ବିଏସଏନଏଲର ୩୦୦ ଦିନିଆ ରିଚାର୍ଜ ପ୍ଲାନ

ଭାରତୀୟ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର। ଜିଓ, ଏୟାରଟେଲ ଏବଂ ଭୋଡାଫୋନ୍ ସେମାନଙ୍କ ମୋବାଇଲ୍ ରିଚାର୍ଜ ଯୋଜନାକୁ ମହଙ୍ଗା କରିଛନ୍ତି। ହେଲେ ଇତିମଧ୍ୟରେ ସବୁଠୁ ଶସ୍ତା ରିଚାର୍ଜ ପ୍ଲାନ୍ ଲଞ୍ଚ କରି ଚର୍ଚ୍ଚାରେ ବିଏସଏନଏଲ କେବଳ ଶସ୍ତା ସ୍ୱଳ୍ପ ମିଆଦି ଯୋଜନା ନାହିଁ, ଦୀର୍ଘ…

ମୌସୁମୀ ବର୍ଷାରେ ମୁମ୍ବାଇର ସ୍ଥିତି ବେହାଲ, ସବୁଠି ପସିଲା ପାଣି

ମୌସୁମୀ ବର୍ଷାରେ ମାୟାନଗରୀ ମୁମ୍ବାଇର ସ୍ଥିତି ବେହାଲ ହୋଇଛି । ମୁମ୍ବାଇରେ ଗତ ୬ ଘଣ୍ଟା ମଧ୍ୟରେ ୩୦୦ ମିଲିମିଟର ବର୍ଷା ରେକର୍ଡ ହୋଇଛି, ଫଳରେ ପୁରା ସହର ଜଳମଗ୍ନ ହୋଇଯାଇଛି । ରେଲୱେ ଟ୍ରାକଠାରୁ ଆରମ୍ଭ କରି ରାସ୍ତାଘାଟ, ଘର ସବୁଠି ପଶିଛି ବର୍ଷା ପାଣି  । ପୁରା ସହର ଯେମିତି କୃତ୍ରିମ…

ଶତକ ହାସଲ ପରେ ବଡ଼ ଖୁଲାସା କଲେ ଅଭିଷେକ

ଅଭିଷେକ ଶର୍ମା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ମ୍ୟାଚରେ ଖାତା ନ ଖୋଲି ଆଉଟ ହୋଇଥିଲେ। ପରେ ତାଙ୍କୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଥିଲା। କିନ୍ତୁ ତାଙ୍କ କ୍ୟାରିୟରର ଦ୍ୱିତୀୟ ମ୍ୟାଚରେ ଅଭିଷେକ ଏକ ଚମତ୍କାର ଶତକ ସ୍କୋର କରି ସମସ୍ତଙ୍କ ଜବାବ ଦେଇଥିଲେ। ଭାରତ ଏବଂ ଜିମ୍ବାୱେ ମଧ୍ୟରେ…

ଆଜିର ରାଶିଫଳ

ମେଷ: କୌଣସି କାମରେ କମ୍ ପରିଶ୍ରମ କରି ଅଧିକ ଲାଭ ପାଇବେ। ନୂଆ ଦାୟିତ୍ବ ଭଲଭାବେ ତୁଲାଇବାକୁ ଚେଷ୍ଟା କରିବେ। ଆପଣଙ୍କ ଦାମ୍ପତ୍ୟ ଜୀବନ ଭଲ ରହିବ। ଛାତ୍ରଙ୍କ ଲାଗି ଦିନଟି ଶିକ୍ଷଣୀୟ ହେବ। ‌ ବୃଷ: ଭାବିଥିବା କାମ ନିଜ ସାମର୍ଥ୍ୟ ବଳରେ ପୂରା କରିବେ। ବନ୍ଧୁ ଆପଣଙ୍କ ଘରକୁ ଆସିପାରନ୍ତି।…

ଆଜି ଠାରୁ ଦୁଇ ଦିନିଆ ରୁଷ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି(ସୋମବାର)ଠାରୁ ଦୁଇ ଦିନିଆ ରୁଷ୍ ଗସ୍ତରେ ଯିବେ। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦୀ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ୨୨ତମ ଭାରତ-ରୁଷ୍ ବାର୍ଷିକ ସମ୍ମିଳନୀରେ ଯୋଗଦେବେ। ପୁଟିନଙ୍କ ନିମନ୍ତ୍ରଣ କ୍ରମେ ମୋଦୀ ରୁଷ୍ ଗସ୍ତ କରୁଛନ୍ତି।…

ଘୋଷଯାତ୍ରାର ଦ୍ୱିତୀୟ ଦିନ: ଗଡ଼ିଲା ତିନି ରଥ

ଘୋଷଯାତ୍ରାର ଦ୍ୱିତୀୟ ଦିନରେ ଚତୁର୍ଦ୍ଧା ମୂରତିଙ୍କର ନୀତିକାନ୍ତି ଶେଷ ପରେ ଗଡିଲାଣି ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ । ପଛେ ପଛେ ଆସୁଛି କାଳିଆ ସାଆଙ୍କ ନନ୍ଦିଘୋଷ ରଥ । ମଝିରେ ଆସୁଛନ୍ତି ମା’ ସୁଭଦ୍ରାଙ୍କ ଦେବଦଳନ ରଥ । ମହାପ୍ରଭୁଙ୍କ ରଥକୁ ଟାଣି ନେଉଛନ୍ତି ଶ୍ୱେତ ଘୋଡା । ୩ ରଥକୁ…

ରଥଯାତ୍ରା ପାଇଁ ଘୁଞ୍ଚିଲା ପିଜି ପ୍ରବେଶିକା ପରୀକ୍ଷା

୨୦୨୪-୨୫ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି-୨୦୨୪) ଗତ ୩ ତାରିଖରୁ ଆରମ୍ଭ ହୋଇଛି। ତେବେ ୮ ତାରିଖ ସୋମବାର ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ରଥଯାତ୍ରା ପାଇଁ ସରକାର ଛୁଟି ଘୋଷଣା କରିଥିବାରୁ ୮ ତାରିଖରେ ହେବାକୁ ଥିବା ପରୀକ୍ଷା…

ବଡଦାଣ୍ଡରେ ଶ୍ରୀଜିଉଙ୍କ ମଙ୍ଗଳ ଆଳତି

ସକାଳୁ ବଡଦାଣ୍ଡରେ ୩ ଠାକୁରଙ୍କ ରଥରେ ଶ୍ରୀଜିଉଙ୍କର ମଙ୍ଗଳ ଆଳତି ହୋଇଛି । ଗରାବଡୁ ସେବକ, ସିଂହାରୀ ସେବକ ଏବଂ ଅନ୍ୟ ସେବାୟତ ରଥ ଉପରେ ଭିନ୍ନ ଭିନ୍ନ ସେବା କରିବା ସହ କର୍ପୂର ଆଳତି, ବତି ଆଳତି ପରି ୩ ପ୍ରକାର ଆଳତି ହୋଇଛି । ବଡଠାକୁର ଶ୍ରୀବଳଭଦ୍ର, ମା’ ସୁଭଦ୍ରା, ଶ୍ରୀଜଗନ୍ନାଥଙ୍କ ସମେତ,…

ସୁରକ୍ଷା କର୍ମୀ ଆତଙ୍କବାଦୀ ମୁହାଁମୁହିଁ

ଗତକାଲି ଅପରାହ୍ନରୁ ଆଜି ସକାଳ ପର୍ଯ୍ୟନ୍ତ ଜାରି ରହିଥିବା ଦୁଇଟି ଏନକାଉଣ୍ଟରରେ ଦୁଇ ଯବାନ ସହିଦ ହୋଇଥିବା ବେଳେ ସୁରକ୍ଷା କର୍ମୀଙ୍କ ଗୁଳିରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟର କୁଲଗାମର ମୋଡରଗାମ ଏବଂ ଚିନିଗାମ ଗାଁରେ ଘଟିଛି। ଏହି ୬ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣ…

ସଅଳ ପହଣ୍ଡି

କାଲି ଭକ୍ତଙ୍କ ଗହଣରେ ଶ୍ରୀଗୁଣ୍ଡିଚା ଯାତ୍ରାର ଇଚ୍ଛା ରଖିଥିବା କାଳିଆ ସାଆନ୍ତ ତାଙ୍କ ଲୀଳା ରଚିଛନ୍ତି। ଆଜି ପହଣ୍ଡି ସଅଳ ହୋଇଥିଲେ ବି ରଥଟଣାରେ ବିଳମ୍ବ ହୋଇଛି। ଯେଉଁଥିପାଇଁ ତିନି ରଥ ବିଶେଷ ଆଗକୁ ଗଡ଼ି ପାରିନାହାନ୍ତି। ଅନ୍ଧାର ହୋଇଯିବାରୁ ସନ୍ଧ୍ୟା ୬ଟା ୪୫ରୁ ରଥଟଣା ବନ୍ଦ…