Browsing Tag

#metro tv

ଆସନ୍ତା ସେପ୍ଟେମ୍ବର ୯ ତାରିଖରେ iPhone 18 Pro ଲଞ୍ଚ ହେବ

Apple ଶେଷରେ ନିଜର ବଡ଼ ଲଞ୍ଚ ଇଭେଣ୍ଟର ତାରିଖ ଘୋଷଣା କରିଛି । କମ୍ପାନୀ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ Apple Event ଆୟୋଜନ କରିବ । ଗତ କିଛି ସପ୍ତାହ ଧରି ଇଭେଣ୍ଟର ତାରିଖ ଏବଂ ଏଥିରେ ଲଞ୍ଚ ହେବାକୁ ଥିବା ଡିଭାଇସ୍‌କୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଥିଲା। ଏବେ Appleର ଘୋଷଣା ପରେ…

CJP କୁ ୪୩ ପ୍ରତିଶତ ଭୋଟରଙ୍କ ’ନା’

ଦିଲ୍ଲୀର ଯନ୍ତର-ମନ୍ତରଠାରେ ହୋଇଥିବା ଛାତ୍ର ଆନ୍ଦୋଳନ ପରେ କକରୋଚ ଜନତା ପାର୍ଟି (CJP) ସାରା ଦେଶରେ ଚର୍ଚ୍ଚାରେ ଅଛି। CJP ପକ୍ଷରୁ ଆଉ ଥରେ ସେପ୍ଟେମ୍ୱର ୫ ତାରିଖରେ ଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ବିରୋଧ ମାର୍ଚ୍ଚର ଆହୱାନ କରାଯାଇଛି। ଏହି ସମୟରେ ଏକ ସର୍ଭେ କରାଯାଇଥିଲା, ଯେଉଁଥିରେ ଲୋକଙ୍କୁ…

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଖୀ ବାନ୍ଧିଲେ ବ୍ରହ୍ମାକୁମାରୀ ଭଉଣୀ, ଛାତ୍ରୀ ଓ ବିଜେଡି ନେତ୍ରୀ

ରକ୍ଷା ବନ୍ଧନ ଅବସରରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଖୀ ବାନ୍ଧିଲେ ବ୍ରହ୍ମାକୁମାରୀ ଭଉଣୀ, ଛାତ୍ରୀ ଓ ବିଜେଡି ନେତ୍ରୀ । ନବୀନ ନିବାସରେ ଦେଖିବାକୁ ମିଳିଥିଲା ଭିଡ଼। ନବୀନ ପଟ୍ଟନାୟକଙ୍କୁ ବ୍ରହ୍ମାକୁମାରୀ ଭଉଣୀ, ସ୍କୁଲ ଛାତ୍ରୀ, ଗାଇଡ୍, କୁନି ପିଲା…

ହିନ୍ଦୁ କୁଶରେ ଗ୍ଲେସିୟର ତରଳିବା ନେଇ ଚର୍ଚ୍ଚା,ଖୁଲାସା କଲା ICIMOD

ନେପାଳରେ ଭୟଙ୍କର ବନ୍ୟା ପରେ ଆଉ ଏକ ସମସ୍ୟା ଉପୁଜିଛି । ନେପାଳରେ ଆସିଥିବା ବନ୍ୟା ଗ୍ଲେସିୟରର ବଡ଼ ଖଣ୍ଡ ଭାଙ୍ଗିଥିବାରୁ ହୋଇଛି । ଏହି ବନ୍ୟା ସବୁକିଛି ଛାରଖାର କରିଦେଇଛି । ଏହାରି ଭିତରେ ହିନ୍ଦୁ କୁଶରେ ଗ୍ଲେସିୟର ତରଳିବା ନେଇ ଚର୍ଚ୍ଚା ଚାଲିଛି । ଏହାର ଦୁଇଗୁଣା ଭାବେ ତରଳିବାରେ ଲାଗିଛି…

ମଧୁମେହ ରୋଗ:ମହିଳା ଓ ପୁରୁଷ ଠାରେ ଭିନ୍ନ ଭିନ୍ନ ସ୍ୱାସ୍ଥ୍ୟ ଜଟିଳତା ଦେଖାଦେଇଥାଏ

ମଧୁମେହ ରୋଗ ମହିଳା ଓ ପୁରୁଷଙ୍କୁ ସମାନ ଭାବେ ପ୍ରଭାବିତ କରେ ନାହିଁ। ନୂଆ ଅଧ୍ୟୟନରେ ଏହି ରୋଗ ଚିହ୍ନଟ ହେବା ପରେ ଉଭୟଙ୍କଠାରେ ଭିନ୍ନ ଭିନ୍ନ ସ୍ୱାସ୍ଥ୍ୟ ଜଟିଳତା ଦେଖାଦେଉଥିବା ଜଣାପଡ଼ିଛି। ବିଶେଷକରି ମହିଳାଙ୍କଠାରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ଅଧିକ ଥିବାବେଳେ ପୁରୁଷଙ୍କଠାରେ…

