ବ୍ୟାନ ହେଲା ଅଲ ଜଜିରା

ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ  ଇସ୍ରାଏଲର ଅଲ ଜଜିରା ଟେଲିଭିଜନ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ସେ କତାରର ଗ୍ଲୋବାଲ ନ୍ୟୁଜ ଚ୍ୟାନେଲ ଅଲ ଜଜିରାର ସ୍ଥାନୀୟ ଶାଖା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଅଲ ଜଜିରାକୁ ଏକ…

ଆଜି ଦକ୍ଷିଣ ଓଡ଼ିଶାରେ ମୋଦୀଙ୍କ ପାୱାର ସୋ

ଆଜି ଦକ୍ଷିଣ ଓଡ଼ିଶାରେ ମୋଦୀଙ୍କ ପାୱାର ସୋ । ବ୍ରହ୍ମପୁର ଓ ନବରଙ୍ଗପୁରରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ରବିବାର ରାତିରେ ପ୍ରଧାନମନ୍ତ୍ରୀ ମୋଦୀ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଓଡ଼ିଶାର ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ…

ଖସିବ ତାପମାତ୍ରା

ଆଜିଠାରୁ ପାଗରେ ପରିବର୍ତ୍ତନ ଆସିବ। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଗଞ୍ଜାମ, ଗଜପତି, କନ୍ଧମାଳ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ସହ ସ୍ଥାନେ ସ୍ଥାନେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ମେ ୭ରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଟକ, ଯାଜପୁର,…

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ନବୀନ ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀ ଓ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଖରିଆର ଓ ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀ ଦୁଇଟି ଜନସଭା କରିବାର…

ଆଜିର ରାଶିଫଳ

ମେଷ: ଆପଣ କୌଣସି ବ୍ୟକ୍ତିଙ୍କୁ ସାହାଯ୍ୟ କରିବେ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। ପ୍ରେମ ଜୀବନ ଭଲ ରହିବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ‌ ବୃଷ: ପରିବାର ଲୋକ ଆପଣଙ୍କୁ କିଛି ମାଗିବେ। ଅଫିସରେ ତଳିଆ କର୍ମଚାରୀ ଆପଣଙ୍କ…

ସେଲ୍‌ସ ବିଭାଗର କର୍ମଚାରୀଙ୍କ ପାଇଁ ଲାଗୁ

ଆର୍ଥିକ ସଂକଟ ଦେଇ ଗତି କରୁଥିବା ବାଇଜୁସ୍‌ ଏହାର କର୍ମଚାରୀମାନଙ୍କୁ ଏପ୍ରିଲ ମାସର ଦରମା ଠିକ୍‌ ସମୟରେ ଦେଇଛି। ପ୍ରାୟ ୪ ମାସ ପରେ କର୍ମଚାରୀମାନେ ଠିକ୍‌ ସମୟରେ ବେତନ ପାଇଛନ୍ତି। କିନ୍ତୁ ଦରମା ପାଇଁ କମ୍ପାନି ନୂଆ ଫର୍ମୁଲା ଲାଗୁ କରିଦେଇଛି। ଏଥିରେ ସେଲ୍‌ସ ବିଭାଗରେ କାର୍ଯ୍ୟରତ…

ଦୁଇଟି ସିମ୍ ଥିଲେ ଗଣିବେ ଟଙ୍କା

ଅଧିକାଂଶ ଲୋକ ନିଜ ନିଜର ସ୍ମାର୍ଟଫୋନରେ ଦୁଇଟି ଲେଖାଏଁ ସିମ୍ ବ୍ୟବହାର କରୁଛନ୍ତି । ଏପରି ସ୍ଥିତିରେ ଗୋଟିଏ ସିମରେ ଇଣ୍ଟରନେଟ ଚଳାଇବା ସହିତ ଦ୍ୱିତୀୟଟିକୁ ସକ୍ରିୟ ରଖିବା ପାଇଁ ସର୍ବନିମ୍ନ ରିଚାର୍ଜ କରିବାକୁ ପଡ଼ିଥାଏ । ଏବେ ଏୟାରଟେଲ, ଭୋଡ଼ାଫୋନ ଓ ରିଲାଏନ୍ସ ଜିଓ ପରି ଟେଲିକମ୍…

ନୌସେନାରେ ସୁବର୍ଣ୍ଣ ସୁଯୋଗ

ଭାରତୀୟ ବାୟୁସେନାରେ କ୍ୟାରିୟର ଗଢ଼ିବାକୁ ଇଚ୍ଛୁକ ଯୁବର୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଭାରତୀୟ ନୌସେନା ଏହାର ଅଗ୍ନିବୀର SSR ଏବଂ MR ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି । ଅବିବାହିତ ପୁରୁଷ ଏବଂ ମହିଳା ଏହି ପଦବୀ ପାଇଁ ଅଫିସିଆଲ ୱେବସାଇଟ୍‌  joinindiannavy.gov.in କୁ ଯାଇ ଆବେଦନ…

ସୁନିଧି ଚୌହାନଙ୍କ ଉପରକୁ ଫିଙ୍ଗିଲେ ବୋତଲ

ଲୋକପ୍ରିୟ ସିଙ୍ଗରଙ୍କ ମଧ୍ୟରୁ ସୁନିଧି ଚୌହାନଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଯାହାକୁ ଶୁଣି ଆପଣ ବି ରାଗିଯିବେ । ଡେହରାଡୁନର ଏକ କଲେଜରେ ସେ ଗୀତ ଗାଉଥିବା ବେଳେ ଭିଡ ମଧ୍ୟରୁ କିଏ ଜଣେ ବୋତଲ ପକାଇଛନ୍ତି । ଯାହା ପରେ ସେ ଗୀତ ଗାଉ ଗାଉ ଅଟକି ଯାଇଛନ୍ତି । ଏହାପରେ ସୁନିଧି ସେହି ବୋତଲ…

ଶୋଇବା ପୂର୍ବରୁ କ’ଣ କଲେ ତ୍ୱଚା ଗ୍ଲୋ କରିବ

ଦିନଯାକର ପରିଶ୍ରମ ପରେ ଥକ୍କାପଣ ଯୋଗୁ ଅନେକେ ରାତିରେ ତ୍ୱଚାର ଠିକ୍‌ରେ ଯତ୍ନ ନ ନେଇ ସେମିତି ଶୋଇପଡ଼ନ୍ତି; ଯଦ୍ଦ୍ବାରା ତ୍ୱଚାର ଚମକ ଧୀରେ ଧୀରେ କମିବାକୁ ଲାଗେ। ତେଣୁ ରାତିରେ ବିଶେଷ କରି ଖରାଦିନେ ଶୋଇବା ପୂର୍ବରୁ କ’ଣ କଲେ ତ୍ୱଚା ଗ୍ଲୋ କରିବା ସହ ଆକର୍ଷଣୀୟ ଲାଗିବ,ଜାଣନ୍ତୁ ସେ…