Browsing Tag

#metro tv

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ: ଆଜି ଦିନଟି ଭଲ ରହିବ । କଠିନ ପରିଶ୍ରମ ଆପଣଙ୍କ ବ୍ୟବସାୟିକ କାର୍ଯ୍ୟକଳାପକୁ ବିସ୍ତାର କରିବ ଏବଂ ଆର୍ଥିକ ଲାଭ ଆଣିବ । କର୍ମକ୍ଷେତ୍ରରେ ଆପଣଙ୍କୁ ସହକର୍ମୀ ଏବଂ ବନ୍ଧୁମାନଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ, ଏବଂ ଆପଣଙ୍କ ନିଜସ୍ୱ ପରିଶ୍ରମ ସଫଳତା ଆଣିଦେବ । ବୃଷ: ଆଜି ଦିନଟି ଭଲ…

ଲଞ୍ଚ ହେଲା Vivo Y600 Turbo ଫୋନ , ଆସନ୍ତୁ ଜାଣିବା ପ୍ରାଇସ ଓ ଫଚର୍ସ ବିଷୟରେ

Vivo ଭାରତରେ ଏକ ବଡ଼ ବ୍ୟାଟେରୀ ସହିତ ଆଉ ଏକ ଫୋନ୍ ଲଞ୍ଚ କରିଛି । ଚୀନ୍ କମ୍ପାନୀର ଏହି ଫୋନ୍ ୨୫ ମେ ଅର୍ଥାତ୍ ଆଜି ଲଞ୍ଚ ହୋଇଛି । ଏହି ଭିଭୋ ଫୋନ୍ Y ସିରିଜ୍ ଅଧୀନରେ ଲଞ୍ଚ ହୋଇଛି ଏବଂ ଏହାର ମୂଲ୍ୟ ମିଡ୍ ବଜେଟ୍ ରେଞ୍ଜରେ ରହିଛି । ଭିଭୋ କନଫର୍ମ କରିଛି ଯେ ଏହି ଫୋନକୁ Vivo Y600 Turbo…

ଡରାଇଲାଣି ଇବୋଲା ଭାଇରସ,୨୦ ଦିନ ମଧ୍ୟରେ, ୮୬୭ ସନ୍ଦିଗ୍ଧ ମାମଲା ଏବଂ ୨୦୪ ଜଣଙ୍କ ମୃତ୍ୟୁ

ଡରାଇଲାଣି ଇବୋଲା ଭାଇରସ। ଆଫ୍ରିକା ମହାଦେଶରେ ଇବୋଲା ଭାଇରସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। କଙ୍ଗୋ (ଡିଆରସି) ଏବଂ ଉଗାଣ୍ଡାରେ ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି, ଭାରତ ସରକାର କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଡାନ ପାଇଁ ଏକ ଯାତ୍ରା ପରାମର୍ଶ ଜାରି କରିଛନ୍ତି। କେନ୍ଦ୍ର ସରକାର…

ବବଲ୍ ଗାର୍ଲ’ ଲୁକ୍‌ରେ ନଜର ଆସିଲେ ଉର୍ଫି ଜାଭେଦ,ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି ଏହି ଲୁକ୍

ଉର୍ଫି ଜାଭେଦ ପୁଣିଥରେ ନିଜ ଅନନ୍ୟ ଫ୍ୟାଶନ୍ ଷ୍ଟାଇଲ୍‌କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଆସିଛନ୍ତି। ସବୁବେଳେ ଭିନ୍ନ ଧରଣର ପୋଷାକ ଓ ସୃଜନଶୀଳ ଧାରଣା ପାଇଁ ପରିଚିତ ଉର୍ଫି ଏଥର ‘ବବଲ୍ ଗାର୍ଲ’ ଲୁକ୍‌ରେ ନଜର ଆସିଛନ୍ତି। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି।…

ଆଇପିଏଲ୍ ୨୦୨୬ର ଶେଷ ଲିଗ୍ ମ୍ୟାଚ: ବାଜି ମାରିଲା ଦିଲ୍ଲୀ କ୍ୟାପିଟାଲ୍ସ

ଆଇପିଏଲ୍ ୨୦୨୬ର ଶେଷ ଲିଗ୍ ମ୍ୟାଚରେ ବାଜି ମାରିଲା ଦିଲ୍ଲୀ କ୍ୟାପିଟାଲ୍ସ। କୋଲକାତାର ଇଡେନ ଇଡେନ ଗାର୍ଡେନ୍ସରେ ଖେଳା ଯାଇଥିବା ମ୍ୟାଚରେ ଦିଲ୍ଲୀ ଘରୋଇ କୋଲକାତାକୁ ୪୦ ରନରେ ହରାଇଛି। ଏହି ମ୍ୟାଚର କୌଣସି ଗୁରୁତ୍ଵ ନ ଥିଲେ ବି ଦିଲ୍ଲୀ ବିଜୟ ସହ ନିଜର ଅଭିଯାନ ଶେଷ କରିଥିବା ବେଳେ…

ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପୁଣି ଆରମ୍ଭ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ଇସ୍ରାଏଲ –…

ଇସ୍ରାଏଲୀ ସେନା ମୁଖ୍ୟ ଜେନେରାଲ ଆୟଲ ଜମିର ଉତ୍ତର କମାଣ୍ଡରେ ଏକ ସୁରକ୍ଷା ସମୀକ୍ଷା ସମୟରେ କହିଛନ୍ତି ଯେ, ଆବଶ୍ୟକ ହେଲେ ସେନା ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପୁଣି ଆରମ୍ଭ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ବିବୃତି ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକା ଏବଂ ଇରାନ…

ଦଲାଇ ଲାମାଙ୍କ ପୁନର୍ଜନ୍ମ ପ୍ରକ୍ରିୟାରେ ହସ୍ତକ୍ଷେପ ନକରିବା ପାଇଁ ଭାରତକୁ ଚୀନ୍ ର ଚେତାବନୀ

ଦଲାଇ ଲାମାଙ୍କ ପୁନର୍ଜନ୍ମ ପ୍ରକ୍ରିୟାରେ ହସ୍ତକ୍ଷେପ ନକରିବା ପାଇଁ ଭାରତକୁ ଚୀନ୍ ଚେତାବନୀ ଦେଇଛି। ଦଲାଇ ଲାମାଙ୍କ ପରବର୍ତ୍ତୀ ଅବତାରକୁ ଚୀନ୍‌ର ଆଭ୍ୟନ୍ତରୀଣ ବିଷୟ ବୋଲି ବେଜିଂ କହିଛି। ଏହା ବ୍ୟତୀତ, ଚୀନ୍‌ ଆଶା ପ୍ରକାଶ କରିଛି ଯେ ଭାରତ ତିବ୍ଦତୀୟ ସ୍ୱାଧୀନତା ପାଇଁ କୌଣସି ସହାୟତା…

୨୮ ମଇକୁ ହେବାକୁ ଥିବା CUET-UG ପରୀକ୍ଷା ବକ୍ରି ଇଦ୍ ପାଇଁ ସ୍ଥଗିତ

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି CUET-UG ପରୀକ୍ଷାକୁ ନେଇ ବଡ଼ ନିଷ୍ପତ୍ତି ନେଇଛି । ୨୮ ମଇକୁ ହେବାକୁ ଥିବା CUET-UG ପରୀକ୍ଷାକୁ ସ୍ଥଗିତ କରାଯାଇଛି । ବକ୍ରି ଇଦ୍ ପାଇଁ ଘୁଞ୍ଚିଲା CUET-UG ପରୀକ୍ଷା । ଖୁବ୍ ଶୀଘ୍ର ପ୍ରକାଶ ପାଇବ ନୂଆ ତାରିଖ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଦ୍ୱାରା…

2030 ସୁଦ୍ଧା ଭାରତ ପାଲଟିବ ତୃତୀୟ ବୃହତ୍ ଅର୍ଥବ୍ୟବସ୍ଥା

2030 ସୁଦ୍ଧା ବିଶ୍ୱ ଅଥନୈତିକ ମାନଚିତ୍ରରେ ଦେଖିବାକୁ ମିଳିବ ନୂଆ ରୂପ । ଭାରତ ପାଲଟିବ ତୃତୀୟ ବୃହତ୍ ଅର୍ଥବ୍ୟବସ୍ଥା। ଆମେରିକାକୁ ଟପି ଚୀନ ହେବ ମହାଶକ୍ତିଶାଳୀ। ପିପିପି ଆଧାରରେ କେତେକ ବିକାଶମୁଖୀ ଅର୍ଥନୀତିଗୁଡ଼ିକର ଜିଡିପି ରାଙ୍କିଙ୍ଗ୍ ବଢ଼ିଯିବ। ତଳକୁ ଖସିବେ ଲମ୍ବା ସମୟ ଧରି…

ରୋପ୍ ଓ୍ବେ ରେ ତ୍ରୁଟି ଯୋଗୁଁ ମଝି ଆକାଶରେ ଫସିଲେ ଶହ ଶହ ପର୍ଯ୍ୟଟକ

ଜମ୍ମୁ- କାଶ୍ମୀରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଗୁଲମାର୍ଗରେ ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଛନ୍ତି ଶହ ଶହ ପର୍ଯ୍ୟଟକ। ଯାନ୍ତ୍ରିକ ତ୍ରୁଟି କାରଣରୁ ସୋମବାର ଗୋଣ୍ଡୋଲା କେବୁଲ କାର୍ (ରୋପ୍ ଓ୍ବେ) ସେବା ବ୍ୟାଘାତ ହୋଇଥିଲା। ତ୍ରୁଟି କାରଣରୁ କେବୁଲ କାର ହଠାତ ବନ୍ଦ ହୋଇଯାଇଥିଲା । ଫଳରେ…