ପାକିପାକିସ୍ତାନ ଠାରୁ ଅଧିକ ଆଣବିକ ଅସ୍ତ୍ର ରଖିଛି ଭାରତ
ଚୀନ ନିଜର ଆଣବିକ ଅସ୍ତ୍ର ସଂଖ୍ଯା ଦୁଇଗୁଣ କରିଥିବାବେଳେ ପାକିସ୍ତାନଠାରୁ ଅଧିକ ଆଣବିକ ଅସ୍ତ୍ର ରଖିଛି ଭାରତ। ବଡ଼କଥା ହେଉଛି ଗତ ୨୦୨୩ ଜାନୁଆରୀରେ ଚୀନ ନିକଟରେ ୪୧୦ ଆଣବିକ ଅସ୍ତ୍ର ରହିଥିବାବେଳେ ୨୦୨୪ ଜାନୁଆରୀରେ ଏହି ସଂଖ୍ଯା ହୋଇଛି ୫୦୦।ଷ୍ଟକହୋମ ଇଣ୍ଟରନ୍ଯାସନାଲ ପିସ୍ ରିସର୍ଚ୍ଚ…