ଶାହାରୁଖ ବ୍ରେକ ନେଲେ
ବଲିଉଡ ବାଦଶାହା ଶାହାରୁଖ ଖାନ ଗତ ବର୍ଷ ଅର୍ଥାତ୍ ୨୦୨୩ ରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ ‘ପଠାନ’ ସହିତ କମବ୍ୟାକ କରିଥିଲେ ଏବଂ ଏହାର ବ୍ୟବସାୟ ସହିତ ବକ୍ସ ଅଫିସରେକ୍ରାକ କରିଥିଲେ। ତେବେ ଅଭିନେତା ସେଠାରେ ଅଟକି ନଥିଲେ।‘ପଠାନ’ର କିଛି ମାସ…