Browsing Tag

#india

ଜାଣନ୍ତୁ ଆପଣଙ୍କ ଭାଗ୍ୟରେ ଆଜି କଣ ଅଛି

ମେଷ: ଆଜି କାମ ପାଇଁ ତୁମର ଭଲ ଶକ୍ତି ରହିବ । ସକାଳରୁ ହିଁ ତୁମେ ସବୁକିଛି ଶୀଘ୍ର କରିବାକୁ ଇଚ୍ଛା କରିବ । ତଥାପି, ଯେତେବେଳେ ଅନ୍ୟମାନେ ତୁମର ଗତି ସହିତ ତାଳ ଦେଇ ନ ଥାଆନ୍ତି ସେତେବେଳେ ସମସ୍ୟା ସୃଷ୍ଟି ହୁଏ । ଏହା ଚିଡ଼ଚିଡ଼ା ହେବାର କାରଣ ହୋଇପାରେ । ଧର୍ଯ୍ୟ ରଖିବା ଭଲ । ପ୍ରତ୍ୟେକ…

ଆଗାମୀ ୪୮ ଘଣ୍ଟା ମଧ୍ୟରେ ଇରାନର ପ୍ରତିକ୍ରିୟାକୁ ଅପେକ୍ଷା କରିଛି ଆମେରିକା

ହ୍ୱାଇଟହାଉସ ଅନୁସାରେ ଇରାନ ସହିତ ଯୁଦ୍ଧ ସମାପ୍ତ କରିବାକୁ ତଥା ବିସ୍ତୃତ ପରମାଣୁ ବାର୍ତ୍ତା ନିମନ୍ତେ ରୂପରେଖ ପ୍ରସ୍ତୁତି ଲାଗି ଏକ ପୃଷ୍ଠାର ଜ୍ଞାପନ ମାଧ୍ୟମରେ ଉଭୟ ଦେଶ ଏବେ ବୁଝାମଣାର ନିକଟତର ହେଉଛନ୍ତି। ଆମେରିକୀୟ ଗଣମାଧ୍ୟମ ଏକ୍ସିୟୋସ୍ ବୁଧବାର ଏ ନେଇ ଦୁଇ ଆମେରିକୀୟ ଅଧିକାରୀ ଓ…

ହିଞ୍ଜିଳିରେ ବୀଭତ୍ସ ହତ୍ୟାକାଣ୍ଡ ନେଇ ମୋହନଙ୍କୁ ଚିଠି ଲେଖିଲେ ନବୀନ,ପୋଲିସର ନିଷ୍କ୍ରିୟତା ଉପରେ ଉଠାଇଲେ ପ୍ରଶ୍ନ

ହିଞ୍ଜିଳିରେ ବୀଭତ୍ସ ହତ୍ୟାକାଣ୍ଡ ନେଇ ମୋହନଙ୍କୁ ଚିଠି ଲେଖିଲେ ନବୀନ । ପୋଲିସର ନିଷ୍କ୍ରିୟତା ଉପରେ ଉଠାଇଲେ ପ୍ରଶ୍ନ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଖରିଡ଼ା ଗ୍ରାମରେ ଘଟିଥିବା ଗର୍ଭବତୀ ମହିଳାଙ୍କ ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ…

ଭାରତୀୟ ଅଟୋମୋବାଇଲ୍ ବଜାରରେ ଖୁବ୍ ଶୀଘ୍ର ଏକ ନୂଆ ଏବଂ ମର୍ଡନ SUV ଉପସ୍ଥାପନ ହେବାକୁ ଯାଉଛି

ଭାରତୀୟ ଅଟୋମୋବାଇଲ୍ ବଜାରରେ ଖୁବ୍ ଶୀଘ୍ର ଏକ ନୂଆ ଏବଂ ମର୍ଡନ SUV ଉପସ୍ଥାପନ ହେବାକୁ ଯାଉଛି। JSW ଗ୍ରୁପ୍ ଏହାର ପ୍ରଥମ କାର ଭାବରେ Jetour T2 PHEV ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି SUVର ଖାସ୍ କଥା ହେଉଛି ଯେ, ଏହା ପେଟ୍ରୋଲ ଏବଂ ଇଲେକ୍ଟ୍ରିକ୍ ଉଭୟରେ ଚାଲିଥାଏ, ଯାହାକୁ…

୮ ତାରିଖରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା ପାଇଁ ଫର୍ମ ପୂରଣ

ଚଳିତ ବର୍ଷର ମାଟ୍ରିକ ସପ୍ଲିମେଣ୍ଟାରି (ରେଗୁଲାର, ଏକ୍ସ-ରେଗୁଲାର, ପତ୍ର ମାଧ୍ୟମ ରେଗୁଲାର ଓ ଏକ୍ସ-ରେଗୁଲାର) ପରୀକ୍ଷା ପାଇଁ ଫର୍ମ ପୂରଣ ଆସନ୍ତା ୮ ତାରିଖରୁ ଆରମ୍ଭ ହେବ। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅନ୍‌ଲାଇନ ଜରିଆରେ ବୋର୍ଡ…

