସିବେ ମହାମହିମ ।  ଏପ୍ରିଲ ୨୧ରେ ରାଉରକେଲା ଗସ୍ତ କରି ୧୫୭ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସକାଳ ୧୧ଟା୧୦ରେ…

ପୁଣି ତେଜିଲା ଇରାନ – ଆମେରିକା ଉତ୍ତେଜନା,ହର୍ମୁଜ ପ୍ରଣାଳୀ ଅବରୋଧ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା ନୌସେନା

ପୁଣି ତେଜିଲା ଇରାନ – ଆମେରିକା ଉତ୍ତେଜନା ।  ନାଭାଲ ବ୍ଲକେଡ କରିବାକୁ ଟ୍ରମ୍ପଙ୍କ ଧମକ ।  ଇରାନକୁ ଘେରିବାକୁ ଟ୍ରମ୍ପଙ୍କ ବଡ଼ ଚେତାବନୀ ।  ହର୍ମୁଜ ପ୍ରଣାଳୀ ଅବରୋଧ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା ନୌସେନା ।  ପାକିସ୍ତାନରେ ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନା…