ୟୁପିଆଇ ଟ୍ରାଞ୍ଜାକ୍ସନକୁ ସହଜ କରିବ ୟୁପିଆଇ ୱାଲେଟର

ଦେଶରେ ଅନେକ ୟୁପିଆଇ ଆପ୍ସ ଏପରି ସେବାମାନ ଦେଇଥାଏ । ଏହି ସମୟରେ ଆପଣ ପେଟିଏମ ୟୁପିଆଇ ୱାଲେଟର ବ୍ୟବହାର କରିପାରିବେ । ଏହାରି ମାଧ୍ୟମରେ ଆପଣ ୟୁପିଆଇ ଟ୍ରାଞ୍ଜାକ୍ସନକୁ ଖୁବଶିଘ୍ର ଏବଂ ସହଜରେ ପୂରା କରିପାରିବେ ।ପେଟିଏମର ସଞ୍ଚାଳନ କରୁଥିବା କମ୍ପାନୀ ୱାନ୯୭ କମ୍ୟୁନିକେସନ ଲିମିଟେଡ ସୋମବାର…

ନୌସେନା ଅଗ୍ନିବୀର ବିଜ୍ଞପ୍ତି

ଭାରତୀୟ ନୌସେନା ଅଗ୍ନିବୀର ଭର୍ତ୍ତି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଭାରତୀୟ ନୌସେନା ଦ୍ୱାରା ଅଗ୍ନିବୀର (MR) – 02/2024 ବ୍ୟାଚ୍ ତଥା ଅଗ୍ନିବୀର(SSR) – 02/2024 ବ୍ୟାଚରେ ଭର୍ତ୍ତି ପାଇଁ ଆବେଦନ ପ୍ରକିୟା ଆରମ୍ଭ କରିଛି । ଆଜିଠାରୁ ଏହି ବିଭାଗ ପ୍ରତି ପ୍ରାର୍ଥୀ ଆବେଦନ…

କାଲି କଟକରେ ରୋଡ୍ ସୋ’ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

କାଲି କଟକରେ ରୋଡ୍ ସୋ’ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଗୃହମନ୍ତ୍ରୀଙ୍କ ଗସ୍ତ ସୂଚୀରେ ପରିବର୍ତନ କରାଯାଇଛି । ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଥିବା ଅମିତ ଶାହାଙ୍କ କଟକ ସହ ଆସ୍କାର ସୋରଡା ଓ ବୌଦ୍ଧରେ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି ।ସୂଚନା ଅନୁସାରେ କାଲି ଦିନ ୧୨ଟା…

ଆଜି ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆଜି ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତୃତୀୟ ଥର ପାଇଁ ବାରଣାସୀରୁ ପ୍ରାର୍ଥୀ ହୋଇଛନ୍ତି ମୋଦୀ । ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାଚ୍ଚର୍ନା କରିଛନ୍ତି ପ୍ରଧାନମନ୍ତ୍ରୀ ।ଗତକାଲି ବାରଣାସୀରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ ସୋ’…

୭୪ ପ୍ରତିଶତ ମତଦାନ ସହ ସରିଲା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ

୨୪ ସିଂହାସନ ପାଇଁ ଓଡ଼ିଶାରେ ପଡିଛି ପ୍ରଥମ ପର୍ଯ୍ୟାୟ ଭୋଟ । ଇଭିଏମ୍ରେ ସିଲ୍ ହୋଇଛି ୨୭୧ ପ୍ରାର୍ଥୀଙ୍କ ଭାଗ୍ୟ । ଛୋଟ ମୋଟ ଗଣ୍ଡଗୋଳକୁ ଛାଡିଲେ ଶାନ୍ତିପୂର୍ଣ୍ଣ ଭାବେ ୪ ଲୋକସଭା ଏବଂ ଏହା ଅଧିନରେ ଆସୁଥିବା ୨୮ ବିଧାନସଭା ଆସନ ପାଇଁ ନିର୍ବାଚନ ଶେଷ ହୋଇଛି । ନିର୍ବାଚନ କମିଶନଙ୍କ ରିପୋର୍ଟ…