ନିଜ ପଦରୁ ଇସ୍ତଫା ଦେଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା

ଆସାମ ବିଧାନସଭା ନିର୍ବାଚନର ଫଳାଫଳ ପାଇବା ପରେ ରାଜ୍ୟରେ ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ତାଙ୍କ ମନ୍ତ୍ରୀ ପରିଷଦ ସହିତ ପଦରୁ ଇସ୍ତଫା ଦେଇଛନ୍ତି । ଆସନ୍ତା ୧୧ ତାରିଖରେ ଆସାମରେ ନୂଆ ସରକାର ଶପଥ ନେବେ । ଏନେଇ କାମଚଳା ମୁଖ୍ୟମନ୍ତ୍ରୀ…

ଖୁବ୍ ଶୀଘ୍ର ପଞ୍ଜାବରେ ରକ୍ତର ନଦୀ ବହିବ ,ସବୁ ଆଡେ ଲାଲ୍ ଦେଖାଯିବ ବୋଲି ଚେତାବନୀ ଦେଲା ଖଲିସ୍ତାନ ଲିବରେସନ୍ ଆର୍ମୀ

ଥରିଛି ଜଳନ୍ଧର ଏବଂ ଅମୃତସର । ପଞ୍ଜାବର ଏହି ଦୁଇ ସହରରେ ଭୟଙ୍କର ବିସ୍ଫୋରଣ । ମଙ୍ଗଳବାର ରାତ୍ରରେ ଜଳନ୍ଧରରେ ଥିବା ବିଏସଏଫ କ୍ୱାର୍ଟର ବାହାରେ ବିସ୍ଫୋରଣ ହୋଇଛି । କ୍ୟାମ୍ପସ ବାହାରେ ଥିବା ଏକ ସ୍କୁଟିରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣତ ଶବ୍ଦ ଏତେ ଭୟଙ୍କର ଥିଲା ଯେ ଏହା ଦୁଇ…

‘ତୁମ୍ବାଡ ୨’ରେ ନଜର ଆସିବେ ଆଲିଆ ଭଟ୍ଟ

ସୋହମ ଶାହଙ୍କ‘ତୁମ୍ବାଡ ୨’ ଏବେ ଚର୍ଚ୍ଚାରେ ରହିଛି । ଏହାରି ମଧ୍ୟରେ ଫିଲ୍ମ ନିର୍ମାତା ଫିଲ୍ମ ସୁଟିଂ ଆରମ୍ଭ ହେବାକୁ ନେଇ ନିକଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟ ସେୟାର ହେବା ପରେ ‘‘ତୁମ୍ବାଡ’’କୁ ଅପେକ୍ଷା କରିଥିବା ପ୍ରଶଂସକଙ୍କ ଉତ୍ସାହକୁ ବଢାଇ ଦେଇଛି । ପୂର୍ବ ଅପେକ୍ଷା ଏଥର…

ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟ ହ୍ରାସ ପାଇ ସର୍ବକାଳୀନ ନିମ୍ନ ସ୍ତରରେ ପହଞ୍ଚଛି

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟ ସୋମବାର ୩୯ ପଇସା ହ୍ରାସ ପାଇ ସର୍ବକାଳୀନ ନିମ୍ନ ସ୍ତରରେ ପହଞ୍ଚତ୍ଛି। ୧ ଡଲାର ମୂଲ୍ୟ ସୋମବାର ୯୫ ଟଙ୍କା ୨୩ ପଇସା ହୋଇଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗିରହିଥିବାରୁ ବିଶ୍ୱ ଷ୍ଟକ୍‌ ମାର୍କେଟରେ ଅସ୍ଥିରତା, ତୈଳ ଦରରେ ଅତ୍ୟଧିକ ବୃଦ୍ଧି…

ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାରେ ପତ୍ନୀ ବଡ଼ ଯା’ ଓ ତାଙ୍କ ଭାଇଙ୍କ ଗିରଫ ଦାବି କଲେ ସୁଧୀରଙ୍କ ପତ୍ନୀ

ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାରେ ପତ୍ନୀ ବଡ଼ ଯା’ ଓ ତାଙ୍କ ଭାଇଙ୍କ ଗିରଫ ଦାବି କଲେ ସୁଧୀରଙ୍କ ପତ୍ନୀ । ଭାଇ ଓ ଭଉଣୀ ବାହାରେ ରହିଲେ, ନିଜ ପରିବାର ଜୀବନ ବିପଦରେ ବୋଲି କହିଛନ୍ତି ସୁଧୀରଙ୍କ ପତ୍ନୀ । ପୁଲିସ ଉପରେ ଭରସା ନଥିବା କହିବା ସହ ପରିବାରକୁ ସୁରକ୍ଷା ଦେଇପାରିଲା ନାହିଁ…