Browsing Tag

#metro tv

ଆଜି ଲଘୁଚାପ,୩ ତାରିଖ ଯାଏ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ପାଇଁ ୱାର୍ଣ୍ଣିଂ ଜାରି

ଆଜି ଲଘୁଚାପ, ୬ ଦିନ ପ୍ରବଳ ବର୍ଷିବ ।   ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ  ପଶ୍ଚିମବଙ୍ଗ-ବାଂଲାଦେଶ  ଉପକୂଳରେ  ଘୂର୍ଣ୍ଣିବଳୟ ସକ୍ରିୟ ।  ପ୍ରଭାବରେ ସମାନ ଅଞ୍ଚଳରେ ଆଜି  ଲଘୁଚାପ ସୃଷ୍ଟି ହେବ । ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ । ୩ ତାରିଖ ଯାଏ…

ନୂଆ ଯୋଜନା ନେଇ ଆଗକୁ ବଢ଼ିବେ ଏହି ରାଶି

ମେଷ : ଆଜି ମେଷ ରାଶିର ବ୍ୟକ୍ତିମାନେ ନୂଆ ଯୋଜନା ନେଇ ଆଗକୁ ବଢ଼ିପାରନ୍ତି । କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମକୁ ପ୍ରଶଂସା ମିଳିବ । ବ୍ୟବସାୟରେ ନୂଆ ସୁଯୋଗ ଆସିପାରେ । ଆର୍ଥିକ ସ୍ଥିତିରେ ସୁଧାର ହେବ, ତେବେ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ପରିବାରରେ ଖୁସିର ବାତାବରଣ ରହିବ ।…

କୋଲେଷ୍ଟ୍ରଲ୍ ନିୟନ୍ତ୍ରଣ କରେ ଧନିଆ

ସାଧାରଣତଃ ଧନିଆକୁ ଆମେ ଆମ ରୋଷେଇରେ ବ୍ୟବହାର କରିଥାଉ । ଧନିଆ ଖାଦ୍ୟର ସ୍ବାଦ ବଢାଇବା ସହିତ ଆମକୁ ସ୍ବାସ୍ଥ୍ୟ ଲାଭ ମଧ୍ୟ ପ୍ରଦାନ କରିଥାଏ । ଧନିଆରେ ଅନେକ ଔଷଧୀୟ ଗୁଣ ଅଛି ଯାହା ଶରୀର ପାଇଁ ଖୁବ୍ ଲାଭଦାୟକ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଧନିଆରୁ ଭିଟାମିନ୍ ସି, ଏ, କେ, ବି୬,…

ନେପାଳ ବନ୍ୟା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ,ଏଯାଏଁ ୫୪୭ ଟପିଲାଣି,୩୨୦ରୁ ଅଧିକ ଭାରତୀୟ ନିଖୋଜ

ନେପାଳ ବନ୍ୟା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏଯାଏଁ ୫୪୭ ଟପିଲାଣି । ଆହୁରି ବଢ଼ିବା ଆଶଂକା । ଅନେକ ଲୋକ ନିଖୋଜ ରହିଛନ୍ତି । ପ୍ରାୟ ୧୫ ଶହ ଲୋକ ନିଖୋଜ ଥିବା ଏପର୍ଯ୍ୟନ୍ତ ଆକଳନ କରାଯାଇଛି । ନେପାଳରେ ୯୦୦ରୁ ଅଧିକ ଲୋକଙ୍କ ପତ୍ତା ମିଳୁନି । ସେହିଭଳି ତିବ୍ବତର ଗିରୋଙ୍ଗ କାଉଣ୍ଟିରେ…

ସମ୍ମାନରେ କିଏ ହାତ ଲଗେଇଲେ ସେ ହାତ କୁ କାଟି ଫିଙ୍ଗି ଦେବାର ତାକତ ଅଛି – କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ…

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବିଷୋଦଗାର । କହିଲେ, ରାଉରକେଲାରେ ଅନ୍ୟ ଦଳରୁ ଆସି କିଛି ଲୋକ ପଇସାପତ୍ର ଖର୍ଚ୍ଚ କରି ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ଭାବୁଛନ୍ତି ଜୁଏଲ ଓରାମ ଡ୍ରପ୍ ହୋଇଗଲେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ । ମୁଁ ଦଳକୁ ରକ୍ତ ମାଂସ ଦେଇଛି । ଦଳ ମୋତେ ଯେତିକି…

ମାଫିଆଙ୍କୁ ସାବାଡ ପାଇଁ ଏସଟିଏଫ ଓ ଇଓଡବ୍ଲୁ ଆଇଜି ଭାବେ ଯୋଗଦେଲେ ବରିଷ୍ଠ ଆଇପିଏସ୍ ହିମାଂଶୁ ଲାଲ

