ଟି୨୦ ବିଶ୍ବକପ ମ୍ୟାଚ୍: ଆଜି ଭାରତ-କାନାଡା ମ୍ୟାଚ୍
ଆଜି(ଶନିବାର) ଭାରତ ଓ କାନାଡା ମଧ୍ୟରେ ଗ୍ରୁପ-ଏ ର ଏକ ମ୍ୟାଚ ଫ୍ଲୋରିଡାର ଲୌଡରହିଲରେ ଖେଳାଯିବ। ଭାରତ ସୁପର-୮ରେ ପ୍ରବେଶ କରିସାରିଥିବାବେଳେ ଶେଷ ମ୍ୟାଚକୁ ଜିତି ଗ୍ରୁପ ଶୀର୍ଷରେ ରହିବାକୁ ଉଦ୍ୟମ କରିବ। ଅନ୍ୟପକ୍ଷରେ କାନାଡା ୩ଟି ମ୍ୟାଚରୁ ମାତ୍ର ଗୋଟିଏ ବିଜୟ ସହ ୪ର୍ଥ ସ୍ଥାନରେ ରହିଛି। …