ବିଗ୍-ବସରୁ ବଲିଉଡ୍ରେ ଏଣ୍ଟ୍ରି କରିବେ ୟାମିନୀ ମାଲହୋତ୍ରା
ବିଗ୍-ବସରୁ ବଲିଉଡ୍ରେ ଏଣ୍ଟ୍ରି। ବଲିଉଡ୍ରେ ନିଜର ପରିଚୟ ସୃଷ୍ଟି କରିବାକୁ ଯାଉଛନ୍ତି ବିଗ ବସ୍ ୧୮ ପ୍ରତିଯୋଗୀ ୟାମିନୀ ମାଲହୋତ୍ରା।। ବିଗ୍ ବସ୍ ୧୮ରେ ସେ ନିଜର ବୋଲ୍ଡ ଏବଂ ସ୍ପଷ୍ଟ କଥା ମାଧ୍ୟମରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଏବେ ଏକ ବଲିଉଡ୍ ଚଳଚ୍ଚିତ୍ରରେ ନଜର ଆସିବେ।…