ବଦଳିଲା ନିୟମ

ଡ୍ରାଇଭିଂ ଲାଇସେନ୍ସ ପାଇବା ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏବେ ଆବେଦନକାରୀଙ୍କୁ ଆର୍‌ଟିଓ ଯାଇ ଡ୍ରାଇଭିଂ ଟେଷ୍ଟ ଦେବାର ଆବଶ୍ୟକତା ପଡ଼ିବ ନାହିଁ। ଏଣିକି ବେସରକାରୀ ସଂସ୍ଥା ଡ୍ରାଇଭିଂ ଟେଷ୍ଟ କରୀବା ଏବଂ ସାର୍ଟିଫିକେଟ୍‌ ଜାରି କରିବା ଲାଗି ପଞ୍ଜିକୃତ ହେବେ। ଫଳରେ ଯେଉଁମାନଙ୍କୁ…

କିଣନ୍ତୁ ହିରୋର ଏହି ଦମଦାର ବାଇକ୍

ଆଜିକାଲି ସମସ୍ତଙ୍କର ଏକ ବାଇକ୍ ଅଛି, କିନ୍ତୁ କିଛି ଲୋକ ବଜେଟ୍ ଅଭାବ ହେତୁ ଏକ ନୂତନ ବାଇକ୍ କିଣି ପାରନ୍ତି ନାହିଁ, କିନ୍ତୁ ବର୍ତ୍ତମାନ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ, ଆଜ୍ଞା ହଁ ବର୍ତ୍ତମାନ ହିରୋ ପାସନ ପ୍ରୋ ମାତ୍ର ୪୦,୦୦୦ ଟଙ୍କାରେ ଉପଲବ୍ଧ । ଆସନ୍ତୁ ଜାଣିବା ଏହି ବାଇକ୍…

ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟ

ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ତାଙ୍କ ସହ ବୈଦେଶିକ ମନ୍ତ୍ରୀ ମଧ୍ୟ ପ୍ରାଣ ହରାଇଛନ୍ତି। ଉଭୟଙ୍କ ମୃତ୍ୟୁ ହୋଇଥିବା ଏବଂ ହେଲିକପ୍ଟରର ଭଗ୍ନାବଶେଷ ମିଳିଛି ବୋଲି ଇରାନ ଗଣମାଧ୍ୟମ ଦାବି କରିଛି।ସୂଚନାଯୋଗ୍ୟ, ରବିବାର ଦିନ ପାଖାପାଖି ୩ଟା…

ପୁରୀରେ ପ୍ରଧାନମନ୍ତ୍ରୀଙ୍କ ଶୋ’ ଆରମ୍ଭ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ପୁରୀରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ବଡ଼ଦାଣ୍ଡରୁ ରୋଡ୍‌ ଶୋ’ ଆରମ୍ଭ କରିଛନ୍ତି। ଏହି ରୋଡ୍‌ ଶୋ’ରେ ହଜାର ହଜାର ଲୋକ ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ରବିବାର…

ବାହା ହେବେ ସାରା

ବଲିଉଡର ଯୁବ ତାରକାମାନଙ୍କ ମଧ୍ୟରେ ଅଛନ୍ତି ଶୈଫ ଅଲି ଖାନ ଏବଂ ତାଙ୍କ ପୂର୍ବତନ ପତ୍ନୀ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନ ଅଛନ୍ତି। ସେ ଖୁବ କମ ସମୟ ମଧ୍ୟରେ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ଉଲ୍ଲେଖଥାଉ କି, ସାରା ଅଲି ଖାନ ତାଙ୍କ ଲଭ ଲଇଫକୁ ନେଇ…

କିପରି ଚିହ୍ନିବେ ଅସଲି ଓଆରଏସ ପାଣି? 

 ବର୍ତ୍ତମାନ ଅନେକ ଜିନିଷର ନକଲି ତଥା ଅପମିଶ୍ରିତ ଦ୍ରବ୍ୟ ବିକ୍ରି ହେଉଛି । ଅନେକ ଗୁଡ଼ିଏ ଡ୍ରିଙ୍କସ ମଧ୍ୟ ଏହିସବୁ ତାଲିକାରେ ସାମିଲ ହେଇଛି, ଯାହା ଖାଲି ଆଖିରେ ଚିହ୍ନିବା ବି କଷ୍ଟକର । ତେବେ ଲୋକମାନେ ଅସଲି ଏବଂ ନକଲିର ଭେଦଭାବ ଜାଣି ନପାରି ଏହାକୁ ଗ୍ରହଣ ମଧ୍ୟ କରୁଛନ୍ତି । ଯାହା…

ହାଇକୋର୍ଟରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ଓଡ଼ିଶା ହାଇକୋର୍ଟରେ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଓଡ଼ିଶା ହାଇକୋର୍ଟର ଅଫିସିଆଲ୍ ୱେବ୍‌ସାଇଟ୍‌ https://orissahighcourt.nic.in / କୁ ଯାଇ ଯାଞ୍ଚ କରିପାରିବେ। ଏନେଇ ଓଡ଼ିଶା ହାଇକୋର୍ଟ ଏକ ବିଜ୍ଞପ୍ତି ପ୍ରକାଶ କରିଛି।BA,…

ନ୍ୟୁୟର୍କ ଯିବ ପ୍ରଥମ ଦଫା ଭାରତୀୟ ଦଳ

ଭାରତୀୟ ଖେଳାଳି ଆସନ୍ତା ୨୫ ତାରିଖରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ନ୍ୟୁୟର୍କ ଯିବେ। ରୋହିତଙ୍କ ସହିତ ହାର୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ଯଶପ୍ରୀତ୍‌ ବୁମ୍‌ରା, ଋଷଭ ପନ୍ତ, ଅର୍ଶଦୀପ ସିଂହ, ଅକ୍ଷର ପଟେଲ୍‌ ପ୍ରଥମ ଦଫାରେ ଆମେରିକାରେ ପହଞ୍ଚିବେ। ଏମାନଙ୍କ ସହିତ ମୁଖ୍ୟ…

ସବୁଠୁ ଆଗରେ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର

ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ମଧ୍ୟରେ ବ୍ୟବସାୟକୁ ଦ୍ରୁତ ଗତିରେ ଆଗକୁ ବଢ଼ାଇବାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବ୍ୟାଙ୍କ ହେଉଛି ବ୍ୟାଙ୍କ ଅଫ୍‌ ମହାର‌ାଷ୍ଟ୍ର। ଅଧିକାଂଶ ବ୍ୟାଙ୍କ ବ୍ୟବସାୟରେ ଏକ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଆଣିବାକୁ ସଂଘର୍ଷ କରିଥିବା ବେଳେ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରର…

ନେତା ବାଛିବ ଓଡ଼ିଶା

ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେବ। ବରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସ୍କା ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ସମେତ ଏହା ଅଧୀନସ୍ଥ ୩୫ଟି ବିଧାନସଭା ଆସନରେ ଥିବା ୭୯,୬୯,୮୮୭ଜଣ ଜଣ ମତଦାତା ସେମାନଙ୍କର ପସନ୍ଦ୍‌ର ନେତା ବାଛିବେ। ନିର୍ବାଚନ ମଇଦାନରେ ମୋଟ୍ ୪୦ଟି ଆସନ ପାଇଁ…