Browsing Tag

#metro tv

ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜରାସ୍ତାକୁ ଓଲ୍ଲାଇବ ଛାତ୍ର କଂଗ୍ରେସ,ରାଜ୍ୟର ସମସ୍ତ ମହାବିଦ୍ୟାଳୟ ସମ୍ମୁଖରେ…

ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓଲ୍ଲାଇବ ଛାତ୍ର କଂଗ୍ରେସ । ରାଜ୍ୟର ସମସ୍ତ ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ ଛାତ୍ର କଂଗ୍ରେସ । କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ଚେତାବନୀ ଦେଇଛନ୍ତି ଛାତ୍ର କଂଗ୍ରେସ ସଭାପତି ବିଭୁତି…

Redmi Note 17 Pro Max ଲଞ୍ଚ : କ୍ୟାମେରା ମଡ୍ୟୁଲ୍ iPhone ଦ୍ୱାରା ଅନୁପ୍ରାଣିତ

Redmi Note 17 ଏବଂ Redmi Note 17 Pro ପରେ Xiaomi ବିଶ୍ୱ ସ୍ତରରେ ସିରିଜର ସବୁଠାରୁ ପ୍ରିମିୟମ୍ ମଡେଲ୍ ଲଞ୍ଚ କରିଛି । ଏହି Redmi ଫୋନରେ ଏକ ପାୱାରଫୁଲ୍ ୧୦୦୦୦mAh ବ୍ୟାଟେରୀ ଏବଂ ୧୦୦W ଦ୍ରୁତ ଚାର୍ଜିଂ ସୁବିଧା ରହିଛି । ଏହା iPhone 15 ସହିତ ସମାନ ଦେଖାଯାଉଛି । ଏହି ଫୋନର ବ୍ୟାକ୍…

ତିବ୍ବତ-ନେପାଳ ସୀମାରେ ଆଉ ଏକ ଗ୍ଲେସିୟର ହ୍ରଦ ଫାଟିଯିବା ପରେ ଭୟାବହ ବନ୍ୟାର ଆଶଙ୍କା,ବିହାରରେ ହାଇଆଲର୍ଟ

ପ୍ରକୃତିର ତାଣ୍ଡବରେ ଘାଣ୍ଟି ହେଉଥିବା ପଡ଼ୋଶୀ ଦେଶ ନେପାଳ ଉପରେ ବିପଦ ବଢିବାରେ ଲାଗିଛି । ତିବ୍ବତ-ନେପାଳ ସୀମାରେ ଥିବା ଆଉ ଏକ ଗ୍ଲେସିୟର ହ୍ରଦ ଫାଟିଯିବା ପରେ ଭୟାବହ ବନ୍ୟାର ଆଶଙ୍କା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ବିହାର ପ୍ରଶାସନ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି । ସମ୍ଭାବ୍ୟ…

ରୁଷ ଏବଂ ୟୁକ୍ରେନ ଯୁଦ୍ଧ : କିଭ୍ ରେ ରୁଷ ବିମାନର ଆକ୍ରମଣରେ ୨୭ ମୃତ , ୫୦ଟି ଆବାସିକ କୋଠା କ୍ଷତିଗ୍ରସ୍ତ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପୁଣି ଥରେ ଏକ ବିପଦପୂର୍ଣ୍ଣ ମୋଡ଼ ନେଇଛି। ୟୁକ୍ରେନର ରାଜଧାନୀ କିଭ୍ ନିକଟସ୍ଥ ବୁଚା ଜିଲ୍ଲାରେ ଶନିବାର ଦିନ ରୁଷ ବିମାନର ଏକ ବଡ଼ ଆକ୍ରମଣରେ ପ୍ରାୟ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ଏହି ଆକ୍ରମଣ ଫଳରେ ଅଞ୍ଚଳରେ…

H1N1 କ’ଣ କୋଭିଡ୍-୧୯ ଭଳି ନା କୋଭିଡ ଠାରୁ ବି ଆହୁରି ଭୟଙ୍କର ହେବ ?ଏନେଇ ଡାକ୍ତରମାନେ କ’ଣ କହୁଛନ୍ତି, ଆସନ୍ତୁ…

ଦେଶରେ ବଢୁଥିବା H1N1 ବା ସ୍ୱାଇନ୍ ଫ୍ଲୁ ମାମଲାକୁ ନେଇ ଲୋକଙ୍କ ମନରେ ପୁଣି ଥରେ କରୋନା ମହାମାରୀର ଭୟ ସୃଷ୍ଟି ହୋଇଛି। ଜ୍ୱର, କାଶ, ଗଳା ଦରଜ ଓ ଶରୀର ବିନ୍ଧା ଭଳି ଲକ୍ଷଣ ଯୋଗୁଁ ଅନେକ ଏହାକୁ କୋଭିଡ୍ ସହ ତୁଳନା କରୁଛନ୍ତି। ତେବେ H1N1 କ’ଣ କୋଭିଡ୍-୧୯ ଭଳି ବଡ଼ ମହାମାରୀର ରୂପ ନେବ ? ନା…

ରାଜ୍ୟ ସ୍ତରୀୟ ଡିଜିପି ଏବଂ ଆଇଜିପି ସମ୍ମିଳନୀ: ନିଶା ସିଣ୍ଡିକେଟ ଧ୍ବଂସ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଲେ…