ସମସ୍ତ କଳ୍ପନା ଜଳ୍ପନା ଅନ୍ତ ଘଟିଛି, ଶେଷରେ IPS ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

ସମସ୍ତ କଳ୍ପନା ଜଳ୍ପନା ଅନ୍ତ ଘଟିଛି। ଶେଷରେ IPS ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। ୨୦୧୩ ବ୍ୟାଚର ଆଇପିଏସ୍ ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କରିବା ସହ ରାଜ୍ୟ ସରକାର ଇସ୍ତଫାପତ୍ର ଗୃହ ମନ୍ତ୍ରଣାଳୟକୁ ପଠାଇଛନ୍ତି। ସୂଚନାଥାଉକି, ଗତ ମାସରେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ…

ଗୋଳାବନ୍ଧ ବିସ୍ଥାପିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି ,୧୩୭୧ ପରିବାରକୁ ୭୫ କୋଟି ୬୦ଲକ୍ଷ ଟଙ୍କାର ସ୍ୱତନ୍ତ୍ର…

ଗୋଳାବନ୍ଧ ବିସ୍ଥାପିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି। ୧୩୭୧ ପରିବାରକୁ ୭୫ କୋଟି ୬୦ଲକ୍ଷ ଟଙ୍କାର ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ କେଜ୍ ଘୋଷଣା। ଗଞ୍ଜାମ ଜିଲ୍ଲା ଗୋପାଳପୁର ଗସ୍ତରେ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ କେଜର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହା ସହ…

ଅନଲାଇନ୍‌ରେ ୫ ଜେକିରୁ ଅଧିକ ଚିନି ମଗାଇବା ଉପରେ କଟକଣା

ଦେଶରେ ଚିନି ଦର ଦ୍ରୁତ ଗତିରେ ବଢ଼ିବା ସହ ଖୁଚୁରା ବଜାରରେ ଏହାର ଉପଲବ୍ଧତାକୁ ନେଇ ଚିନ୍ତା ବଢ଼ିଛି। ଆଗାମୀ ପର୍ବପର୍ବାଣୀ ଋତୁ ପୂର୍ବରୁ ଚାହିଦା ବଢ଼ିଥିବାରୁ ବଡ଼ ରିଟେଲର୍‌ ଓ ଅନଲାଇନ୍ ଗ୍ରୋସରି ପ୍ଲାଟଫର୍ମଗୁଡ଼ିକ ଚିନି କିଣା ଉପରେ କଟକଣା ଲଗାଇବା ଆରମ୍ଭ କରିଛନ୍ତି। ଡି-ମାର୍ଟ ସମେତ…

ଡିମେସମ୍ବର ୨୭ରୁ ଆରମ୍ଭ ହେବ ଏପିଏଲ୍‌,ସମସ୍ତ ମ୍ୟାଚ୍‌ ୟୁଏଇରେ ଖେଳାଯିବ

ଫ୍ରାଞ୍ଚାଇଜି ଭିତ୍ତିକ ଟି୨୦ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଆଫ୍‌ଗାନିସ୍ତାନ ପ୍ରିମିୟର ଲିଗ୍‌ (ଏପିଏଲ୍‌) ଡିମେସମ୍ବର ୨୭ରୁ ଆରମ୍ଭ ହେବ। ଏଥିରେ ୩ଟି ଦଳ ଭାଗନେବେ। ଏହି ୩ଟି ଦଳ ହେଲେ ଆକ୍ସେଲ୍‌ ୟୁନାଇଟେଡ୍‌ କାବୁଲ, ବଲ୍‌ଖ ଜ୍ବାନାନ୍ ଓ କାନ୍ଦାହାର ୱାରିଅର୍ସ। ତେବେ ଏପିଏଲ୍‌ର ସମସ୍ତ…

ଆଜି ରକ୍ଷାବନ୍ଧନ ଅବସରରେ ‘ଆମ ବସ୍ ’ରେ ମାଗଣା ଯାତ୍ରା କରିବେ ମହିଳା ,

ରକ୍ଷାବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ‘ଆମ ବସ୍ ’ରେ ମହିଳାମାନଙ୍କୁ ମାଗଣାଯାତ୍ରା । ରକ୍ଷାବନ୍ଧନ ଅବସରରେ ଭୁବନେଶ୍ୱର ସମେତ ଓଡ଼ିଶାର ୭ଟି ସହରରେ ମହିଳାମାନେ ‘ଆମ ବସ୍ ’ରେ ମାଗଣା ଯାତ୍ରା କରିପାରିବେ। ଏଥିରେ ଏକ ଲକ୍ଷରୁ ଅଧିକ ମହିଳା ଉପକୃତ ହେବାର ଆଶା ରହିଛି। ପବିତ୍ର ରକ୍ଷା ବନ୍ଧନ…