Browsing Tag

#metro tv

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହଣ୍ଡି ବିଜେ

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହଣ୍ଡି ବିଜେ । ପ୍ରଭୁ ସୁଦର୍ଶନ ରଥାରୂଢ଼ ହେବା ପରେ ଏବେ ବଳଭଦ୍ରଙ୍କ ପହଣ୍ଡି ହୋଇଥିଲା । ପରେ ମା’ ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା । ଶୂନ୍ୟ   ପହଣ୍ଡିରେ ଆସି ରଥରେ ବିଜେ କରିଛନ୍ତି ମା’ ସୁଭଦ୍ରା । ଘଣ୍ଟଘଣ୍ଟା, ହରିବୋଲରେ…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ: ଆପଣଙ୍କ ଚିନ୍ତାଧାରା କଳ୍ପନାଶୀଳ ହୋଇପାରେ; ସୃଜନଶୀଳ ସାଧନା ପାଇଁ ସେଗୁଡ଼ିକୁ ବ୍ୟବହାର କରିବା ସର୍ବୋତ୍ତମ । କିଛି ନୂତନ ଆରମ୍ଭ କରନ୍ତୁ ନାହିଁ; ଏକ ଭଲ ସମୟ ପାଇଁ ଅପେକ୍ଷା କରନ୍ତୁ । ଆପଣ ଧାର୍ମିକ ତୀର୍ଥଯାତ୍ରାରେ ଯାଇପାରନ୍ତି । ବୃଷ: ବୃତ୍ତିଗତ ସମ୍ପର୍କ ମଜବୁତ ହେବ । ଯଦି…

ଦୁଇଟି ବଜେଟ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି Redmi , ଯାହାର ରହିଛି ଜବରଦସ୍ତ ଫିଚର୍ସ

ଦୁଇଟି ବଜେଟ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି Redmi । ଯାହାର ରହିଛି ଜବରଦସ୍ତ ଫିଚର୍ସ । ଆପଣ ବି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ତେବେ ଆସନ୍ତୁ ଜାଣିବା ଏହି ଦୁଇଟି ଦମଦାର୍ ସ୍ମାର୍ଟଫୋନର ସମ୍ପୂର୍ଣ୍ଣ ଡିଟେଲ୍ଓ । ଯେଉଁ ସ୍ମାର୍ଟଫୋନ ବିଷୟରେ ଆମେ କହୁଛୁ ତାର ନାଁ ହେଉଛି- Redmi…

ଆସନ୍ତାକାଲି ସକାଳ ସୁଦ୍ଧା ପୁରୀର କେତେକ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା,ପୁରୀକୁ ରେଡ ୱାର୍ଣ୍ଣିଂ…

ଆସନ୍ତାକାଲି ସକାଳ ସୁଦ୍ଧା ପୁରୀର କେତେକ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ କିଛି ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇପାରେ। ଆଜି ଭୀଷଣରୁ ଅତିଭୀଷଣ ବର୍ଷା ପାଇଁ ପୁରୀକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି। କାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୭…

ନୋଏଡା ମମୁରା ଗାଁରେ ଏକ ବହୁ ମହଲା ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ,୨ ମୃତ

ନୋଏଡା ମମୁରା ଗାଁରେ ଏକ ବହୁ ମହଲା ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗିବା ବିଲିଡିଂ ଭିତରେ ୪୮ ପରିବାରର ଲୋକ ରହୁଥିଲେ । ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଘଟଣାରେ ୨ ଜଣଙ୍କ ଜୀବନ ଚାଲିଯାଇଥିଲା । ଅଗ୍ନିଶମ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ…

ରୁଷରୁ ତେଲ ଓ ଗ୍ୟାସ୍ କିଣୁଥିବା ଦେଶ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ଲଗାଇବ ଆମେରିକା