ରାଜ୍ୟ ପୋଲିସ ଭବନଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଡିଜିପି ଏବଂ ଆଇଜିପି ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର ଆଇନ ଶୃଙ୍ଖଳା, ଆଭ୍ୟନ୍ତରୀଣ ସୁରକ୍ଷା, ସାଇବର ସୁରକ୍ଷା ଏବଂ ଭବିଷ୍ୟତର ପୋଲିସିଂ ବ୍ୟବସ୍ଥାର ବ୍ୟାପକ ସମୀକ୍ଷା କରିଛନ୍ତି । ପୋଲିସ ସଂସ୍କାର ପାଇଁ…

ସ୍ବାଇନ ଫ୍ଲୁ ରେ ଆକ୍ରାନ୍ତ ବଲିଉଡ୍ ଚର୍ଚ୍ଚିତ ଅଭିନେତା ଇମ୍ରାନ ହାଶମୀ ,ବେଙ୍ଗାଲୁରୁ ଶୋ ସ୍ଥଗିତ

ବଲିଉଡ୍ ଚର୍ଚ୍ଚିତ ଅଭିନେତା ଇମ୍ରାନ ହାଶମୀଙ୍କ ସ୍ବାସ୍ଥ୍ୟକୁ ନେଇ ଏକ ଖବର ସାମ୍ନାକୁ ଆସିଛି ।  ତାଙ୍କର ସ୍ବାଇନ ଫ୍ଲୁ H1N1 ପରୀକ୍ଷା ରିପୋର୍ଟ ପଜେଟିଭ୍ ଆସିଥିବା ସୂଚନା ମିଳିଛି । ସ୍ବାଇନ ଫ୍ଲୁ ପରୀକ୍ଷା ରିପୋର୍ଟ ପଜେଟିଭ୍ ଆସିବା ପରେ ବେଙ୍ଗାଲୁରୁ ଶୋକୁ ସ୍ଥଗିତ କରାଯାଇଛି । ଏକ…

ସେପ୍ଟେମ୍ବର ୮–୯ରେ ଦୁବାଇ ଇନଭେଷ୍ଟର୍ସ ମିଟ୍ , ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସେପ୍ଟେମ୍ବର ୮–୯ରେ ଦୁବାଇ ଇନଭେଷ୍ଟର୍ସ ମିଟ୍ ।  ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଓଡ଼ିଶାକୁ ଅଧିକ ବିଦେଶୀ ପୁଞ୍ଜି ଆଣିବା ପାଇଁ ପୁଣି ଏକ ବଡ଼ ପ୍ରୟାସ। ଆସନ୍ତା ସେପ୍ଟେମ୍ବର ୮ ଓ ୯ ତାରିଖରେ ୟୁଏଇର ଦୁବାଇରେ ଆୟୋଜିତ ହେବାକୁ ଥିବା ଇନଭେଷ୍ଟର୍ସ ମିଟ୍ ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ…

କାହିଁକି ଅଟକି ଗଲା ଆଟଲାସ ସାଇକେଲ , ହିରୋରୁ ପାଲଟିଗଲା ଜିରୋ

କାହିଁକି ବନ୍ଦ ହେଇଗଲା ଆଟଲାସ ସାଇକେଲ ।ଯେଉଁ ସାଇକେଲ ଥିଲା ପ୍ରତି ଘରର ଗର୍ବ , ଆଜି କେଉଁଠି ହଜିଗଲା?ଭାରତର ନମ୍ବର 1 ସାଇକେଳ କମ୍ପାନୀ ଶେଷରେ କାହିଁକି ହରିଗଲା?କୋଟି କୋଟି ସ୍କୃତିକୁ ଛାଡ଼ି ହଠାତ୍ କାହିଁକି ବନ୍ଦ ହେଲା ଆଟଲାସ ।ଆଟଲାସ ବନ୍ଦ ହେବ ପଛର ସତ୍ୟ ଶୁଣିଲେ ଆଖିରେ ଲୁହ ଆସିଯିବ…

ଗାଡ଼ି ସୋ’ରୁମ୍ ରେ ଭୟାବହ ଅଗ୍ନିକାଣ୍ଡ,ସମସ୍ତ କାର୍ ପୋଡ଼ି ପାଉଁଶ

ଗାଡ଼ି ସୋ’ରୁମ୍ ରେ ଭୟାବହ ଅଗ୍ନିକାଣ୍ଡ । ବ୍ରହ୍ମପୁରର ହଳଦିଆପଦରରେ ଥିବା ଗାଡ଼ି ସୋ’ରୁମ୍ ରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଦେଖୁ ଦେଖୁ ନିଆଁର ପ୍ରକୋପ ବଢ଼ିବା ସହ ସୋରୁମ୍‌ରୁ ଧୂଆଁର କଳା ଆସ୍ତରଣ ବାହାରୁଥିବା ଦେଖିବାକୁ ମିଳିଛି । ସୋ’ରୁମ୍ ରେ ଥିବା ସମସ୍ତ କାର୍ ପୋଡ଼ି ପାଉଁଶ ହୋଇଯାଇଛି…