ଲୋକପ୍ରିୟ ସିଙ୍ଗରଙ୍କ ମଧ୍ୟରୁ ସୁନିଧି ଚୌହାନଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଯାହାକୁ ଶୁଣି ଆପଣ ବି ରାଗିଯିବେ । ଡେହରାଡୁନର ଏକ କଲେଜରେ ସେ ଗୀତ ଗାଉଥିବା ବେଳେ ଭିଡ ମଧ୍ୟରୁ କିଏ ଜଣେ ବୋତଲ ପକାଇଛନ୍ତି । ଯାହା ପରେ ସେ ଗୀତ ଗାଉ ଗାଉ ଅଟକି ଯାଇଛନ୍ତି । ଏହାପରେ ସୁନିଧି ସେହି ବୋତଲ ଫିଙ୍ଗିଥିବା ଲୋକକୁ ଜବାବ ଦେଇଛନ୍ତି । ଏହି ଘଟଣା ବର୍ତ୍ତମାନ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି ।ଏହି ଭାଇରାଲ ଭିଡିଓରେ ସୁନିଧି ଚୌହାନଙ୍କୁ କନସର୍ଟରେ ନିଜ ହିଟ ସଙ୍ଗ୍ ଗାଉଥିବା ଦେଖାଯାଉଛି । ଯେପରି ସେ ଷ୍ଟେଜ ମଝିରେ ଠିଆ ହୋଇଛନ୍ତି ତାଙ୍କ ଉପରକୁ ଏକ ବୋତଲ କିଏ ଜଣେ ଫିଙ୍ଗିଛନ୍ତି । ଯାହା ସିଧାସଳଖ ତାଙ୍କ ହାତରେ ଲାଗିଛି ଏବଂ ସେ ଆଶ୍ଚର୍ଯ୍ୟ ହୋଇ ଚୁପ ହୋଇଯାଇଛନ୍ତି । ସିଙ୍ଗର ଜଣକ ସେହି ବ୍ୟକ୍ତିଙ୍କୁ ଉତ୍ତର ଦେଇ କହିଛନ୍ତି, ହାୟ.. ମାର ଗଏ.. । ଆଗକୁ ସିଙ୍ଗର ଯାହା କହୁଛନ୍ତି ତାକୁ ସମସ୍ତେ ଶୁଣି ତାରିଫ କରିବାରେ ଲାଗିଛନ୍ତି ।ଏହି ଘଟଣା ପରେ ସିଙ୍ଗର ଜଣକ ନ ରାଗିଯାଇ, ଭଲରେ କହିଛନ୍ତି, ଏହା କଣ ହେଉଛି? ବୋତଲ ଫିଙ୍ଗିଲେ କଣ ହେବ । ଶୋ ଅଟକି ଯିବ । କଣ ଆପଣ ଏହା ଚାହୁଁଛନ୍ତି । ଏହା କହିବା ପରେ ପୁଣି ଗୀତ ଗାଇବାକୁ ଲାଗିଛନ୍ତି । ସୋସିଆଲ ମିଡିଆରେ ଲୋକ ତାଙ୍କର ସପୋର୍ଟ କରୁଛନ୍ତି ଏବଂ ଅସଦାଚରଣକୁ ଟ୍ରୋଲ କରୁଛନ୍ତି ।
Trending
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
- ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଙ୍କୁ ଆଜି ଅତିଥି ଭବନରେ ଜେରା କରିପାରେ NHRC
- ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, 4 ମୃତ , କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
Prev Post
Next Post