ମାଫିଆଙ୍କୁ ସାବାଡ ପାଇଁ ଏସଟିଏଫ ଓ ଇଓଡବ୍ଲୁ ଆଇଜି ଭାବେ ଯୋଗଦେଲେ ବରିଷ୍ଠ ଆଇପିଏସ୍ ହିମାଂଶୁ ଲାଲ । ୨୦୦୩ ବ୍ୟାଚର ଆଇପିଏସ୍ ଅଫିସର ହିମାଂଶୁ ଲାଲଙ୍କର ଏସଟିଏଫ ଡିଆଇଜି ଭାବେ ଅଭିଜ୍ଞତା ରହିଛି । ୨୦୧୮ ମସିହାରେ ଏସଟିଏଫ ଡିଆଇଜି ଭାବେ ଦାୟିତ୍ବ ତୁଲାଇଥିଲେ ହିମାଂଶୁ । ଏହା ସହିତ ସେ…

ଏଣିକି ଆଧାର ସିଡ୍ ବ୍ୟାଙ୍କ ଆକାଉଣ୍ଟକୁ ଯିବ DBT ଟଙ୍କା, ସବୁ ବିଭାଗକୁ ଅର୍ଥ ବିଭାଗର ନିର୍ଦ୍ଦେଶ

ଏଣିକି ଆଧାର ସିଡ୍ ବ୍ୟାଙ୍କ ଆକାଉଣ୍ଟକୁ ଯିବ DBT ଟଙ୍କା, ସବୁ ବିଭାଗକୁ ଅର୍ଥ ବିଭାଗର ନିର୍ଦ୍ଦେଶ । ସରକାରୀ ଯୋଜନାରେ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ବା DBT ବ୍ୟବସ୍ଥାକୁ ଆହୁରି ସ୍ୱଚ୍ଛ ଓ ସୁରକ୍ଷିତ କରିବାକୁ ପଦକ୍ଷେପ ନେଇଛନ୍ତି ଓଡ଼ିଶା ସରକାର। ଏଣିକି କେବଳ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ…

ଆସିଲା ‘ସୁଭଦ୍ରା’ ଟଙ୍କା , ହିତାଧିକାରୀଙ୍କୁ ମିଳିଲା ପଞ୍ଚମ କିସ୍ତି

ଆସିଲା ‘ସୁଭଦ୍ରା’ ଟଙ୍କା । ହିତାଧିକାରୀଙ୍କୁ ମିଳିଲା ପଞ୍ଚମ କିସ୍ତି । କୋଟିଏରୁ ଅଧିକ ହିତାଧିକାରୀଙ୍କ ଖାତାକୁ ପଠାଗଲା ୫ ହଜାର ଟଙ୍କା । ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ଜଣ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରାଯାଇଛି ।…

ଚୀନରେ ଭୂମିକମ୍ପ, ୫.୧ ତୀବ୍ରତାର ଭୂକମ୍ପ ଝଟକା ଅନୂଭୂତ

ଚୀନର ଦକ୍ଷିଣ ପଶ୍ଚିମ ସିଚୁଆନ୍ ପ୍ରାନ୍ତରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ୫.୧ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିପୋର୍ଟ ଅନୁସାରେ, ନାଇଜିଆଙ୍ଗର ଲଙ୍ଗଚାଙ୍ଗ ସହର ନିକଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଚୀନ୍ ଭୂମିକମ୍ପ ନେଟୱର୍କ କେନ୍ଦ୍ର ଅନୁସାରେ, ବେଜିଂ ସମୟ ଦିନ ୧ଟା…

ବଡ଼ ପରଦାକୁ ଆସିଛି ‘Toxic’: ଫିଲ୍ମ ଦେଖିବା ପରେ ସେହି ଉତ୍ସାହ ନିରାଶାରେ ପରିଣତ

ଦୀର୍ଘ ଦିନର ଅପେକ୍ଷା ପରେ ବଡ଼ ପରଦାକୁ ଆସିଛି ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘Toxic’। ୟଶଙ୍କ ଆକ୍ସନ୍ ଅବତାର ସାଙ୍ଗକୁ ଫିଲ୍ମର ବିପୁଳ ବଜେଟ୍ ଏବଂ ହାଇପ୍‌କୁ ନେଇ ଦର୍ଶକଙ୍କ ମଧ୍ୟରେ ଭଲ ଉତ୍ସାହ ରହିଥିଲା । ତେବେ ଫିଲ୍ମ ଦେଖିବା ପରେ ସେହି ଉତ୍ସାହ ନିରାଶାରେ ପରିଣତ ହୋଇଥିବା ସୋସିଆଲ…