Browsing Tag

#india

ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି ଦ୍ବିତୀୟ ଦିବସ ଥିଲା,ଆଜି ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ଅଳଙ୍କାରର ଗଣତି ମଣତି…

ଆଜି ଭିତର ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି ଦ୍ବିତୀୟ ଦିବସ ଥିଲା। ତେବେ ରତ୍ନ ଅଳଙ୍କାର ଗଣତି ମଣତି ପୂର୍ବରୁ ଆଜି ପୁଣି ଘଟିଛି ଚମତ୍କାର। ଆଜି ଦ୍ୱିପ୍ରହର ଧୂପ ପାଇଁ ମହାପ୍ରଭୁ ବେଶ ହେବା ପରେ ପ୍ରଭୁ ବଳଭଦ୍ରଙ୍କ ଅଧରମାଳା ଖସିଥିଲା। ଫଳରେ ଗଣତି ମଣତି ଟିମର ସଦସ୍ୟ ଏବଂ ସେବାୟତ…

ସିବିଏସଇ ଟପରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ସିବିଏସଇ ଟପରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ।  ସିବିଏସଇର ଦୁଇ ଟପର୍ ଛାତ୍ରୀ ଟିନା ଓ ଆଲିଶାଙ୍କୁ ଭେଟି ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  CBSE ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ନମ୍ବର ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ…

ଆଇପିଏଲ୍‌ ୨୦୨୬ର ୨୪ତମ ମ୍ୟାଚ୍‌ -ପଞ୍ଜାବକୁ ୧୯୬ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ମୁମ୍ବାଇ ଇଣ୍ଡିଆନ୍‌ସ

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୬ର ୨୪ତମ ମ୍ୟାଚ୍‌ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଗୁରୁବାର ଖେଳାଯାଉଛି। ଏଠାରେ ମୁମ୍ବାଇ ଇଣ୍ଡିଆନ୍‌ସ ଏବଂ ପଞ୍ଜାବ କିଙ୍ଗ୍‌ସ ମୁହାଁମୁହିଁ ହୋଇଛନ୍ତି। ଟସ୍‌ ଜିଣି ପଞ୍ଜାବ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ମୁମ୍ବାଇକୁ ବ୍ୟାଟିଂ…

ବିରୋଧୀ ନେତାଙ୍କୁ ମହିଳା ସଂରକ୍ଷଣ ବିଧେୟକ ପାରିତ ନ କରାଇବାର ଭୁଲ୍ ନ କରିବାକୁ ଆହ୍ଵାନ ଦେଲେ ମୋଦୀ

ମହିଳା ସଂରକ୍ଷଣ ବିଧେୟକ ଉପରେ ଗୁରୁବାର ସଂସଦରେ ଜୋରଦାର ବିତର୍କ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳା ସଂରକ୍ଷଣ ବିଧେୟକ ଉପରେ ସମସ୍ତ ବିରୋଧୀ ଦଳକୁ ଏକାଠି ଆସିବାକୁ ଅପିଲ୍ କରିଛନ୍ତି। ଏହି ବିଧେୟକକୁ ରାଜନୀତିର ନିକିତିରେ ନ ତଉଲାଇବାକୁ ପିଏମ ମୋଦୀ ବିରୋଧୀ ଦଳକୁ…

ଲସ୍କର-ଇ-ତୋଇବାର ଫାଉଣ୍ଡର ସଦସ୍ୟ ଓ କୁଖ୍ୟାତ ଆତଙ୍କୀ ଆମିର ହମଜା ଉପରେ ଆଖିବୁଜା ଗୁଳିମାଡ଼

ପାକିସ୍ତାନର ଲାହୋରରେ ଲସ୍କର-ଇ-ତୋଇବାର ଫାଉଣ୍ଡର ସଦସ୍ୟ ଓ କୁଖ୍ୟାତ ଆତଙ୍କୀ ଆମିର ହମଜା ଉପରେ ଆଖିବୁଜା ଗୁଳିମାଡ଼ । ମିଳିଥିବା ସୂଚନା ଅନୁସାରେ, ହମଜା ଲାହୋରରେ ଥିବା ଏକ ନ୍ୟୁଜ ଚ୍ୟାନେଲ ଅଫିସରୁ ଏକ କାର୍ଯ୍ୟକ୍ରମ ସାରିବା ପରେ ଘରକୁ ଯାଉଥିବା ବେଳେ ଏହି ଘଟଣା ଘଟିଛି । ଏହି…

