Browsing Tag

#metro tv

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ: ଆରମ୍ଭ କରିଥିବା କାମ ନିର୍ଦ୍ଧାରିତ ସମୟରେ ପୂରା କରିଦେବେ। ସନ୍ତାନର କ୍ୟାରିଅରକୁ ନେଇ ଟିକେ ଚିନ୍ତିତ ରହିବେ। ଘରକୁ କୁଣିଆ ଆସିବେ। ବୃଷ: ଲୋକେ ଆପଣଙ୍କ କଥାରେ ପ୍ରଭାବିତ ହୋଇ ଆପଣଙ୍କ ସହ ମିଶିବେ। ଆପଣଙ୍କର ଖର୍ଚ୍ଚ ବଢ଼ିପାରେ। ମାଆଙ୍କୁ କିଛି ଉପହାର ଦେବେ। ‌ପ୍ରେମ ସମ୍ବନ୍ଧ…

ଟ୍ବେଣ୍ଟି-୨୦ ବିଶ୍ବକପ୍‌ : ଆଧିପତ୍ୟଭରା ବିଜୟରୁ ଅଭିଯାନ ଆରମ୍ଭ କଲା ଜିମ୍ବାୱେ

ଗୋଟିଏ ସଂସ୍କରଣ ବ୍ୟବଧାନରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳୁଥିବା ଜିମ୍ବାୱେ ଆଧିପତ୍ୟଭରା ବିଜୟରୁ ତା’ର ଚଳିତ ଅଭିଯାନ ଆରମ୍ଭ କରିଛି। ସୋମବାର ଗ୍ରୁପ୍-ବି’ର ଏକ ମୁକାବିଲାରେ ଏହି ଦଳ ନବାଗତ ଓମାନକୁ ଅତି ସହଜରେ ୮ ୱିକେଟ୍‌ରେ ପରାସ୍ତ କରିଛି। ଦୁଇ କମ୍‌ ଶକ୍ତିଶାଳୀ ଦଳ ମଧ୍ୟରେ ହୋଇଥିବା…

ଶରଦ ପାୱରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ , ହସ୍ପିଟାଲରେ ଭର୍ତ୍ତି

ଏନସିପି (ସପା) ଅଧ୍ୟକ୍ଷ ଶରଦ ପାୱରଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଣେ ନିଆଯାଇ ରୁବି ହଲ୍‌ କ୍ଲିନିକରେ ଭର୍ତ୍ତି କରାଯାଇଛି । ପାୱର ଜ୍ୱର ଓ କାଶରେ ପୀଡିତ ଥିବା ବେଳେ ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ । ମିଳିଥିବା ସୂଚନା…

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ , ଶୁଣିଲେ ୭୦୦ ଅଭିଯୋଗ

ଆଜି ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୭୦୦ ଅଭିଯୋଗ ଆସିଥିଲା।  ଅଭିଯୋଗ ଗୁଡ଼ିକର ଆଲୋଚନା ହୋଇ ସଂପୃକ୍ତ ବିଭାଗକୁ ପଠା ଯାଇଛି। ଆଜି ଜନ ଶୁଣାଣି ବେଳେ ୫ ବରିଷ୍ଠ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣାଣି କରିଥିଲେ।…

ନାଇଜେରିଆରେ ଘଟିଛି ବଡ଼ ସଡକ ଦୁର୍ଘଟଣା , ୩୦ ମୃତ

ନାଇଜେରିଆରେ ଘଟିଛି ବଡ଼ ସଡକ ଦୁର୍ଘଟଣା । ଏହି ସଡକ ଦୁର୍ଘଟଣାରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକାରୀମାନେ କହିଛନ୍ତି ଯେ ଅସାବଧାନତା ଗାଡି ଚାଳନା ଯୋଗୁଁ ଯାତ୍ରୀ ଭର୍ତ୍ତି ଏକ ଟ୍ରକ ନିୟନ୍ତ୍ରଣ ବାହାରକୁ ଯାଇ ହାଇୱେରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଅନେକ ଲୋକ…

