Browsing Tag

#metro tv

ମହିଳା ଟି୨୦ ବ୍ୟାଟର ମାନ୍ୟତାରେ ଭାରତୀୟ ଅଧିନାୟିକା ହରମନପ୍ରୀତ କୌର ଶୀର୍ଷ ୧୦ରେ

ଆଇସିସି ମହିଳା ଟି୨୦ ବିଶ୍ବକପ୍‌ ମେ’ ୧୨ରୁ ଜୁଲାଇ ୫ ପର୍ଯ୍ୟନ୍ତ ଇଂଲଣ୍ଡରେ ଖେଳାଯିବ। ଏହା ପୂର୍ବରୁ ମଙ୍ଗଳବାର ପ୍ରକାଶିତ ମହିଳା ଟି୨୦ ବ୍ୟାଟର ମାନ୍ୟତାରେ ଭାରତୀୟ ଅଧିନାୟିକା ହରମନପ୍ରୀତ କୌର ଶୀର୍ଷ ୧୦ରେ ରହିଛନ୍ତି। ହରମନପ୍ରୀତ ଗୋଟିଏ ସ୍ଥାନ ଉଠି ୧୧ରୁ ୧୦ମ ସ୍ଥାନରେ ପହଞ୍ଚିଥିବା…

ଆଇଏଏସ୍ ଅଧିକାରୀ ସୁଜାତା ଆର୍. କାର୍ତ୍ତିକେୟନ ବିଜେଡିରେ ଯୋଗଦାନ ପ୍ରାୟ ନିଶ୍ଚିତ – ବରିଷ୍ଠ ନେତା ମନ୍ମଥ…

ବିଜୁ ଜନତା ଦଳ ରେ ଖୁବ୍‌ଶୀଘ୍ର ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ଆର୍. କାର୍ତ୍ତିକେୟନ (ପାଣ୍ଡିଆନ) ଯୋଗଦେବେ ବୋଲି ଦଳର ବରିଷ୍ଠ ନେତା ମନ୍ମଥ ରାଉତରାୟ ଏକ ବଡ଼ ଏବଂ ବିସ୍ଫୋରକ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ସୁଜାତାଙ୍କ ବିଜେଡିରେ ଯୋଗଦାନ ପ୍ରାୟ ନିଶ୍ଚିତ ଏବଂ ଏହା “ଶତ…

୩୬ ମହଲାରୁ ତଳକୁ ଖସିପଡ଼ିଲେ ଦମ୍ପତି ଓ ଶିଶୁ ପୁତ୍ର , ଘଟଣା ସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ,ସାରା ବିଶ୍ୱରେ ଚର୍ଚ୍ଚାର…

ଦକ୍ଷିଣ ଲଣ୍ଡନରୁ ଏକ ଅତ୍ୟନ୍ତ ଦୁଃଖଦ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏକ ସୁଉଚ୍ଚ ଅଟ୍ଟାଳିକାର ୩୬ ମହଲାରୁ ତଳକୁ ଖସିପଡ଼ି ଜଣେ ଭାରତୀୟ ବଂଶୋଦ୍ଭବ ଦମ୍ପତି ଏବଂ ସେମାନଙ୍କର ୯ ବର୍ଷର ପୁଅର ମୃତ୍ୟୁ ଘଟିଛି। ଏହି ଘଟଣାଟି ଗତ ମେ ୨୭ ତାରିଖରେ ଘଟିଥିବା ବେଳେ ଜୁନ୍ ୯ ତାରିଖରେ ଏହା…

ରଥଯାତ୍ରା ପୂର୍ବରୁ ସଜେଇ ହେଉଛି ଶ୍ରୀକ୍ଷେତ୍ର,ସହରରେ ଥିବା ଉଭୟ ପାର୍ଶ୍ଵର କୋଠା ଗୁଡ଼ିକୁ ରଙ୍ଗ ଦିଆଯିବା କାର୍ଯ୍ୟ…

ରଥଯାତ୍ରା ପୂର୍ବରୁ ସଜେଇ ହେଉଛି ଶ୍ରୀକ୍ଷେତ୍ର। ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ପୁରୀ ଆସିବାକୁ ଥିବା ଭକ୍ତମାନେ ଏକ ନୂଆ ଅନୁଭୂତି ପାଇବେ। ଜୁଲାଇ ୧୬ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ପୁରୀ ସହରରେ ଥିବା ଉଭୟ ପାର୍ଶ୍ଵର କୋଠା…

ଆକ୍ସନ ଏବଂ ରୋମାଞ୍ଚରେ ଭରପୂର ଫିଲ୍ମ ଆଲଫାର ପ୍ରଥମ ଲୁକ୍ ରିଲିଜ୍

ଆକ୍ସନ ଏବଂ ରୋମାଞ୍ଚରେ ଭରପୂର ଫିଲ୍ମ ଆଲଫାର ପ୍ରଥମ ଲୁକ୍ ରିଲିଜ୍ ହୋଇଛି । ୟଶରାଜ ଫିଲ୍ମର ସ୍ପାଇ ୟୁନିଭର୍ସରେ ଆଲଫାର ଏଣ୍ଟ୍ରି ହୋଇସାରିଛି । ବବି ଦେଓଲ, ଆଲିଆ ଭଟ୍ଟ ଏବଂ ଶରଭରୀ ୱାଘଙ୍କ ଅଭିନୀତ ଏହି ଫିଲ୍ମର ଟିଜର ଦମଦାର ହୋଇଛି । ଫିଲ୍ମରେ, ୧୮ ବର୍ଷ ବୟସରେ ଆଲିଆ ଭଟ୍ଟ ଗୁପ୍ତଚର ଭାବରେ…

ଗୁଜରାଟ ଜାମନଗରରେ ତିଆରି ହେବ ଦେଶର ପ୍ରଥମ ଏଆଇ ଡାଟା ସେଣ୍ଟର

କୃତ୍ରିମ ବୁଦ୍ଧିମତା ବା AI ରେସରେ ଭାରତ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଉଦ୍ୟମ କରୁଛି। ଏଥିପାଇଁ ସବୁ ପ୍ରକାର ଚେଷ୍ଟା ବି ଜାରି ରହିଛି। ସରକାରୀ ସ୍ତରରୁ ବେସରକାରୀ... ସବୁଠି ଏଆଇକୁ ଗୁରୁତ୍ବ ଦିଆଯାଉଛି। ଆଉ ଏସବୁ ପ୍ରୟାସ ଏବଂ ଉଦ୍ୟମ ଭିତରେ ଆସିଛି ବଡ଼ ଖବର। ଗୁଜରାଟ ଜାମନଗରରେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାରର ୧୨ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର କ୍ୟାବିନେଟର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାରର ୧୨ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର କ୍ୟାବିନେଟର ବୈଠକ ହୋଇଛି । ଏହି ବୈଠକରେ ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରୋଜେକ୍ଟ ବିସ୍ତାର ସହ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ ଅହମଦାବାଦ ମେଟ୍ରୋର ଫେଜ୍ ୨ଏ ଅଧିନରେ ୬…

ଆଗାମୀ ୨-୩ ଦିନରେ ମୌସୁମୀ ଓଡ଼ିଶା ଛୁଇଁବ – ପାଣିପାଗ ବିଭାଗ

ଆଗାମୀ ୨-୩ ଦିନରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଥିଲା। ହେଲେ ଏ ଅପେକ୍ଷା ସାମାନ୍ୟ ଲମ୍ବିପାରେ। ପାଣିପାଗ ବିଭାଗର ତାଜା ପୂର୍ବାନୁମାନ କହୁଛି, ମୌସୁମୀ ଓଡ଼ିଶା ଛୁଇଁବାକୁ ଆହୁରି ୪-୫ ଦିନ ସମୟ ଲାଗିପାରେ। ଅର୍ଥାତ୍ ୧୩ ୧୪ ତାରିଖ ବେଳକୁ (ରଜ ସମୟରେ) ଆସିପାରେ…

ଏନଡିଏ ସମ୍ମିଳନୀ ଓ ନୀତି ଆୟୋଗ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନଡିଏ ସମ୍ମିଳନୀ ଓ ନୀତି ଆୟୋଗ ବୈଠକରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିଲ୍ଲୀ ଗସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଜାତୀୟ ସ୍ତରର ବୈଠକରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ…

ଆଜିର ରାଶିଫଳ

ମେଷ: ଶୀଘ୍ର ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ, ନଚେତ୍ ବ୍ୟବସାୟରେ କ୍ଷତି ହୋଇପାରେ ଏବଂ ଆପଣଙ୍କୁ ଉପରିସ୍ଥ ଅଧିକାରୀଙ୍କଠାରୁ ଭର୍ତ୍ସନା ହୋଇପାରେ । ଆପଣଙ୍କୁ କାର୍ଯ୍ୟସ୍ଥଳରେ ସହକର୍ମୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ । ଛାତ୍ରମାନଙ୍କ ପାଇଁ ଏହା ଏକ ଭଲ ସମୟ । ବୃଷ: ଆଜି ଏକ…