ଟି-୨୦ ବିଶ୍ଵକପ: ଆମେରିକାକୁ ୩୨ ରନ୍ରେ ହରାଇଲା ପାକିସ୍ତାନ
ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ର ଅନ୍ୟତମ ପ୍ରତୀକ୍ଷିତ ମୁକାବିଲାରେ ପୂର୍ବବିଜେତା ପାକିସ୍ତାନ ଅନଭିଜ୍ଞ ଆମେରିକାକୁ ୩୨ ରନ୍ରେ ହରାଇ ଦେଇଛି । ଫଳରେ ଗତ ବିଶ୍ବକପ୍ରେ ଆମେରିକାଠାରୁ ଅପ୍ରତ୍ୟାଶିତ ଭାବେ ହାରି ଳଜ୍ଜିତ ହେବାର ମଧୁର ପ୍ରତିଶୋଧ ନେଇଛି । ଘରୋଇ ପରିବେଶରେ ଖେଳିଥିବା ଗତ…