Browsing Tag

#metro tv

2022 IPL ମେଗା ଅକ୍ସନ୍‌ରେ ନିଲାମ ହେବେ ୫୯୦ ଖେଳାଳି

ମେଟ୍ରୋ ଟିଭି ଓଡିଶା,୧/୨ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ସିଜିନ୍-୧୫ ମେଗା ଅକ୍ସନ୍ ପୂର୍ବରୁ ଖେଳାଳିଙ୍କ ତାଲିକା ଜାରିକରାଯାଇଛି । BCCI ପକ୍ଷରୁ ମଙ୍ଗଳବାର ମୋଟ ୫୯୦ ଜଣ କ୍ରିକେଟରଙ୍କ ଲିଷ୍ଟ ଜାରି କରାଯାଇଛି । ଚଳିତ ଥର ମେଗା ଅକ୍ସନ ହେବାକୁ ଯାଉଛି । ଆସନ୍ତା ଫେବୃଆରୀ ୧୨ ଏବଂ ୧୩

୨୦୨୨ ବଜେଟ୍ ଉପସ୍ଥାପନା : କଣ ସବୁ ଫୋକସ୍‌ରେ ରହିଛି

ମେଟ୍ରୋ ଟିଭି ଓଡିଶା,୧/୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ଖାସ୍ କରି ମହିଳା, କୃଷକ, ତଫସିଲଭୁକ୍ତ ଜାତି ଏବଂ ଯୁବଗୋଷ୍ଠୀଙ୍କ ଉପରେ ଫୋକସ୍ କରାଯାଇଛି। ଏଥି ସହିତ ନିର୍ମଳା ସୀତାରମଣ କହିଛନ୍ତି କି, ସମସ୍ତଙ୍କ କଲ୍ୟାଣ

ରିଲିଜ ହେବ ରାଜମୌଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ RRR

ମେଟ୍ରୋ ଟିଭି ଓଡିଶା,୧/୨ : ଦେଶରେ ଜାରି କରୋନା ଭାଇରସ୍ର ପ୍ରକୋପ କାରଣରୁ ପୂର୍ବରୁ ରିଲିଜ୍ ତାରିଖ ଘୁଞ୍ଚି ସାରିଛି ଏସଏସ ରାଜମୌଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଆରଆରଆର। ରିଲିଜ୍ ପୂର୍ବରୁ ସିନେପ୍ରେମୀଙ୍କ ଗହଣରେ ବେଶ ଲୋକପ୍ରିୟତା ହାସଲ କରିଥିବା ଫିଲ୍ମ ଆରଆରଆର କେବେ

ନିରୀହ ଆଦିବାସୀଙ୍କୁ ଶୋଷଣ କରିଛି ଠିକାଦାର

ମେଟ୍ରୋ ଟିଭି ଓଡିଶା,୧/୨ : ଖୁଣ୍ଟ ପଡିଛି, ତାର ଟଣା ଯାଇଛି, ମିଟର ବି ବସିଛି, ହେଲେ ବିଜୁଳି ସଂଯୋଗ ହୋଇନି। ବର୍ଷେ ହେଲା ମିଟର ବସାଇବା ପାଇଁ ଘର ପିଛା ଦୁଇଶହ ଲେଖାଏଁ ନେଇଛନ୍ତି, କିନ୍ତୁ ବିଦ୍ୟୁତ ସଂଯୋଗ ଦେଲେନି। ଯାହାକୁ ନେଇ ବିଦ୍ୟୁତ ସମସ୍ୟାରେ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ।

କମିଲା ରନ୍ଧନ ଗ୍ୟାସ ଦର

ମେଟ୍ରୋ ଟିଭି ଓଡିଶା,୧/୨ : କିଛି ଦିନ ପରେ ୫ ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ତେବେ ନିର୍ବାଚନ ପୂର୍ବରୁ ମଧ୍ୟବିତ୍ତଙ୍କୁ ବଡ଼ ଆଶ୍ଵସ୍ତି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହୃତ ଏଲପିଜି ସିଲିଣ୍ଡର ଶସ୍ତା ହୋଇଛି।ଗ୍ୟାସ୍ ଦରଦାମ୍

