ସୋମବାର କ୍ରାଶ୍ କରିଥିଲା ସେୟାର ବଜାର,ଆଜି ଉଭୟ ସେନସେକ୍ସ ଏବଂ ନିଫ୍ଟି ଭଲ ଆରମ୍ଭ କରିଛନ୍ତି
ସୋମବାର କ୍ରାଶ୍ କରିଥିଲା ସେୟାର ବଜାର । କୋଟିକୋଟି ଟଙ୍କା ହରାଇଥିଲେ ନିବେଶକ । ମାର୍କେଟ୍ ଆହୁରି ତଳକୁ ଜୀବ ବୋଲି ଆଶଙ୍କା ଦେଖାଗଲା । କିନ୍ତୁ ମଙ୍ଗଳବାର ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ବଜାର ସବୁଜ ସଙ୍କେତରେ ଖୋଲିଛି ।
ମଙ୍ଗଳବାର ଉଭୟ ସେନସେକ୍ସ ଏବଂ ନିଫ୍ଟି ଭଲ…