ନେତାନ୍ୟାହୁ, ହମାସ୍ ନେତାଙ୍କ ନାଁରେ ଗିରଫ ଜାରି କରିବ ଆଇସିସି
ଯୁଦ୍ଧ ଅପରାଧରେ ସମ୍ପୃକ୍ତ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍ ଗାଲାଣ୍ଟ, ହମାସ୍ ନେତା ୟାହୟା ସିନ୍ଓ୍ବାର, ମହମ୍ମଦ ଡିଆବ ଇବ୍ରାହିମ ଅଲ୍-ମସ୍ରି ଏବଂ ଇସ୍ମାଇଲ୍ ହାନିୟେହଙ୍କ ବିରୋଧରେ ଅନ୍ତର୍ଜାତୀୟ ଆପରାଧିକ ଅଦାଲତ (ଆଇସିସି)…