Browsing Tag

#metro tv

ମନ୍ କି ବାତ୍ କାର୍ଯ୍ୟକ୍ରମର ୧୩୭ ସଂସ୍କରଣ: ସରକାରଙ୍କ ଲକ୍ଷ୍ୟ ସ୍ପଷ୍ଟ, ନିଶାମୁକ୍ତ ଯୁବପିଢ଼ି ଏବଂ ଭାରତ

ବିକଶିତ ହେବା ପାଇଁ ଭାରତକୁ ନିଶାମୁକ୍ତ ରହିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କି ବାତ୍ କାର୍ଯ୍ୟକ୍ରମର ୧୩୭ ସଂସ୍କରଣରେ ଦେଶର ଯୁବବର୍ଗଙ୍କୁ ଆହ୍ବାନ ଦେଇଛନ୍ତି । ଦେଶର ଭବିଷ୍ୟତକୁ ରକ୍ଷା କରିବା ସରକାରଙ୍କ ସଂକଳ୍ପ । ନିଶାମୁକ୍ତି କାର୍ଯ୍ୟକ୍ରମରେ ବିଶେଷକରି…

ଜୁଏଲ ଓରାମ ନିଜ ଦଳର ନେତାଙ୍କ ବିରୋଧରେ ଯେଉଁ ସାଂଘାତିକ ବୟାନ ଦେଇଛନ୍ତି, ତାହା ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ମତ…

କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ସାମ୍ପ୍ରତିକ ବିବାଦୀୟ ବୟାନକୁ ନେଇ ରାଜ୍ୟ ରାଜନୀତି ଗରମ ଥିବା ବେଳେ, ଏହି ପ୍ରସଙ୍ଗରେ ପ୍ରଥମ ଥର ପାଇଁ ନିଜର ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ କହିଛନ୍ତି ଯେ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ବୟାନ ସମ୍ପର୍କରେ ଦଳ…

ସ୍କ୍ରବ ଟାଇଫସ୍ ଆତଙ୍କ,୭ ଜଣ ଆକ୍ରାନ୍ତ

ଅନୁଗୋଳ ଜିଲ୍ଲା ପାଳଲହଡା ସାନବାଗଦରୀ ଗାଁରେ ସ୍କ୍ରବ ଟାଇଫସ୍ ଆତଙ୍କ । ବର୍ତ୍ତମାନ ସୁଦ୍ଧା ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଭୟଭୀତ ଗ୍ରାମବାସୀ । ପାଳଲହଡା ବ୍ଲକ ପବିତ୍ରପୁର ପଞ୍ଚାୟତ ସାନବାଗଦରୀ ଗାଁ ରେ ସ୍କ୍ରବ ଟାଇଫସ ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆକ୍ରାନ୍ତ ଚିହ୍ନଟ…

‘ଆଶା ଭୋଁସଲେ ପୁରସ୍କାର ୨୦୨୬’ ରେ ସମ୍ମାନିତ ହେଲେ ସୁମଧୁର କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ

ବଲିଉଡର ଅନ୍ୟତମ ଲୋକପ୍ରିୟ ଏବଂ ସୁମଧୁର କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ। ବର୍ତ୍ତମାନ ତାଙ୍କୁ ପ୍ରତିଷ୍ଠିତ 'ଆଶା ଭୋଁସଲେ ପୁରସ୍କାର ୨୦୨୬' ରେ ସମ୍ମାନିତ କରାଯାଇଛି। ପୁଣେ ଠାରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ହୃଦୟନାଥ ମଙ୍ଗେସକର ଶ୍ରେୟାଙ୍କୁ ଏହି…

ନେପାଳ ବନ୍ୟା : ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ୭ ମୃତଦେହ ଉଦ୍ଧାର

ନେପାଳରେ ଭୟଙ୍କର ବନ୍ୟାରେ ଶତାଧିକ ଲୋକ ଭାସିଯାଇ ପ୍ରାଣ ହରାଇଥିବା ବେଳେ ଉତ୍ତରପ୍ରଦେଶର ଗଣ୍ଡକ (ନାରାୟଣୀ) ନଦୀରୁ ୭ ମୃତଦେହ ଉଦ୍ଧାର କରାଯାଇଛି। ମହାରାଜଗଞ୍ଜ ଓ କୁଶୀନଗର ଜିଲ୍ଲାରେ ନଦୀରୁ ଏହିସବୁ ମୃତଦେହ ମିଳିଥିବା ସୂଚନା ମିଳିଛି। ଶୁକ୍ରବାର ସକାଳ ସୁଦ୍ଧା ଏହି ମୃତଦେହଗୁଡ଼ିକ ଉଦ୍ଧାର…

