Browsing Tag

#metro tv

ବାଇକ ଗୋଟେ ହେଲେ ବସୁଛନ୍ତି ଆଠ ଜଣ

ମେଟ୍ରୋ ଟିଭି ବ୍ୟୁରୋ,୮/୧: ସୋସିଆଲ ମିଡିଆରେ ଏବେ ଏପରି ଅଜବ ସବୁ ଭାଇରାଲ ହେଉଛି , ଯାହାକୁ ଦେଖି ସାଧାରଣ ଲୋକ ଆଶ୍ଚର୍ଯ୍ୟ ଚକିତ ହେଉଛନ୍ତି । ଏହି ସବୁ ଅଜବ ଗଜବ ଭିଡିଓ ଭାଇରାଲ ହୋଇ ଲୋକଙ୍କ ଦୃଷ୍ଟି ଆର୍କଷଣ କରୁଛି । ଏହି ପରି ଏକ ଅଜବ ଭିଡିଓ ଆସିଛି ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଚକିତ

ଅକ୍ଷୟ,ଟାଇଗରଙ୍କ ନୂଆ ଫିଲ୍ମ,ବଡେ ମିଆଁ ଛୋଟେ ମିଆଁ

ମେଟ୍ରୋ ଟିଭି ବ୍ୟୁରୋ,୮/୧: ବଲିଉଡର ସବୁ ଖବର ଲୋକଙ୍କୁ ଦେଖିବା ଜାଣିବାକୁ ଆନନ୍ଦ ଯୋଗାଏ । ବିଭିନ୍ନ ଫିଲ୍ମ ଜରିଆରେ ଫ୍ୟାନ୍ସ ମାନେ ନିଜ ମନ ପସନ୍ଦର ହିରୋକୁ ଦେଖିବାକୁ ଅନେଇ ବସିଥାନ୍ତି । ଏହି ପରି ଏକ ନୂଆ ଫିଲ୍ମ ନେଇ ଆସୁଛନ୍ତି ଅକ୍ଷୟ ଓ ଟାଇଗର । ନିଜର ଦମଦାର ଆକ୍ସନ,ଡ୍ୟାନ୍ସ

ପୋଷ୍ଟମାଷ୍ଟରଙ୍କ ପତ୍ତା ମିଳୁନି

ମେଟ୍ରୋ ଟିଭି ବ୍ୟୁରୋ,୮/୧: ନିଖୋଜ ଅଛନ୍ତି ପୋଷ୍ଟମାଷ୍ଟର । ଖୋଜି ଖୋଜି ପରିବାର ଲୋକ ନିରାଶ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ମଧ୍ୟ କେବଳ ପୋଷ୍ଟ ମାଷ୍ଟରଙ୍କ ବାଇକ ପାଇଛି । ହେଲେ ତାଙ୍କୁ ଖୋଜି ପାଇପାରୁନି । ।ଆଖିରୁ ଲୁହ ଶୁଖୁ ନ ଥିବା ବେଳେ ପୁଅର ଫେରିବା ବାଟକୁ ଅନାଇ

ତୃତୀୟ ଟେଷ୍ଟ ପାଇଁ ନେଟ୍‌ସ ଅଭ୍ୟାସ କରୁଛନ୍ତି ବିରାଟ

ମେଟ୍ରୋ ଟିଭି ବ୍ୟୁରୋ,୮/୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେଉଥିବା ତୃତୀୟ ଟେଷ୍ଟ ମ୍ୟାଚ ପାଇ ନେଟ୍‌ସ ଅଭ୍ୟାସ କରୁଛନ୍ତି ବିରାଟ କୋହଲି । ପିଠିରେ ଯନ୍ତ୍ରଣା ଯୋଗୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳିନଥିଲେ ବିରାଟ । ମଙ୍ଗଳବାରଠୁ କେପଟାଉନ ଆରମ୍ଭ ହେବ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ । ଏବେ ଦଳ

ପ୍ରିକସନ ଡୋଜ ପାଇଁ କରିବାକୁ ପଡିବନି ରେଜିଷ୍ଟ୍ରେସନ

ମେଟ୍ରୋ ଟିଭି ବ୍ୟୁରୋ,୮/୧: କୋଭିଡର ଅନିୟନ୍ତ୍ରିତ କାୟା ଯୋଗୁଁ ଦେଶ ପୁଣି ଥରେ ଟୀକାକରଣ ଅଭିଯାନକୁ ଆରମ୍ଭ କରିବାକୁ ଯାଉଛି । ଏହାକୁ ବୁଷ୍ଟର ଡୋଜ ବଦଳରେ ପ୍ରିକସନ ଡୋଜ ବୋଲି ନିଷ୍ପତ୍ତି ନିଆଯାଇଛି । ଜାନୁଆରୀ ୧୦ତାରିଖରୁ ଏହି ପ୍ରିକସନ ଡୋଜ୍ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ

ରାଜ୍ୟରେ କରୋନାର ଲମ୍ବା ଡିଆଁ,୪ହଜାରରୁ ଅଧିକ ସଂକ୍ରମଣ

ମେଟ୍ରୋ ଟିଭି ବ୍ୟୁରୋ,୮/୧: ରାଜ୍ୟରେ କରୋନା ତାର କାୟା ବିସ୍ତାର କରିଲାଣି । ଗତ ୨୪ ଘଣ୍ଟାରେ ୩ ହଜାର ୬୭୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୧୨ଶହ ୨୩ ଜଣ ସଂକ୍ରମଣ ହୋଇଛନ୍ତି । ସୁନ୍ଦରଗଡରୁ ୫୮୨ ପଜିଟିଭ୍ ଚିହ୍ନଟ । ସମ୍ବଲପୁରରୁ ୩୭୨ ଓ କଟକରୁ ୩୧୦ ସଂକ୍ରମିତ

କରୋନା ମହାମାରୀରେ ଉବୁଟୁବୁ ହେଲାଣି ବିଶ୍ୱ

ମେଟ୍ରୋ ଟିଭି ବ୍ୟୁରୋ,୮/୧:ବିଶ୍ୱ ଏବେ ସଂକ୍ରମଣର କବଜାରେ ଫସିଗଲାଣି । ବିଶ୍ୱରେ ୩୦କୋଟି ଟପିଲାଣି ସଂକ୍ରମଣ । ଏହି ସଂକ୍ରମଣରେ ପ୍ରଭାବିତ ହେଲାଣି ବହୁ ଦେଶ । ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ଏହି ସଂକ୍ରମଣର ପ୍ରଥମ ସ୍ଥାନରେ ରହିଛି ଓ ଭାରତ ସଂକ୍ରମଣର ଦ୍ୱିତୀୟ ସ୍ଥାନରେ ରହିଛି

ହାଇବ୍ରିଡ୍ ଜାହାଜ ପାଲଟିବ ବୁଡାଜାହାଜ

ମେଟ୍ରୋ ଟିଭି ଓଡିଶା,୭/୧: ଇଟାଲିରେ ବିକଶିତ ହୋଇଛି ଏକ ବିଳାସପୂର୍ଣ୍ଣ ବିଶାଳ ଜାହାଜ । ଯାହା ଆବଶ୍ୟକ ସ୍ଥଳେ ବୁଡାଜାହାଜ ଭାବେ କାର୍ଯ୍ୟ କରିବ । ଏହି ହାଇବ୍ରିଡ ଜାହାଜର ନାମ କାରାପେସ୍ । ଲଣ୍ଡନର ବସ୍‌ର ଲମ୍ବା ଠାରୁ ଏହା ହାରାହାରି ୯ଗୁଣ ଲମ୍ବା । ଏହି ବୁଡାଜାହାଜଟି ଢେଉ ଭିତରେ

ଏସ୍‌ଆର୍‌ସିଙ୍କ ବଡ ନିର୍ଦ୍ଦେଶ, ୧୦ରୁ ବନ୍ଦ ହେବ ବିଶ୍ୱବିଦ୍ୟାଳୟ

ମେଟ୍ରୋ ଟିଭି ଓଡିଶା,୭/୧: କରୋନାର ସଂକ୍ରମଣ ବଢୁଥିବାରୁ କଟକଣା ଜାରି କରିଛନ୍ତି ସରକାର । ଆସନ୍ତା ୧୦ରୁ ରାଜ୍ୟର ସମସ୍ତ କଲେଜ, ୟୁନିଭର୍ସିଟି ବନ୍ଦ ହେବ । ମେଡିକାଲ କଲେଜ, ନର୍ସିଂ କଲେଜ ବ୍ୟତୀତ ସବୁ କଲେଜ ବନ୍ଦ ହୋଇଛି । କଲେଜ, ୟୁନିଭର୍ସିଟି ବନ୍ଦ ନେଇ ଏସ୍‌ଆର୍‌ସି ଙ୍କ ପକ୍ଷରୁ

ମହେଶ ବାବୁ ଓ ସ୍ୱରା ଭାସ୍କର କରୋନା ପଜିଟିଭ

ମେଟ୍ରୋ ଟିଭି ଓଡିଶା,୭/୧: ଗତ କିଛିଦିନ ମଧ୍ୟରେ ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରୀ ସହିତ ଜଡିତ ଅନେକ ଷ୍ଟାର କୋଭିଡ -୧୯ ର ଶିକାର ହୋଇସାରିଛନ୍ତି। ସାଉଥ ସୁପରଷ୍ଟାର୍ ମହେଶ ବାବୁ କରୋନା ସଂକ୍ରମିତ ହୋଇଛନ୍ତି । ମହେଶ ବାବୁ କହିଛନ୍ତି, ସଂକ୍ରମଣରୁ ସୁରକ୍ଷା ପାଇଁ ସମସ୍ତ ସଚେତନତାକୁ ପାଳନ