ଆଜିର ରାଶିଫଳ

ମେ‌ଷ: ଆପଣ ନିଜକୁ ଶକ୍ତିଶାଳୀ ଅନୁଭବ କରିବେ। ଆପଣଙ୍କର ସୃଜନଶୀଳ ପ୍ରତିଭା ଖୋଲିକରି ସାମ୍‌ନାକୁ ଆସିବ। ସାମାଜିକ କ୍ଷେତ୍ରରେ ମାନ ପ୍ରତିଷ୍ଠା ବଢ଼ିବ। ଶିକ୍ଷା କ୍ଷେତ୍ରରେ ଉନ୍ନତି ମିଳିପାରେ। ବୃଷ: ଆୟ ବଢ଼ାଇବା ଲାଗି ନୂଆ ଯୋଜନା ତିଆରି କରିବେ। ବିଗିଡ଼ିଥିବା ସମ୍ବନ୍ଧକୁ ସୁଧାରିବାରେ…

ମେଡିକାଲରେ ପ୍ରଦୀପ

ଆଜି ମତଦାନ ଦିବସର ସଂଧ୍ୟା‌ରେ ଗୋସାଇଁ ନୂଆଗାଁ ଅଞ୍ଚଳରେ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ବ୍ରହ୍ମପୁର ବିଧାନସଭା ଆସନର ସ୍ବାଧୀନ ପ୍ରାର୍ଥୀ ଶିବଶଙ୍କର ଦାଶ ଓରଫ ପିଣ୍ଟୁଙ୍କ ମଧ୍ୟରେ ଠେଲାପେଲା ହୋଇଛି। ଏଥିରେ ପ୍ରଦୀପ ଆହତ ହେବା ସହ ଏମ୍‌କେସିଜି ମେଡିକାଲ କଲେଜରେ…

ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ପରଲୋକ

ରାଜ୍ୟ ସଭା ସଦସ୍ୟ ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ସୋମବାର ପରଲୋକ ହୋଇଯାଇଛି। ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ କ୍ୟାନ୍‌ସରରେ ପୀଡ଼ିତ ଥିବା ଗତ ମାସରେ ଜଣାପଡ଼ିଥିଲା। ଏନେଇ ସେ ଲୋକ ସଭା ନିର୍ବାଚନରେ ଭାଗନେବାକୁ ଅସମର୍ଥ ପ୍ରକାଶ କରିଥିଲେ।ମଙ୍ଗଳବାର ତାଙ୍କ ମରଶରୀର…

ରୁଷିଆ ଆକ୍ରମଣ ମଧ୍ୟରେ ଅନୁରୋଧ କଲେ ଜେଲନସ୍କି

ଆଜି ମୁଖ୍ୟ ପ୍ରସଙ୍ଗ ହେଉଛି ରୁଷିଆର କାର୍ଯ୍ୟକଳାପ ଉପରେ ଆମର ପ୍ରତିକ୍ରିୟା। ଦିନସାରା ମୁଖ୍ୟ କମାଣ୍ଡର, ଗୁପ୍ତଚର ବିଭାଗ ଏବଂ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ରିପୋର୍ଟ ଆସିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଖାର୍କିଭ ଅଞ୍ଚଳକୁ ବିଶେଷ ଧ୍ୟାନ ଦିଆଯାଉଛି, ଯେଉଁଠାରେ ରୁଷିଆ ଏହାର ପାଦ ବିସ୍ତାର…

ବିଳମ୍ବରେ ଛୁଇଁବ ମୌସୁମୀ

ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ୱୀପପୁଞ୍ଜ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରକୁ ମୌସୁମୀ ବାୟୁ ଅଗ୍ରସର ହେବାକୁ ଏବେ ପାଗ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତବର୍ଷ ଏହି ସମୟରେ ଉପରୋକ୍ତ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ଅଗ୍ରସର ହୋଇଥିଲା। ତେବେ ୭…