ସେକ୍ସ ରାକେଟର ପର୍ଦ୍ଦାଫାସ କଲା ଲାଲବାଗ ଥାନା ପୋଲିସ : ଧରାପଡିଲେ ରାଣୀ ମହୁମାଛି

ମେଟ୍ରୋ ଟିଭି ଓଡିଶା,୧/୨ : କଟକରେ ଚାଞ୍ଚଲ୍ୟ । ସରକାରୀ କଲେଜ କ୍ୟାମ୍ପସ ପଛ ପଟେ ଥିବା ସରକାରୀ ଚଐଊ କ୍ୱାର୍ଟରରେ ଚାଲିଥିଲା ସେକ୍ସ ରାକେଟ। ଖବର ପାଇ ସ୍ପେଶାଲ ସ୍କୁଆଡ ଓ ଲାଲବାଗ ଥାନା ପୋଲିସ ମିଳିତ ଭାବେ ଚଢ଼ାଉ କରି ରାଣୀ ମହୁମାଛି ସହ ୪ ଜଣ ମହିଳା ଓ ଦୁଇ ଜଣ ପୁରୁଷଙ୍କୁ ଗିରଫ କରିଛି

ଆଜି ଦେଶ ପାଳୁଛି ୪୬ତମ ତଟରକ୍ଷୀ ଦିବସ

ମେଟ୍ରୋ ଟିଭି ଓଡିଶା,୧/୨ : ଦେଶ ମଙ୍ଗଳବାର ପାଳନ କରୁଛି ୪୬ତମ ତଟରକ୍ଷୀ ଦିବସ । ୧୯୭୭ ମସିହା, ଫେବ୍ରୁଆରୀ ୧ ତାରିଖରେ ଭାରତୀୟ ସମ୍ବିଧାନର ୧୯୭୮ ତଟରକ୍ଷୀ ଅଧିନିୟମ ଦ୍ୱାରା ଔପଚାରିକ ରୂପେ ଏହି ଦିବସ ସ୍ଥାପନା ହୋଇଥିଲା । ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନରେ ଏହା ପରିଚାଳିତ ହୁଏ । ୧୯୭୮ରେ

ସାମ୍ନାକୁ ଆସିଲେ ଦୂତିଙ୍କ ସ୍ୱପ୍ନର ରାଣୀ

ମେଟ୍ରୋ ଟିଭି ଓଡିଶା,୧/୨ : ଆଉ କିଛି ଦିନ ପରେ ଆସିବ ପ୍ରେମୀଯୁଗଳଙ୍କ ଦିନ । ପ୍ରେମିକା ପ୍ରେମିକ ମିଶି ପାଳିବେ ଲଭ ଡେ । କିଏ ନିଜର ପ୍ରେମିକାକୁ ଫୁଲ, କଣ୍ଢେଇ ଦେଇ ଖୁସି କରାଇବ ତ ଆଉ କିଏ ମନ ଭିତରେ ଚାପି ରଖିଥିବା ଭଲପାଇବା କୁ ପ୍ରକାଶ କରିବେ । ଫେବୃୟାରୀ ୭ ରୁ ଆରମ୍ଭ ହେବ ପ୍ରେମ

ରୁଟିରେ ଚକାଆଖି : ଦର୍ଶନ କରିବାକୁ ଲୋକଙ୍କ ଭିଡ

ମେଟ୍ରୋ ଟିଭି ଓଡିଶା,୧/୨ : କଥାରେ ଅଛି ଭକ୍ତ ଭକ୍ତିରେ ଡାକିଲେ ଭଗବାନ୍ ସବୁଠାରେ ମିଳିଯାଇଥାନ୍ତି । ସେ ପଥରରେ ହେଉ କିମ୍ବା କୈାଣସି ବସ୍ତୁରେ । ଭଗବାନ ସବୁବେଳେ ଭକ୍ତଙ୍କ ଡାକ ଶୁଣିବା ପାଇଁ କୈାଣସି ନା କୈାଣସି ରୂପରେ ଦେଖାଦିଅନ୍ତି । ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଯୁଗଯୁଗାନ୍ତରର ।

ଜାନୁଆରୀରେ ରେର୍କଡ କଲା ଜିଏସ୍‌ଟି ଆଦାୟ

ମେଟ୍ରୋ ଟିଭି ଓଡିଶା,୧/୨ : ଜାନୁଆରୀ ମାସରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ଆଦାୟ ୧.୩୮ ଲକ୍ଷ କୋଟି ଟଙ୍କା ଛୁଇଁଛି । ଗତ ବର୍ଷ ସମାନ ସମୟ ତୁଳନାରେ ପରୋକ୍ଷ ଟିକସ ଆଦାୟ ୧୫% ବୃଦ୍ଧି ଘଟିଛି । ଜାନୁଆରୀ ୩୦ ସୁଦ୍ଧା ୧.୦୫ କୋଟି ଜିଏସ୍ଟିଆର୍-୩ବି ଫାଇଲ କରାଯାଇଛି । ଏହା ମଧ୍ୟରେ ୩୬