Browsing Tag

#metro tv

ବିଗ୍‌ବସ୍‌୧୫ର ବିଜେତା ହେଲେ ତେଜସ୍ୱୀ ପ୍ରକାଶ

ମେଟ୍ରୋ ଟିଭି ଓଡ଼ିଶା,୩୧/୧: ବିଗ୍‌ବସ୍‌ ୧୫ରେ ତେଜସ୍ୱୀ ପ୍ରକାଶ ଓ ପ୍ରତୀକ ସହଜପାଲ ମଧ୍ୟରେ କଡ଼ା ଟକ୍କର ଥିବା ବେଳେ ବାଜି ମାରି ନେଇଛନ୍ତି ତେଜସ୍ୱୀ। କିନ୍ତୁ ତେଜସ୍ୱୀଙ୍କ ବିଜୟକୁ ଦେଖି ଫ୍ୟାନ୍‌ମାନେ ଏତେଟା ଖୁସି ନ ଥିବା ଦେଖିବାକୁ ମିଳିଛି। ଲୋକମାନେ ଏବେ ସୋସିଆଲ ମିଡିଆରେ

୪୭ ବର୍ଷରେ ପାଦ ଥାପିଲେ ଅଭିନେତ୍ରୀ ପ୍ରୀତି ଜିଣ୍ଟା

ମେଟ୍ରୋ ଟିଭି ଓଡ଼ିଶା,୩୧/୧: ବଲିଉଡ୍‌ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ ପ୍ରୀତି ଜିଣ୍ଟା । ଏକ ସମୟ ଥିଲା ଯେତେବେଳେ ପ୍ରୀତି ଜିଣ୍ଟା ଡିମ୍ପଲ ଗର୍ଲ ଲକ୍ଷ ଲକ୍ଷ ଲୋକଙ୍କୁ ତାଙ୍କ ଅଭିନୟ ଓ ସୁନ୍ଦର ହସରେ ମତୁଆଲା କରୁଥିଲେ । ଆଇପିଏଲ୍ ଟିମ୍ କିଙ୍ଗସ୍ ଏକାଦଶ ପଞ୍ଜାବର ମଧ୍ୟ

ଆଜି ସଂସଦରେ ଆର୍ଥିକ ରିପୋର୍ଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

image credit-HLIVE ମେଟ୍ରୋ ଟିଭି ଓଡ଼ିଶା,୩୧/୧: ସଂସଦର ବଜେଟ୍‌ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଯାଇଛି । ବର୍ଷର ପ୍ରଥମ ଅଧିବେଶନ ହୋଇଥିବାରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ସହ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ସଦନର ସଂଯୁକ୍ତ ବୈଠକକୁ

ସାଉଦି ଆରବରେ ସଲମାନଙ୍କୁ ମିଳିଲା ପର୍ସନାଲିଟି ଅଫ୍ ଦି ଇୟର ଆୱାର୍ଡ

ମେଟ୍ରୋ ଟିଭି ଓଡ଼ିଶା,୩୧/୧: ବହୁ ବର୍ଷ ଧରି ଇଣ୍ଡଷ୍ଟ୍ରିରେ ସଲମାନ ଖାନ୍‌ ତାଙ୍କ ଫ୍ୟାନ୍ସମାନଙ୍କୁ ଏଣ୍ଟରଟେନ୍‌ କରି ଆସୁଛନ୍ତି । ତାଙ୍କ ଫିଲ୍ମ ହେଉ କିମ୍ବା ପର୍ସନାଲ ଲାଇଫ୍‌ ସବୁବେଳେ ଲାଇମ୍‌ ଲାଇଟକୁ ଆସିଥାନ୍ତି । କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ତାଙ୍କର ପ୍ରଶଂସକ ଅଛନ୍ତି

ପ୍ରଥମ ଗ୍ରାଣ୍ଡସ୍ଲାମ ଜିତି ଇତିହାସ ରଚିଲେ ନାଡାଲ

ମେଟ୍ରୋ ଟିଭି ଓଡ଼ିଶା,୩୧/୧: ପ୍ରଥମ ଗ୍ରାଣ୍ଡସ୍ଲାମ  ଅଷ୍ଟ୍ରେଲିଆନ ଓପନ ଜିତି ଇତିହାସ ରଚିଲେ ରାଫେଲ ନାଡାଲ। ଏଥିସହ ସେ ୨୧ତମ ଗ୍ରାଣ୍ଡସ୍ଲାମ ଜିତି ଦୁନିଆର ସର୍ବାଧିକ ଗ୍ରାଣ୍ଡସ୍ଲାମ ଜିତିବାର ରେକର୍ଡ ନିଜ ନାମରେ କରିଛନ୍ତି। ୩୫ ବର୍ଷୀୟ ନାଡାଲ ମେଲବର୍ଣ୍ଣରେ ଖେଳାଯାଇଥିବା ଫାଇନାଲ୍‌

ଓଡିଶା ହାଇକୋର୍ଟରେ ନିଯୁକ୍ତି ପାଇବେ ୪ନୂଆ ବିଚାରପତି

ମେଟ୍ରୋ ଟିଭି ଓଡିଶା,୩୧/୧ : ଓଡିଶା ହାଇକୋର୍ଟରେ ନିଯୁକ୍ତି ପାଇପାରନ୍ତି ୪ ନୂଆ ବିଚାରପତି । ୪ ଜଣ ଆଇନଜୀବୀଙ୍କୁ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯିବା ଲାଗି ପ୍ରସ୍ତାବକୁ ସୁପ୍ରିମକୋର୍ଟ କଲେଜିୟମ୍ ରୁ ଅନୁମୋଦନ ମିଳିଛି । ଏହି ୪ଜଣ ଆଇନଜୀବୀ ହେଉଛନ୍ତି ଭି.ନରସିଂହ, ସଞ୍ଜୟ

ପ୍ରସିଦ୍ଧ ଏମିରେଟ୍ସର ବେସ ଏୟାର ଲାଇନ : ଓଜନ ବୃଦ୍ଧି ହେଲେ କଟାଯାଉଛି ଦରମା

ମେଟ୍ରୋ ଟିଭି ଓଡିଶା,୩୧/୧ : ପ୍ରସିଦ୍ଧି ଏୟାର ଲାଇନ ଭାବେ ଏମିରେଟ୍ସର ବେଶ୍‌ ନା କମାଇଛି । ଏହି ଏୟାର ଲାଇନ୍ସରେ କାମ କରୁଥିବା ଏୟାର ହୋଷ୍ଟସ କରିଛନ୍ତି ବଡ ଖୁଲାସା । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚୟ । ଏଠାରେ କାମ କରୁଥିବା ଏହାର ହୋଷ୍ଟେସଙ୍କ କହିବା ମୁତାବକ ଏଠାରେ କାମ

ଚର୍ଚ୍ଚାରେ ୧୨୬ ବର୍ଷ ବୟସ୍କା ଶିବାନନ୍ଦ ବାବା : ପଦ୍ମ ପୁରସ୍କାର ପାଇଁ ହେଲେ ମନୋନିତ

ମେଟ୍ରୋ ଟିଭି ଓଡିଶା,୩୧/୧ : ଚର୍ଚ୍ଚାରେ କେନ୍ଦ୍ର ସରକାରଙ୍କ ପଦ୍ମ ପୁରସ୍କାର । ଏହି ପୁରସ୍କାରରେ ଏମିତି ଜଣକର ନା ରହିଛି ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ଏଥି ମଧ୍ୟରୁ ଗୋଟିଏ ହେଉଛି ଉତ୍ତରପ୍ରଦେଶର ବାରାଣାସୀ ଜିଲ୍ଲାର ବାସିନ୍ଦା ଶିବାନନ୍ଦ ବାବାଙ୍କ ନାମ । କେନ୍ଦ୍ର ସରକାର ୧୨୬ ବର୍ଷ

ସଂସଦରେ ଚାଲୁଛି ବଜେଟ୍ ଅଧିବେଶନ

ମେଟ୍ରୋ ଟିଭି ଓଡିଶା,୩୧/୧ : ଆଜିଠୁ ସଂସଦର ବଜେଟ ଅଧିବଶନ । ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନର ପ୍ରଥମ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କେନ୍ଦ୍ରୀୟ ହଲରେ ଉଭୟ ଲୋକସଭା ଏବଂ ରାଜ୍ୟସଭା ସଦସ୍ୟଙ୍କୁ ସମ୍ବୋଧନ କରିଛନ୍ତି। ଏହାପରେ ଅର୍ଥ ମନ୍ତ୍ରୀ

ପଶ୍ଚିମାଝଡ ପ୍ରଭାବରେ ଫେବ୍ରୁଆରୀରେ ପୁଣି ବର୍ଷା

ମେଟ୍ରୋ ଟିଭି ଓଡିଶା,୩୧/୧ : ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୩ ତାରିଖରୁ ଫେବ୍ରୁଆରୀରେ ବର୍ଷା ସମ୍ଭାବନା । ଏନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । । ୪ ଓ ୫ ତାରିଖରେ ବର୍ଷା ପରିମାଣ ବଢ଼ିବ । ସୋନପୁର, ବରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା,