Browsing Tag

#india

ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ଶୁଣାଣି,ପରବର୍ତ୍ତୀ ଶୁଣାଣି ମେ’ ୨ ତାରିଖରେ

ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ଶୁଣାଣି । ମହାନଦୀରେ ସର୍ବମୋଟ୍ କେତେ ଜଳ ରାଶି ସଂଗୃହୀତ ହେଉଛି ଏହାର ତଥ୍ୟ MAFରେ ଦାଖଲ କରିବାକୁ ଉଭୟ ରାଜ୍ୟକୁ ନିର୍ଦ୍ଦେଶ ଦେଲେ ଟ୍ରିବ୍ୟୁନାଲ । ଆଗାମୀ ଶୁଣାଣି ପୂର୍ବରୁ ତଥ୍ୟ ଦାଖଲ ନେଇ ନିର୍ଦ୍ଦେଶ । ଏହା ଭିତରେ ୨ ରାଜ୍ୟର ବୈଷୟିକ ଟିମ୍ ପ୍ରାୟ ୧୩…

୩,୮୦୦ କେଜିରୁ ଅଧିକ ଅପମିଶ୍ରିତ ଆମ୍ବ ରସ ଜବତ

ଭାରତରେ ଏବେ ଗ୍ରୀଷ୍ମ ଋତୁ, ଏହି ଦିନେ ଆମ୍ବ ସମସ୍ତଙ୍କ ପ୍ରିୟ। ଏଣୁ ଏହି ଋତୁରେ ରସାୟନିକ ରୂପେ ପଚା ଯାଇଥିବା ଆମ୍ବ ଓ ଅପମିଶ୍ରଣ ନେଇ ଏବେଠୁ ଚିନ୍ତା ଉପୁଜିଲାଣି। ନିଜର ସମୃଦ୍ଧ ସ୍ୱାଦ ଓ ସୁଗନ୍ଧ ଲାଗି ପ୍ରସିଦ୍ଧ ଆମ୍ବର ଚାହିଦା ପ୍ରତ୍ୟେକ ବର୍ଷ ଋତୁରେ ବଢିଯାଇଥାଏ। ହେଲେ ଏହା ସହିତ…

ଜାପାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ,କ୍ଟର ସ୍କଲରେ ଯାହାର ତୀବ୍ରତା ୭.୪ ଥିବା ରେକର୍ଡ

ଜାପାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ । ରିକ୍ଟର ସ୍କଲରେ ଯାହାର ତୀବ୍ରତା ୭.୪ ଥିବା ରେକର୍ଡ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ସୈନରିକୁ ଉପକୂଳରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଅବସ୍ଥିତ ଥିଲା । ଭୂକମ୍ପର ଗଭୀରତା ୧୦ କିଲୋମିଟର ବୋଲି ଆକଳନ କରାଯାଇଥିଲା । ଭୂମିକମ୍ପ ପରେ ଜାପାନ ହାଇ…

ଜମ୍ମୁରେ ଭୟଙ୍କର ସଡ଼କ ଦୁର୍ଘଟଣା,ଲିଭିଲା ୨୧ ଜଣଙ୍କ ଜୀବନ

ଜମ୍ମୁରେ ଭୟଙ୍କର ସଡ଼କ ଦୁର୍ଘଟଣା। ରାମନଗର ସହରରୁ ଜମ୍ମୁର ଉଧମପୁର ଯାଉଥିବା ଏକ ଯାତ୍ରୀବାହୀ ବସ୍ ନିୟନ୍ତ୍ରଣ ହରାଇ ପାହାଡ଼ ତଳକୁ ଖସିପଡିବାରୁ ୨୧ ଜଣଙ୍କ ଜୀବନ ଚାଲିଯାଇଛି । ଏହି ଘଟଣାରେ ୬୧ ଜଣ ଆହତ ହୋଇଛନ୍ତି । ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ବସଟି ଓଲଟି ପଡ଼ି ପାହାଡ଼ ତଳକୁ ଖସି…

ପ୍ରକାଶ ପାଇଲା JEE ମେନ୍ ୨୦୨୬ ସେସନ୍ ୨ ଫଳାଫଳ,୨୬ ଜଣ ପ୍ରାର୍ଥୀ ଟପ୍ପର

ପ୍ରକାଶ ପାଇଲା JEE ମେନ୍ ୨୦୨୬ ସେସନ୍ ୨ ଫଳାଫଳ । ସୋମବାର ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପରୀକ୍ଷା ଫଳ ଜାରି କରିଛି। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଅଫିସିଆଲ୍ JEE ମେନ୍ ୱେବସାଇଟ୍ jeemain.nta.nic.in ଏବଂ nta.ac.inରୁ ଫଳାଫଳ ଜାଣିପାରିବେ। JEE ମେନ୍ ୨୦୨୬ ସେସନ୍ ୨…

ଫିଲ୍ମ ନିର୍ମାତା ଆଟଲିଙ୍କ ଘଏ ପୁଣି ଶୁଭିଛି କୁଆଁ କୁଆଁ ରାବ,କନ୍ୟା ସନ୍ତାନ ସ୍ୱରୂପ ଆଶୀର୍ବାଦ ପାଇଛନ୍ତି…

ଫିଲ୍ମ ନିର୍ମାତା ଆଟଲିଙ୍କ ଘଏ ପୁଣି ଶୁଭିଛି କୁଆଁ କୁଆଁ ରାବ । ଘରକୁ ଆସିଛନ୍ତି କୁନି ଅତିଥୀ । କାରଣ ତାଙ୍କ ପତ୍ନୀ, ପ୍ରଯୋଜକ-ଅଭିନେତା ପ୍ରିୟା ଏଟଲି, କୁନି ପରୀଙ୍କୁ ଜନ୍ମ ଦେଇଛନ୍ତି । ଜାନୁଆରୀ ୨୦୨୩ରେ ସେମାନଙ୍କ ପୁଅ ମିରଙ୍କୁ ସ୍ୱାଗତ କରିବା ପରେ, ଦମ୍ପତି ଇନଷ୍ଟାଗ୍ରାମରେ ଘୋଷଣା…

ଆଜି ଠାରୁ ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ  ରାଜିନାମା ଆଲେଚନା

ଆଜି ଠାରୁ ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ  ରାଜିନାମାକୁ ନେଇ ଅଟକି ରହିଥିବା ଆଲୋଚନା ଆଗକୁ ବଢ଼ିବ। ‌ଏହି ତିନିଦିନିଆ ଆଲୋଚନାରେ ଭାଗ ନେବାକୁ ଭାରତର ଏକ ପ୍ରତିନିଧି ମଣ୍ଡଳୀ ୱାସିଂଟନ ଯାତ୍ରା କରିଛି। ଭାରତ ପକ୍ଷରୁ ମୂଲଚାଲର ନେତୃତ୍ବ ନେବେ ବାଣିଜ୍ୟ ଓ ଶିଳ୍ପ ବିଭାଗର…

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କଟକ CRRIରେ ଅଖିମୁଠି ଅନୁକୂଳ କରିଛନ୍ତି। ପ୍ରଥମେ ପୂଜାର୍ଚ୍ଚନା ଏବଂ ହୋମଯଜ୍ଞ ପରେ ମୁଖ୍ୟମନ୍ତ୍ରୀ ଅଖିମୁଠି ଅନୁକୂଳ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ…

ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ

ପବିତ୍ର ଅକ୍ଷୟ ତୃତୀୟାରେ ଅଖି ମୁଠି ଅନୁକୂଳ କରିଛନ୍ତି ଚାଷୀ ଭାଇ। ଚାଷୀ ଓ ଚାଷ ପାଇଁ ଆଜିର ଦିନର ଗୁରୁତ୍ୱ ଅନେକ। ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ। ବୈଶାଖ ମାସ ତୃତୀୟା ଅବସରରେ ଚାଷୀ ପରିବାର ଲୋକେ ସକାଳୁ ଘର୍ କୁ ଚିତା ଓ ଝୋଟି ପକାଇ…

ଟାଏଁ ଟାଏଁ ଖରା ,ଭୀଷଣ ଗୁଳୁଗୁଳି, କଲବଲ ଜନଜୀବନ,୨୩ ତାରିଖ ଯାଏଁ ଗରମ ପ୍ରକୋପ ନେଇ ସତର୍କ ସୂଚନା ଜାରି

ଟାଏଁ ଟାଏଁ ଖରା। ଭୀଷଣ ଗୁଳୁଗୁଳି। କଲବଲ ଜନଜୀବନ । ଏମିତି ଛଟପଟ ହେବେ। ନିସ୍ତାର ଆଶା ଦେଖାଯାଉନି । ମଝିରେ ମଝିରେ କାଳବୈଶାଖୀ ହେବ। କିନ୍ତୁ, ସୀମିତ ଅଞ୍ଚଳରେ ବର୍ଷିବ। ବିସ୍ତୃତ ଇଲାକାକୁ ଆଶ୍ଵସ୍ତ କରିବା ସମ୍ଭାବନା କମ୍। । ରବିବାର ପାରଦ ଅସ୍ବାଭାବିକ ବଢ଼ିଗଲା। ୪୩ ଡିଗ୍ରୀ ସେଲସିୟସ୍…