ରୁଷରୁ ଅଶୋଧିତ ତେଲ କିଣୁଥିବା ଦେଶମାନଙ୍କ ବିରୋଧରେ ଆମେରିକା ନେଇପାରେ ବଡ଼ କାର୍ଯ୍ୟାନୁଷ୍ଠାନ। କାରଣ ଆମେରିକୀୟ ସିନେଟରେ ଏକ ସଂଶୋଧିତ ବିଲ୍ ଉପସ୍ଥାପନ ହୋଇଛି, ଏଥିରେ ରୁଷରୁ ତେଲ ଓ ଗ୍ୟାସ୍ କିଣୁଥିବା ଦେଶ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି। ଆଉ ଋଷ…

ଜଣେ ମହିଳାଙ୍କ ଜୀବନର ପ୍ରାୟ ୧୧ ବର୍ଷ ରୋଗ, ଦୁର୍ବଳତା କିମ୍ବା ଶାରୀରିକ ସମସ୍ୟା ଭିତରେ ହିଁ କଟିଥାଏ –…

ଭାରତରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ବର୍ଷ ବଞ୍ଚୁଛନ୍ତି ସତ, କିନ୍ତୁ ସ୍ୱାସ୍ଥ୍ୟ ମାମଲାରେ ସେମାନେ ପଛରେ ପଡ଼ିଯାଉଛନ୍ତି। ଅର୍ଥାତ୍, ଜୀବନର ଏକ ବଡ଼ ସମୟ ସେମାନଙ୍କୁ ରୋଗ ଓ ଶାରୀରିକ କଷ୍ଟ ସହିତ ବିତାଇବାକୁ ପଡ଼ୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ୱାସ୍ଥ୍ୟ ରିପୋର୍ଟରୁ ଏଭଳି ଏକ…

ଭାରତ ଓ ବ୍ରିଟେନ ମଧ୍ୟରେ ସ୍ୱାକ୍ଷରିତ ବ୍ୟାପକ ଆର୍ଥିକ ଏବଂ ବାଣିଜ୍ୟ ଚୁକ୍ତି

ଭାରତ ଓ ବ୍ରିଟେନ ମଧ୍ୟରେ ସ୍ୱାକ୍ଷରିତ ବ୍ୟାପକ ଆର୍ଥିକ ଏବଂ ବାଣିଜ୍ୟ ଚୁକ୍ତି (Comprehensive Economic and Trade Agreement - CETA) ବୁଧବାରଠାରୁ ଆନୁଷ୍ଠାନିକ ଭାବେ ଲାଗୁ ହୋଇଛି। ଏହି ଚୁକ୍ତି ଲାଗୁ ହେବା ପରେ ବ୍ରିଟେନ୍ ବଜାରରେ ଅନେକ ଭାରତୀୟ ସାମଗ୍ରୀ ଶୁଳ୍କମୁକ୍ତ ହେବ। ଫଳରେ…

ଫିଫା ବିଶ୍ୱକପ୍ ଫାଇନାଲରେ ପ୍ରବେଶ କଲା ସ୍ପେନ୍

ସ୍ପେନ୍ ସଂଯମ ଓ ନିୟନ୍ତ୍ରିତ ସେମିଫାଇନାଲ୍ ପ୍ରଦର୍ଶନ ସହ ଫ୍ରାନ୍ସକୁ ୨-୦ ଗୋଲ୍ ରେ ପରାସ୍ତ କରି ଫିଫା ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିବାରେ ପ୍ରଥମ ଦଳ ହୋଇପାରିଛି । ଦାଲାସ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ସ୍ପେନ୍ ନିଜର ଚମତ୍କାର ରଣନୀତି ବଳରେ ଫ୍ରାନ୍ସର ତାରକା ଖେଳାଳିଙ୍କୁ…

ପାରାଦୀପ-ହରିଦାସପୁର ରେଳଲାଇନର ହେବ ଦୋହରୀକରଣ

ପାରାଦୀପ-ହରିଦାସପୁର ରେଳଲାଇନର ହେବ ଦୋହରୀକରଣ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି ବା CCEA ଆଜି ରେଳମନ୍ତ୍ରଣାଳୟର ଦୁଇଟି ପ୍ରମୁଖ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି ।  ଏହି ପ୍ରକଳ୍ପଗୁଡ଼ିକର ଆନୁମାନିକ ମୋଟ ବ୍ୟୟବରାଦ…