Browsing Tag

#india

ସିଭିଲ୍ ସର୍ଭିସ୍ ପରୀକ୍ଷାର୍ଥୀଙ୍କ ପାଇଁ ଆସିଲା ନୂଆ ନିୟମ,ଏଣିକି ପ୍ରିଲିମ୍ ପରୀକ୍ଷା ପରେ ମିଳିବ ଏହାର ଆନ୍ସର କି

ସିଭିଲ୍ ସର୍ଭିସ୍ ପରୀକ୍ଷାର୍ଥୀଙ୍କ ପାଇଁ ଆସିଲା ନୂଆ ନିୟମ । ଏଣିକି ପ୍ରିଲିମ୍ ପରୀକ୍ଷା ପରେ ମିଳିବ ଏହାର ଆନ୍ସର କି । ଚଳିତବର୍ଷ ଠାରୁ ଏହି ନିୟମ ଲାଗୁ କରିବାକୁ ଯାଉଛି UPSC । ପରୀକ୍ଷା ପ୍ରକ୍ରିୟାକୁ ସ୍ବଚ୍ଛତା ଓ ସୁଦୃଢ଼ କରିବା ସହ ପାରଦର୍ଶିତା ବୃଦ୍ଧି କରିବା ଏହି ପଦକ୍ଷେପର ମୂଳ…

ସର୍ବସାଧାରଣ ସ୍ଥାନରୁ ବୁଲାକୁକୁରଙ୍କୁ ହଟାଇ ସ୍ବତନ୍ତ୍ର ଆଶ୍ରୟ ସ୍ଥଳିରେ ରଖିବା ନିର୍ଦ୍ଦେଶ କୁ ବଳବତ୍ତର ରଖିଲେ…

ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ସାର୍ବଜନୀନ ସ୍ଥାନରୁ ବୁଲା କୁକୁରଙ୍କୁ ହଟାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଜନତାଙ୍କ ବୃହତର ସ୍ବାର୍ଥ ରକ୍ଷା ଦୃଷ୍ଟିରୁ ଜନଗହଳି ପୂର୍ଣ୍ଣ ରାସ୍ତାଗୁଡ଼ିକରୁ ବୁଲାକୁକୁରଙ୍କୁ ହଟାଇବାକୁ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି…

ବ୍ରହ୍ମପୁରରେ ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ସୋସିଆଲ ମିଡିରେ ଭିଡିଓ ଭାଇରାଲ ପରେ ଦୁଇ ଜଣଙ୍କୁ ଅଟକ…

ବ୍ରହ୍ମପୁରରେ ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ସୋସିଆଲ ମିଡିରେ ଭିଡିଓ ଭାଇରାଲ ପରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ ।  ଆକ୍ରମଣକାରୀ ଦୁଇଜଣ ହେଲେ ହିଲପାଟଣାର ମୁକ୍ତତେଶ କୁମାର ସାହୁ ଓରଫ ମୁକେଶ ଓ ତାଙ୍କ ସାନ ଭାଇ ଲାଞ୍ଜିପଲ୍ଲୀର ଆଶିଷ କୁମାର ସାହୁ ।  କାହିଁକି ରାସ୍ତାରେ…

ଖୋଲିବ ପୁଣି କାଳିଆ ସାଆନ୍ତଙ୍କ ରତ୍ନଭଣ୍ଡାର,ମଧ୍ୟାହ୍ନ ଧୂପ ପରେ ଭିତର ଭଣ୍ଡାରକୁ ଯିବ ଗଣତିମଣତି ଟିମ୍

ଖୋଲିବ ପୁଣି କାଳିଆ ସାଆନ୍ତଙ୍କ ରତ୍ନଭଣ୍ଡାର। ମଙ୍ଗଳବାର ମଧ୍ୟାହ୍ନ ଧୂପ ପରେ ଭିତର ଭଣ୍ଡାରକୁ ଯିବ ଗଣତିମଣତି ଟିମ୍ । ବାହାର କାଠରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ମହାସ୍ନାନ ଭଳି ଅନାବଶ୍ୟକ ପ୍ରତିକୂଳ ପରିସ୍ଥିତି ଏଡ଼ାଇବା ପାଇଁ ଦିନ ତମାମ ଭିତର କାଠ ଦର୍ଶନ ବନ୍ଦ ପାଇଁ…

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ, ଆସନ୍ତା ୧୫ ଦିନ ଛଟପଟ କରିବ ସାରା ଓଡ଼ିଶାକୁ

ଦିନରେ ନିର୍ଘାତ୍ ଝାଞ୍ଜି ମାଡ଼। ରାତିରେ ଘର ଭିତରେ ଅଣନିଃଶ୍ୱାସୀ କରୁଛି ତତଲା ହୁଳା । ତାତି ଆହୁରି ବଢ଼ିବ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ ଆସନ୍ତା ୧୫ ଦିନ ଛଟପଟ କରିବ ସାରା ଓଡ଼ିଶାକୁ । ପଶ୍ଚିମରୁ ଉପକୂଳ, ଆଭ୍ୟନ୍ତରୀଣ ସବୁ ଅଞ୍ଚଳ ଧୁ ଧୁ ଖରା, ଝାଞ୍ଜି ମାଡ଼ରେ ଜଳିବ । ଗତ ୨/୩ ଦିନ ହେବ…

ଆଜିର ରାଶିଫଳ

ମେଷ: ଆପଣଙ୍କ କାର୍ଯ୍ୟକଳାପର ପୁନଃ ବିଚାର କରନ୍ତୁ । ଦ୍ୱନ୍ଦ୍ୱ ଏବଂ ଅସନ୍ତୋଷ ଲାଗି ରହିବ । କିଛି ସୂଚନା ସହିତ ଏକ ସ୍ପଷ୍ଟ ନିଷ୍ପତ୍ତି ସମ୍ଭବ ହୋଇପାରେ । ଆପଣଙ୍କ ମଙ୍ଗଳ ପ୍ରଭାବିତ ହେବ । ଶତ୍ରୁଙ୍କ ଭୟ, ଚିନ୍ତା ଏବଂ ସନ୍ତାନ କଷ୍ଟ ଅପବ୍ୟୟ ଖର୍ଚ୍ଚକୁ ନେଇଯିବ । ଆୟ ଏବଂ ଖର୍ଚ୍ଚ ସ୍ଥିର…

OnePlus ଲଞ୍ଚ କଲା Nord CE 6 ସ୍ମାର୍ଟଫୋନ୍ , ଫିଚର୍ସ ବି ରହିଛି ବହୁତ୍ ବଢ଼ିଆ

ସ୍ମାର୍ଟଫୋନ୍ ୟୁଜର୍ସଙ୍କ ପାଇଁ ଆସିଲା ଖୁସି ଖବର । OnePlus ଲଞ୍ଚ କରିଛି ଏକ ଜବରଦସ୍ତ ସ୍ମାର୍ଟଫୋନ୍ । ଫିଚର୍ସ ବି ରହିଛି ବହୁତ୍ ବଢ଼ିଆ । ନିକଟରେ OnePlus ଭାରତୀୟ ବଜାରରେ Nord CE 6 ନାମକ ଏକ 8000mAh ବ୍ୟାଟେରୀ ବିଶିଷ୍ଟ ଫୋନ୍ ଲଞ୍ଚ କରିଛି। ଚୀନ୍ କମ୍ପାନୀ 8000mAh ବ୍ୟାଟେରୀ…

ଶ୍ରୀମନ୍ଦିର  ଯାଇ ଭିତର କାଠ ନିକଟରୁ ରତ୍ନସିଂହାସନ ସ୍ଥିତ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କଲେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାପ୍ରଭୁଙ୍କ ପରମ ଭକ୍ତ । ମହାପ୍ରଭୁଙ୍କ ଅପାର କରୁଣାରୁ ମୋତେ ମଧ୍ୟ ଆଜି ଭକ୍ତ ହିସାବରେ ମହାପ୍ରଭୁଙ୍କ ଦର୍ଶନ କରିବାର ଅପୂର୍ବ ସୁଯୋଗ ମିଳିଲା । ମୁଁ ଛୋଟ ବେଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲି । ଏତେ ବର୍ଷ ପରେ ଆଜି ପୁଣି ଥରେ ମହାପ୍ରଭୁଙ୍କ ଅପାର…

ବିଜେପି କୋର କମିଟି ବୈଠକରେ ୨୦୩୬ ‘ବିକଶିତ ଓଡ଼ିଶା’ ପାଇଁ ପ୍ରସ୍ତୁତ ହେଲା ମାଷ୍ଟରପ୍ଲାନ୍ – ରାଷ୍ଟ୍ରୀୟ…

ବିଜେପି କୋର କମିଟି ବୈଠକରେ ୨୦୩୬ ‘ବିକଶିତ ଓଡ଼ିଶା’ ପାଇଁ ପ୍ରସ୍ତୁତ ହେଲା ମାଷ୍ଟରପ୍ଲାନ୍ ।  ଉତ୍ତରଦାୟୀ ସରକାର ଓ ଶକ୍ତିଶାଳୀ ସଂଗଠନ ଉପରେ ଜୋର ଦିଆଯାଇଛି ।  ବୈଠକରେ ଯୋଗ ଦେବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ କହିଛନ୍ତି, ସାଂଗଠନିକ ବିଷୟଗୁଡ଼ିକ ଉପରେ ସାର୍ଥକ ଆଲୋଚନା…

ତରଭୁଜ ଖାଇବା ପରେ ଭୂଲରେ ବି ଏହି ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ , ଜାଣନ୍ତୁ କଣ

ଡାକ୍ତର ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସମାନ ଭାବରେ ଗ୍ରୀଷ୍ମ ଋତୁରେ ତରଭୁଜ ଖାଇବାକୁ ପରାମର୍ଶ ଦିଅନ୍ତି, କାରଣ ଏଥିରେ ପ୍ରାୟ ୯୦ ପ୍ରତିଶତ ପାଣି ଥାଏ। ଏହା ବ୍ୟତୀତ, ଏଥିରେ ଭିଟାମିନ୍ ଏ, ଭିଟାମିନ୍ ସି, ପୋଟାସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଛି। ଯାହା ସୁସ୍ଥ ଶରୀର ବଜାୟ ରଖିବାରେ…