ନକ୍ସଲଙ୍କୁ ଆତ୍ମସମର୍ପଣ କରିବାକୁ ଓ ସମାଜର ମୁଖ୍ୟଧାରାରେ ସାମିଲ ହେବାକୁ ଅପିଲ କଲେ ଅମିତ ଶାହ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋମବାର କହିଛନ୍ତି ଯେ ‘ମାଓବାଦ କେବେବି ସମାଜର ହୀତ କରି ନାହିଁ ଓ ଯେଉଁଠି ଏହା ରହିଛି ସେଠାରେ କେବଳ ବିନାଶ ହିଁ ବିନାଶ ହୋଇଛି’। ଏ ନେଇ ସେ କୋଲମ୍ବିୟା, ପେରୁ ଓ କମ୍ବୋଡିଆ ଆଦି ଦେଶଙ୍କ ଉଦାହରଣ ଦେଇଛନ୍ତି। ଶାହ ଛତିଶଗଡ଼ ବସ୍ତର ଜିଲ୍ଲା ମୁଖ୍ୟାଳୟ…