ଚର୍ଚ୍ଚାରେ ପାର୍ଥ ସାମଥନ

ଦେଶର ଲୋକପ୍ରିୟ ଷ୍ଟଣ୍ଟ ଆଧାରିତ ରିୟଲିଟି ଶୋ ‘ଖତରୋଂ କେ ଖିଲାଡ଼ି ୧୪’ ପାଇଁ ଅନେକ ସେଲିବ୍ରିଟିଙ୍କ ପାଖକୁ ଅଫର ଯାଇଥିଲା । ଏହି କ୍ରମରେ ଲୋକପ୍ରିୟ ଟିଭି ଆକ୍ଟର ପାର୍ଥ ସାମଥନଙ୍କ ନାଁ ମଧ୍ୟ ସାମିଲ ଥିଲା କିନ୍ତୁ ସେ ଏହି ଶୋ’ର ଅଫରକୁ ମନା କରିଦେଇଥିଲେ । ସେ କହିଥିଲେ ଯେ ଅର୍ଥ ମାମଲାକୁ…

ଓଡ଼ିଶା କ୍ୟାମ୍ପ କରି ନିର୍ବାଚନୀ ପ୍ରଚାର କରିବେ ରାହୁଲ

ପୁଣି ଓଡ଼ିଶା ଗସ୍ତରେ ଆସି ପ୍ରଚାର କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏଥର ରାହୁଲ ଓଡ଼ିଶାରେ ବଡ଼ ଛାପ ଛାଡିବାକୁ ଯୋଜନା କରିଛନ୍ତି। କେବଳ ରାହୁଲ ନୁହନ୍ତି, ତାଙ୍କ ସହିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ମଧ୍ୟ ଓଡ଼ିଶା ଆସିବେ। ମେ ୨୬, ୨୭ ଓ ୨୮ରେ ଲଗାତର ତିନିଦିନ କ୍ୟାମ୍ପ…

କେନ୍ଦୁଝର ପ୍ରଚାର ମଞ୍ଚରୁ ଆଦିବାସୀ ଭୋଟରଙ୍କୁ ଭୋଟ ଅପିଲ କଲେ ଭି କେ ପାଣ୍ଡିଆନ୍

କେନ୍ଦୁଝରରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଭି କେ ପାଣ୍ଡିଆନ୍ ଚହିଛନ୍ତି , କେନ୍ଦୁଝରରେ ମେଡିକାଲ କଲେଜଠାରୁ ଆରମ୍ଭ କରି କଞ୍ଜିନିୟରିଙ୍ଗ କଲେଜ, ବ୍ୟାରେଜ୍ , ମା’ ତାରିଣୀଙ୍କ ମନ୍ଦିର ଉନ୍ନତିକରଣ ସବୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି । ଅନ୍ୟ ଜିଲ୍ଲାର ଆଦିବାସୀଙ୍କ ପରି…

ବନ୍ଦ ରହିବ ବ୍ୟାଙ୍କ୍‌

ସୋମବାର ୫ମ ପର୍ଯ୍ୟାୟ ମତଦାନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସୁରୁଖୁରୁରେ କିପରି ନିର୍ବାଚନ ଅନୁଷ୍ଠିତ ହେବ ସେ ନେଇ ଜିଲ୍ଲା ଅଧିକାରୀ ଏବଂ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।ଭାରତୀୟ ରିଜର୍ଭ…

ଲେମ୍ବୁପାଣି

ସକାଳୁ ଲେମ୍ବୁପାଣି ପିଇଲେ ଅନେକ ଉପକାର ମିଳିଥାଏ । ଲେମ୍ବୁପାଣିରେ ପୋଟାସିୟମ୍‌, ଫୋଲେଟ୍‌, ଆଣ୍ଟି ଅକ୍ସିଡାଣ୍ଟ, ଭିଟାମିନ୍‌ ସି ଆଦି ତତ୍ତ୍ୱ ରହିଥାଏ। ଲେମ୍ବୁପାଣିରେ ଥିବା କ୍ୟାଲସିୟମ୍‌ ଅକ୍ସାଲେଟ୍‌ କିଡ୍‌ନୀ ଷ୍ଟୋନ ସମସ୍ୟା ଦୂର କରିଥାଏ। ତେଣୁ ସକାଳେ ଏଥିରୁ ଅଧାଗ୍ଲାସ ପିଇଲେ ବହୁ…