ନକ୍ସଲଙ୍କୁ ଆତ୍ମସମର୍ପଣ କରିବାକୁ ଓ ସମାଜର ମୁଖ୍ୟଧାରାରେ ସାମିଲ ହେବାକୁ ଅପିଲ କଲେ ଅମିତ ଶାହ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋମବାର କହିଛନ୍ତି ଯେ ‘ମାଓବାଦ କେବେବି ସମାଜର ହୀତ କରି ନାହିଁ ଓ ଯେଉଁଠି ଏହା ରହିଛି ସେଠାରେ କେବଳ ବିନାଶ ହିଁ ବିନାଶ ହୋଇଛି’। ଏ ନେଇ ସେ କୋଲମ୍ବିୟା, ପେରୁ ଓ କମ୍ବୋଡିଆ ଆଦି ଦେଶଙ୍କ ଉଦାହରଣ ଦେଇଛନ୍ତି। ଶାହ ଛତିଶଗଡ଼ ବସ୍ତର ଜିଲ୍ଲା ମୁଖ୍ୟାଳୟ…

ଏସିଆ ମାର୍କେଟରେ ହଇଚଇ ସୃଷ୍ଟି କରିଛି ଭାରତ ଏବଂ ଆମେରିକା ମଧ୍ୟରେ ଟ୍ରେଡ ଡିଲ୍ , ଭାଙ୍ଗିବ ବାଂଲାଦେଶ ଅର୍ଥନୀତିର…

ଭାରତ ଏବଂ ଆମେରିକା ମଧ୍ୟରେ ହୋଇଥିବା ଟ୍ରେଡ ଡିଲ୍ ଏବେ ଏସିଆ ମାର୍କେଟରେ ହଇଚଇ ସୃଷ୍ଟି କରିଛି। ଏ ଖବର ଭାରତ ପାଇଁ ଖୁସି ଆଣିଥିବା ବେଳେ, ପଡ଼ୋଶୀ ଦେଶ ବାଂଲାଦେଶ ପାଇଁ କିନ୍ତୁ ସୃଷ୍ଟି କରିଛି ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା। ଆମେରିକା ଭାରତୀୟ ପୋଷାକ ଏବଂ ବୟନ ସାମଗ୍ରୀ ଉପରେ ଆମଦାନୀ…

ଓଡ଼ିଶାର ଖରିଫ ଧାନ କିଣା ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା…

ଧାନ କିଣାରେ ଅବ୍ୟବସ୍ଥା । ବିଜେପି ସରକାରଙ୍କୁ ନବୀନଙ୍କ ତୀବ୍ର ସମାଲୋଚନା । ମଣ୍ଡିରେ ଚାଷୀ ହନ୍ତସନ୍ତ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଓଡ଼ିଶାରେ ଚାଲିଥିବା ଖରିଫ ଧାନ କିଣା ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା…

ପୈତୃକ ସମ୍ପତ୍ତି ବିବାଦକୁ ନେଇ ଜୀବନ ପ୍ରତି ବିପଦ ଥିବା ନେଇ ଥାନାର ଦ୍ବାରସ୍ଥ ହେଲେ ଅଭିନେତା ସାତ୍ତ୍ୱକି ମିଶ୍ର

ଅଭିନେତା ସାତ୍ତ୍ୱକି ମିଶ୍ରଙ୍କ ଜୀବନ ପ୍ରତି ବିପଦ । ତାଙ୍କୁ ଜୀବନରୁ ମାରିଦେବାକୁ ଧମକ । ହତ୍ୟା କରିଦେବା ଭଳି ଧମକ ଅଭିଯୋଗ ହୋଇଛି । ଏନେଇ ଡିସିପିଙ୍କ ନିକଟରେ ଫେରାଦ୍ ହେଲେ ଅଭିନେତା ସାତ୍ତ୍ୱକି ମିଶ୍ର । ଏମିତିକି ତାଙ୍କ ପତ୍ନୀଙ୍କୁ ବି ଅଶାଳୀନ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି ।…

ସାମ୍ନାକୁ ଆସିଲା ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ମର୍ଡର ଲିଙ୍କ,ପ୍ରେମ ସମ୍ପର୍କ ବିଷୟରେ ଜାଣିଦେଲେ ବୋଲି ତଣ୍ଟି କାଟି…

ଶିଶୁଭବନ ଓଭରବ୍ରିଜ୍ କାର୍ ଦୁର୍ଘଟଣାରେ ନୂଆ ଟ୍ବିଷ୍ଟ । ସାମ୍ନାକୁ ଆସିଲା ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ମର୍ଡର ଲିଙ୍କ। କାଲି ହତ୍ୟାର ଶିକାର ଯୁବକ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ କାର୍ ଚଲାଉଥିଲେ। ହତ୍ୟା ଖବର ପାଇ ଭୟଭୀତ କାର୍ ମାଲିକ ଅନ୍ୟ ଏକ ଡ୍ରାଇଭର ଠିକ କରି ଗାଡ଼ି ନେବା ପାଇଁ…