ଘରେ ବସି WhatsAppରେ ମିଳିବ ରାଜସ୍ବ ସେବା,ଉନ୍ମୋଚନ ହେଲା ଆମ ସାଥି ସହାୟକ ୟୁନିଫାଏଡ଼ WhatsApp ଚାଟ୍ ବଟ୍
ରାଜସ୍ବ ବିଭାଗରେ ବନ୍ଦ ହେଲା ମଧ୍ୟସ୍ଥି ଯୁଗ । ରାଜସ୍ବ ସେବା ଓ ଲୋକଙ୍କ ମଧ୍ୟରେ ଆଉ ରହିବେନି ମଧ୍ୟସ୍ଥି । ଏଣିକି ସିଧା ସଳଖ ଗୋଟିଏ କ୍ଲିକ୍ରେ ମିଳିବ ସମସ୍ତ ରାଜସ୍ବ ସେବା । ଆଉ ବାରମ୍ବାର ତହସିଲକୁ ଦୌଡିବାକୁ ପଡ଼ିବ ନାହିଁ । ଘରେ ବସି WhatsAppରେ ମିଳିବ ରାଜସ୍ବ ସେବା । ଉନ୍ମୋଚନ ହେଲା…