ବିଜେପିରେ ମିଶିଲେ ସମୀର ଦାଶ

ବିଜେପିରେ ମିଶିଲେ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ । ଆଜି ବିଜେଡି ଛାଡିଥିଲେ ସମୀର ଦାଶ । ଦଳର ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ଦଳ ସଭାପତିଙ୍କୁ ଦେଇଥିଲେ ଇସ୍ତଫା ପତ୍ର । ପ୍ରାଥମିକ ସଦସ୍ୟ ପଦରୁ ଦେଇଥିଲେ ଇସ୍ତଫା । ଟିକେଟ ନମିଳିବା ନେଇ ଥିଲେ ଅସନ୍ତୁଷ୍ଟ । ଦଳ ଛାଡିବାର କାରଣ କହିବା…

ଜିଓ ଲଞ୍ଚ କଲା ନୂଆ ରିଚାର୍ଜ ପ୍ଲାନ୍

 ସମୟ ସମୟରେ ରିଲାଏନ୍ସ ଜିଓ ତାର ଗ୍ରାହକମାନଙ୍କୁ ଯୋଡ଼ି ରଖିବା ପାଇଁ ନୂଆନୂଆ ରିଚାର୍ଜ ପ୍ଲାନର ଘୋଷଣା କରିଥାଏ। ନିକଟରେ ଜିଓ ତାର ଦୀର୍ଘକାଳିନ ରିଚାର୍ଜ ପ୍ଲାନ୍ସରେ ପୋର୍ଟଫୋଲି‌ୟୋରେ ଏକ ନୂଆ ପ୍ଲାନ ଯୋଡ଼ିଛି। ଏହି ପ୍ଲାନ ବର୍ଷକର ଭେଲିଟି ସହିତ ବଜାରରେ ପ୍ରବେଶ କରିଛି।ଏହି ପ୍ଲାନର…

ପ୍ଲେଅଫରୁ ବିଦା ହେଲା ଚେନ୍ନାଇ

ଆଇପିଏଲର ଏକ ବଡ଼ ରୋମାଞ୍ଚକର ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସକୁ ୨୭ ରନରେ ପରାସ୍ତ କରି ପ୍ଲେଅଫରେ ନିଜର ସ୍ଥାନ ପକ୍କା କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଆରସିବିର ଏହି ବିଜୟର ହିରୋ ୟଶ ଦୟାଲ ସାଜିଥିବା ବେଳେ ମ୍ୟାଚର ଅନ୍ତିମ ଓଭରରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଉଟ୍…

ଜୁଲାଇ ୧୫ରୁ ଆରମ୍ଭ ହେବ ସିବିଏସଇ ସପ୍ଲିମେଣ୍ଟାରୀ ପରୀକ୍ଷା

ଜୁଲାଇ ୧୫ ତାରିଖରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ । ଆସନ୍ତା ସପ୍ତାହରେ ଏ ସମ୍ପର୍କରେ ସବିଶେଷ ବିବରଣୀ ପ୍ରକାଶ ପାଇବ । ଗତ ୧୩ ତାରିଖରେ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଉକ୍ତ ପରୀକ୍ଷାରେ ଗୋଟିଏ…

ସାମାଜିକ ଗଣମାଧ୍ୟମରେ ବଢ଼ି ଚାଲିଛି ଆପତ୍ତିଜନକ ପୋଷ୍ଟ୍‌ର ପରିମାଣ,ହଟିବ ୨୪୯ ବିବାଦୀୟ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ବଢ଼ି ଚାଲିଛି ଆପତ୍ତିଜନକ ପୋଷ୍ଟ୍‌ର ପରିମାଣ। ଏହା ସହିତ ଏହି ନିର୍ବାଚନ ସମୟରେ ରାଜନୀତି ସମ୍ବନ୍ଧୀୟ ହେଟ୍‌ ସ୍ପିଚ୍‌, ବିବାଦୀୟ/ମିଛ ଭିଡିଓ ନିର୍ବାଚନୀ ମାହୋଲକୁ ବିଗାଡ଼ିବାରେ ଯଥେଷ୍ଟ ଆଶଙ୍କା ରହିଛି। ଏବେ ସମାଜିକ ଗଣମାଧ୍ୟମରେ ନେତାମାନଙ୍କର ଡିପ୍‌ଫେକ୍‌ ପ୍ରସ୍ତୁତ…