ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପି ପ୍ରତିନିଧିମଣ୍ଡଳୀ
ବିଜେଡି ସରକାରରେ ରାଜ୍ୟବାସୀ ଅତିଷ୍ଟ । ଶାସନର ପରିବର୍ତନ କରିବା ପାଇଁ ଲୋକେ ନିଷ୍ପତି ନେଇସାରିଛନ୍ତି । ବିଜେଡି ପରାଜୟ ଭୟରେ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଭୋଟରଙ୍କୁ ବିଭିନ୍ନ ଉପାୟରେ ପ୍ରଭାବିତ କରିବା ପାଇଁ ଅପଚେଷ୍ଟା କରୁଛି । ଯେଉଁଥିପାଇଁ ସରକାରୀ କଳ, ବଳ ଓ କର୍ମଚାରୀଙ୍କୁ…