ରିଲିଆନ୍ସ ଗ୍ରୁପ୍ ଅଧ୍ୟକ୍ଷ ମୁକେଶ ଅମ୍ପାନୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ଏସେଲ୍ ଗ୍ରୁପ୍ ଅଧ୍ଯକ୍ଷ ସୁଭାଷ

ଗୁରୁତର ଅଭିଯୋଗ ଆଣିଲେ ଶିଳ୍ପପତି ସୁଭାଷ ଚନ୍ଦ୍ରା । ରିଲିଆନ୍ସ ଗ୍ରୁପ୍ ଅଧ୍ୟକ୍ଷ ମୁକେଶ ଅମ୍ପାନୀଙ୍କ ବିରୋଧରେ ସୁଭାଷ ବଡ଼ ଅଭିଯୋହ ଆଣିଛନ୍ତି । ତାଙ୍କ ବିରୋଧରେ ରିଲିଆନ୍ସ ମାଲିକାନାରେ ଥିବା ଅନେକ ମିଡିଆ ହାଉସ୍ ବା ଗଣମାଧ୍ୟମ ସଂସ୍ଥା ମିଛ ପ୍ରଚାର କରୁଥିବା ସେ କହିଛନ୍ତି । ଜୀ…

‘ବିଜୁ ପଟ୍ଟନାୟକ କ୍ରୀଡ଼ା ଏବଂ ସାହସିକତା ପୁରସ୍କାର’ ପ୍ରଦାନ: ଓଡ଼ିଶାକୁ ବିଶ୍ୱର କ୍ରୀଡ଼ା ରାଜଧାନୀ ଭାବେ…

ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟରଠାରେ ରାଜ୍ୟସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟର କୃତୀ କ୍ରୀଡ଼ାବିତ୍, ପ୍ରଶିକ୍ଷକ ଓ ସାହସୀ ବ୍ୟକ୍ତିବିଶେଷଙ୍କୁ ମର୍ଯ୍ୟାଦାଜନକ ‘ବିଜୁ ପଟ୍ଟନାୟକ…

ତାସକେଣ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ସ୍ବାଗତ କଲେ ଉଜବେକିସ୍ତାନର ରାଷ୍ଟ୍ରପତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଉବେଜକିସ୍ତାନର ତାସକେଣ୍ଟରେ ପହଞ୍ଚିବା ପରେ ବିମାନବନ୍ଦରରେ ଉଜବେକିସ୍ତାନ ରାଷ୍ଟ୍ରପତି ସାଭକଟ୍‌ ମିଜିୟୋୟେଭ ତାଙ୍କୁ ସ୍ବାଗତ କରିଥିଲେ। ଉଜବେକିସ୍ତାନ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣକ୍ରମେ ମୋଦୀ ସେଠାକୁ ଯାଇଛନ୍ତି। ସୂଚନାଥାଉ କି ମୋଦୀ ଅଗଷ୍ଟ ୨୯ରୁ…

ସକାଳୁ ଭୁବନେଶ୍ବର ଓ କଟକରେ ପ୍ରବଳ ବର୍ଷା, ୮ ଜିଲ୍ଲାକୁ ସତର୍କତା ଜାରି

ପ୍ରବଳ ବର୍ଷାରେ ବେହାଲ ଟ୍ବିନସିଟି । ସକାଳୁ ସକାଳୁ ଭୁବନେଶ୍ବର ଓ କଟକରେ ପ୍ରବଳ ବର୍ଷା ହୋଇଛି । ଭୁବନେଶ୍ବରରେ ସକାଳୁ ସନ୍ଧ୍ୟାର ଭ୍ରମ ସୃଷ୍ଟି କରିଛି।  ଲଗାଣ ବର୍ଷା ଯୋଗୁଁ ଟ୍ୱିନ୍ ସିଟିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଗାମୀ ୩ ଘଣ୍ଟା…

ରାଶି ଅନୁସାରେ କିପରି କଟିବ ଆଜିର ଦିନ

ମେଷ : ଆଜି ଆପଣଙ୍କୁ ନିଜ ଲୋକଙ୍କୁ ନେଇ ଟିକେ ସତର୍କ ରହିବାକୁ ପଡ଼ିବ । ଯାହାଙ୍କୁ ଆପଣ ଶୁଭଚିନ୍ତକ ବୋଲି ଭାବୁଛନ୍ତି, ସେମାନଙ୍କ ମଧ୍ୟରୁ କେହି ପଛରେ ସମସ୍ୟା ସୃଷ୍ଟି କରିପାରନ୍ତି । ପଢ଼ାଶୁଣାରେ ମନ ଲାଗିବା ଟିକେ କଷ୍ଟକର ହୋଇପାରେ । ଛୋଟ କଥାକୁ ନେଇ ବିତର୍କ ହେବାର ସମ୍ଭାବନା ଥିବାରୁ…