ଜିଲ୍ଲାପାଳମାନଙ୍କ ରିପୋର୍ଟ ଆଧାରରେ ହେବ ସ୍କୁଲ ଛୁଟି -ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଏବେଠୁ ଡ଼ରାଇଲାଣି ଗରମ । ଅଧିକାଂଶ ସ୍ଥାନରେ ପାରଦ ୪୦ ଛୁଇଁଲାଣି । ଏହାକୁ ଦୃଷ୍ଟିରେ ରଖି  ଜିଲ୍ଲାପାଳମାନଙ୍କ ରିପୋର୍ଟ ଆଧାରରେ ହେବ ସ୍କୁଲ ଛୁଟି । ଏମିତି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଯେଉଁ ଜିଲ୍ଲାଗୁଡିକରେ ଅସହ୍ୟ ଗରମ ହେଉଛି, ସେହିସବୁ ଜିଲ୍ଲା ଗୁଡିକର…

୩୩୧ ଜଣ ପିଲା HIV ପଜିଟିଭ୍ ସଂକ୍ରମଣ

ପାକିସ୍ତାନ ସରକାରୀ ଡାକ୍ତରଖାନାରେ ଏବେ ଗୁରୁତର ଅବହେଳା ଅଭିଯୋଗ । ପାକିସ୍ତାନର ପଞ୍ଜାବ ପ୍ରଦେଶର ଟାଉନସା ସହରରେ ୩୩୧ ଜଣ ପିଲାଙ୍କୁ HIV ପଜିଟିଭ୍ । ଏହି ମାମଲାଗୁଡ଼ିକ ନଭେମ୍ବର ୨୦୨୪ରୁ ଅକ୍ଟୋବର ୨୦୨୫ ମଧ୍ୟରେ ରିପୋର୍ଟ କରାଯାଇଥିଲା । THQ ଟାଉନସା ହସ୍ପିଟାଲରେ ଗୋଟିଏ ସିରିଞ୍ଜ…

ପିଲାଦିନର ବାନ୍ଧବୀଙ୍କ ହାତ ଧରିଲେ ଲୋକପ୍ରିୟ ଗାୟକ ଜୁବିନ ନୌଟିଆଲ

ବଲିଉଡର ଲୋକପ୍ରିୟ ଗାୟକ ଜୁବିନ ନୌଟିଆଲ ବିବାହ କରିଛନ୍ତି । ତାଙ୍କ ବିବାହ ନେଇ ଧିରେ ଧିରେ ଖବର ସାମ୍ନାକୁ ଆସୁଛି । ପୂର୍ବରୁ ଜୁବିନଙ୍କ ବିବାହ ନେଇ କାହା ପାଖରେ କୌଣସି ସୂଚନା ନଥିଲା । ଜୁବିନ ନୌଟିଆଲ ଉତ୍ତରାଖଣ୍ଡରେ ନିଜ ସଂପର୍କୀୟଙ୍କ ଉପସ୍ଥିତିରେ ପିଲାଦିନର ବାନ୍ଧବୀଙ୍କ ହାତ…

ଭାରତର ସବୁଠୁ ବଡ଼ ବାଣିଜ୍ୟ ସହଯୋଗୀ ଚୀନ

ନିକଟରେ ଶେଷ ହୋଇଥିବା ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ସବୁଠୁ ବଡ଼ ବାଣିଜ୍ୟ ସହଯୋଗୀ ଭାବେ ଚୀନ ଉଭା ହୋଇଛି। ଏଥି ସହିତ ଦୀର୍ଘ ଚାରି ବର୍ଷ ଧରି ଶୀର୍ଷ ସ୍ଥାନରେ ଥିବା ଆମେରିକା ତଳକୁ ଖସିଯାଇଛି। ଭାରତ ଓ ଚୀନ ମଧ୍ୟରେ ଏହି ଆର୍ଥିକ ବର୍ଷରେ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ପରିମାଣ…

ବିଶ୍ବବ୍ୟାପୀ ୨୦୦୦ କର୍ମଚାରୀଙ୍କୁ ଛଟେଇ କରିବା ଯୋଜନା ରଖିଛି ବିବିସି

ବିବିସି ବିଶ୍ବବ୍ୟାପୀ ୨୦୦୦ କର୍ମଚାରୀଙ୍କୁ ଛଟେଇ କରିବା ଯୋଜନା ରଖିଛି। ଏହା ଜରିଆ‌ରେ କମ୍ପାନି ବାର୍ଷିକ ୧୦ ପ୍ରତିଶତ ସଞ୍ଚୟ କରିବାକୁ ଚାହୁଛି। ବ୍ରିଟେନ୍‌ର ଏହି ପ୍ରସାରଣକାରୀ ସଂସ୍ଥାର ଏହା ହେଉଛି ଅନ୍ୟତମ ସର୍ବବୃହତ୍‌ ଛଟେଇ। ଏକ ଇମେଲ୍‌ ଜରିଆରେ କର୍ମଚାରୀମାନଙ୍କୁ ଯୋଜନା…