ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା,୨୦ ଆହତ ଦୁଇ ଗୁରୁତର
ଇଂଲଣ୍ଡର ଇଷ୍ଟ ସସେକ୍ସସ୍ଥିତ ଲୁଇସ୍ ରେଳ ଷ୍ଟେସନ ନିକଟରେ ଏକ ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଘଟଣାରେ ଅତିକମରେ ୨୦ ଜଣ ଆହତ ହୋଇଥିବା ବେଳେ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଗୁରୁବାର ‘ସଦର୍ନ’ ଟ୍ରେନଟି ଲଣ୍ଡନ ଭିକ୍ଟୋରିଆରୁ ଇଷ୍ଟବୋର୍ନ…