ବିରୋଧୀଙ୍କ ଲାଗି ୧୨ କୋଟି ଟଙ୍କା ନଷ୍ଟ ହୋଇସାରିଲାଣି,ଏମିତି କିଛି କହି ବିରୋଧୀଙ୍କ ଟାର୍ଗେଟ କରିଛନ୍ତି…
ରାଜ୍ୟରେ ୨୪ ବର୍ଷ ଧରି ଶାସନ କରିଲେ । କିନ୍ତୁ ବିଧାନସଭାର ବିଧି ବ୍ୟବସ୍ଥା ଠିକ ଭାବେ ପାଳନ କରିବେନି । ଏହାଠାରୁ ବଡ଼ ଦୁର୍ଭାଗ୍ୟ ଆଉ କ’ଣ ? ବିରୋଧୀଙ୍କ ଲାଗି ୧୨ କୋଟି ଟଙ୍କା ନଷ୍ଟ ହୋଇସାରିଲାଣି । ଏମିତି କିଛି କହି ବିରୋଧୀଙ୍କ ଟାର୍ଗେଟ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ…