ସକାଳ ୧୧ଟା ସୁଦ୍ଧା ଓଡ଼ିଶାରେ ୨୩.୨୮% ମତଦାନ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଜୋରଦାର ମତଦାନ  । ୪ ସଂସଦୀୟ କ୍ଷେତ୍ର ପାଇଁ ମତଦାନ ଆରମ୍ଭ ହୋଇଛି । ସକାଳ ୬ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ  । ରାଜ୍ୟ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ସକାଳ ୧୧ଟା ସୁଦ୍ଧା ଓଡ଼ିଶାରେ…

ରତ୍ନଭଣ୍ଡାରକୁ ନେଇ ରାଜନୌତିକ ଦଳ ମଧ୍ୟରେ ଟଣାଓଟରା, ସେପେଟ ଭଣ୍ଡାର ଖୋଲାଯାଇ ଗଣତି ମଣତି ହେବା ଦରକାର -ସେବାୟତଙ୍କ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଫୁଲବାଣୀରେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ସରକାରଙ୍କୁ ଆକ୍ରମଣ କରିଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆଜି ଏହି ପ୍ରସଙ୍ଗକୁ ଆହୁରି ତେଜିଛନ୍ତି। ରାଜନୈତିକ ପ୍ରସଙ୍ଗ କରି ଦୁଇ ଦଳ ମଧ୍ୟରେ ଟଣାଓଟରା ବି ଆରମ୍ଭ ହୋଇଛି।…

ନିଜର ମତଦାନ ଅଧିକାରକୁ ସ୍ପଷ୍ଟ ଭାବେ ସାବ୍ୟସ୍ତ କରିବାକୁ ଓଡ଼ିଶାବାସୀଙ୍କୁ ମୋଦୀଙ୍କ ଆହ୍ବାନ

ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାବାସୀଙ୍କୁ ବିନମ୍ର ନିବେଦନ କରିଛନ୍ତି। ନିଜର ମତଦାନ ଅଧିକାରକୁ ସ୍ପଷ୍ଟ ଭାବେ ସାବ୍ୟସ୍ତ କରିବାକୁ ସେ ଆହ୍ବାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ୍ସ’ରେ…

ସକାଳ ୯ଟା ସୁଦ୍ଧା ଓଡ଼ିଶାରେ ୯.୨୫% ମତଦାନ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । ୪ ସଂସଦୀୟ କ୍ଷେତ୍ର ପାଇଁ ମତଦାନ ଆରମ୍ଭ ହୋଇଛି । ସକାଳ ୬ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ରାଜ୍ୟ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ସକାଳ ୯ଟା ସୁଦ୍ଧା ଓଡ଼ିଶାରେ ୯.୨୫% ମତଦାନ…

ବିଭିନ୍ନ ସ୍ଥାନରେ ଇଭିଏମ୍ ଖରାପ ,ମତଦାନ ବିଳମ୍ବ

ଇଭିଏମରେ ଅସୁବିଧା ନେଇ ମତଦାନରେ ବିଳମ୍ବ । ଧାଡିରେ ଛିଡା ହୋଇଛନ୍ତି କୋରାପୁଟ୍ ଜିଲ୍ଲାପାଳ ଓ ତାଙ୍କ ପତ୍ନୀ । କୋରାପୁଟ ନିର୍ବାଚନ ମଣ୍ଡଳୀର ଆଦର୍ଶ ମତଦାନ କେନ୍ଦ୍ରର ୧୩୯ ନମ୍ବର ବୁଥରେ ଭୋଟ୍ ଦାନ ବିଳମ୍ବ । ମେସିନ୍ ଅଚଳ ଯୋଗୁଁ ଅନେକ ଲୋକ ଲାଇନରେ ଛିଡା ହୋଇଛନ୍ତି ।ଇଭିଏମ ଅସୁବିଧା ନେଇ…

ଆପଣମାନଙ୍କ ପ୍ରତିଟି ଭୋଟ୍‌ ଗଣତନ୍ତ୍ରର ଭିତ୍ତିକୁ ମଜଭୁତ କରିବ: ମୁଖ୍ୟମନ୍ତ୍ରୀ

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ସୋମବାର ଅନୁଷ୍ଠିତ ହେଉଛି । ଏହି ପର୍ଯ୍ୟାୟରେ ରାଜ୍ୟର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ୨୮ ବିଧାନସଭା କ୍ଷେତ୍ରରେ ମତଦାନ ହେଉଛି। ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ…

୨୦୦ ରନ୍‌କୁ ବହୁତ ବଡ଼ 

ଚଳିତ ଆଇପିଏଲ୍‌ରେ ଅନେକ ମ୍ୟାଚ୍‌ଗୁଡ଼ିକର ସ୍କୋର ୩୦୦ ପାଖାପାଖି ହୋଇଯାଉଛି। ହେଲେ ରନ୍‌ର ପାହାଡ଼ ଛିଡ଼ା ହୋଇପାରୁଥିବା ଘଟଣାଗୁଡ଼ିକର କାରଣ ‘ଇମ୍ପାକ୍ଟ ପ୍ଲେୟର’ ବୋଲି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍‌ ତଥା ଦିଲ୍ଲୀ କ୍ୟାପିଟାଲ୍ସ ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଂ ଏକ ସାକ୍ଷାତକାରରେ…

ଆଜିର ରାଶିଫଳ

ମେଷ: ଘରୋଇ କାର୍ଯ୍ୟରେ ପରିବାରର ସହଯୋଗ ପାଇବେ। ବ୍ୟବସାୟରେ ବଡ଼ ଚୁକ୍ତି ହେବ। ଅଫିସରେ ଆପଣଙ୍କ କାମକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ବୃଷ: ପୂର୍ବରୁ କରିଥିବା ସମାଜିକ କାର୍ଯ୍ୟ ପାଇଁ ଆପଣ ସମ୍ମାନିତ ହେବେ। ନୂଆ ବେପାର କରିବା ପାଇଁ ମନ ସ୍ଥିର କରିବେ। ଚାକିରି ଆଶାୟୀଙ୍କ ପାଇଁ…

ଲାଭ ଖାଉଛନ୍ତି ତେଲ କମ୍ପାନି

ଆନ୍ତର୍ଜାତିକ ବଜାରରେ ତେଲ ଦରରେ ହେଉଥିବା ହ୍ରାସର ଲାଭରୁ ସାଧାରଣ ଜନତାଙ୍କୁ ବଞ୍ଚିତ କରିଥିବା ସରକାରୀ ତେଲ କମ୍ପାନିଗୁଡ଼ିକୁ ରେକର୍ଡ ଲାଭ କରିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ତିନି ତେଲ କମ୍ପାନି ୮୧,୦୦୦ କୋଟି ଟଙ୍କା ଲାଭ କରିଛନ୍ତି। ୨୦୨୨-୨୩ରେ ସେମାନଙ୍କ ‌ମିଳିତ ବାର୍ଷିକ ଲାଭ…

ବଡ଼ ନେତାଙ୍କ ଭାଗ୍ୟ ପରୀକ୍ଷା

ଆଜି ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ   ସକାଳେ ୯ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଆସନରେ ମତଦାନ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ମୋଟ ୧୭୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଉତ୍ତରପ୍ରଦେଶର କନୌଜ…