ଆଇପିଏଲ୍ର ୧୩ତମ ମ୍ୟାଚ୍: ରାଜସ୍ଥାନ ରୟାଲ୍ସ ୨୭ ରନ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି
ଚଳିତ ଆଇପିଏଲ୍ର ୧୩ତମ ମ୍ୟାଚ୍ରେ ମଙ୍ଗଳବାର ରାଜସ୍ଥାନ ରୟାଲ୍ସ ୨୭ ରନ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ୧୫୧ ରନ୍ର ବଡ଼ ବିଜୟ ଲକ୍ଷ୍ୟର ଚାପରେ ଚାପି ହୋଇ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ୩ ଓଭରରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଏହାପରେ ମଧ୍ୟ ଲଗାତାର ୱିକେଟ୍ ହରାଇ ଦଳ…