ପାସପୋର୍ଟର ରଙ୍ଗ ଭିନ୍ନ,ଏହାର ବିଶେଷତ୍ୱ କଣ ରହିଛି
ମେଟ୍ରୋ ଟିଭି ଓଡିଶା,୭/୧: ଭାରତରେ ରହିଛି ବିଭିନ୍ନ ପ୍ରକାରର ପାସପୋର୍ଟ । ଯାହାର ରଙ୍ଗ ଭିନ୍ନ ଭିନ୍ନ ଥାଏ । ବିଶେଷ କରି ଆମ ଦେଶରେ ୩ପ୍ରକାରର ପାସପୋର୍ଟ ରହିଛି । ଏହାର ବିଶେଷତ୍ୱ ମଧ୍ୟ ଭିନ୍ନ ଭିନ୍ନ ରହିଛି । ଭାରତରେ ପ୍ରତ୍ୟେକ ପାସପୋର୍ଟ ଗୁରୁତ୍ୱ ଅଧିକ ରହିଛି। ଏବେ ଦେଶରେ ୩ଟି!-->!-->!-->…