କ୍ରୀଡ଼ା କେବଳ ପଦକ ଜିତିବା ପାଇଁ ନୁହେଁ; ଏହା ଦେଶକୁ ଆଗକୁ ନେବା ଓ ଶକ୍ତିଶାଳୀ କରିବାରେ ବଡ଼ ଭୂମିକା ଗ୍ରହଣ କରିଥାଏ-…
କ୍ରୀଡ଼ା କେବଳ ପଦକ ଜିତିବା ପାଇଁ ନୁହେଁ; ଏହା ଦେଶକୁ ଆଗକୁ ନେବା ଓ ଶକ୍ତିଶାଳୀ କରିବାରେ ବଡ଼ ଭୂମିକା ଗ୍ରହଣ କରିଥାଏ। ଯୁବପିଢିଙ୍କ ବିକାଶରେ କ୍ରୀଡ଼ା ବଡ଼ ଭୂମିକା ଗ୍ରହଣ କରିଥାଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଗୁରୁବାର ଖେଲୋ ଇଣ୍ଡିଆ ଅଭିଭାଷଣ ଖେଲ୍ କି ବାତ୍……