୫ଦିନ ହାଲୁକା ବର୍ଷା
ଶ୍ରୀକ୍ଷେତ୍ରରେ ଆଜି ମେଘୁଆ ପାଗ ରହିବା ସହ ଝିପିଝିପି ବର୍ଷା ପଡ଼ିଛି। ଶୁଖିଲା ପାଗ ଓ ପ୍ରବଳ ଗୁଳୁଗୁଳି ମଧ୍ୟରେ ମହାପ୍ରଭୁଙ୍କ ଘୋଷଯାତ୍ରାର ପ୍ରଥମ ଦିନ ଶେଷ ହୋଇଛି। ଅଧା ବାଟରେ ଅଟକି ରହିଥିବା ତିନି ରଥଙ୍କୁ ସୋମବାର ସରଧାବାଲିକୁ ଟାଣି ନିଆଯିବ। ଏହି ସମୟ ମଧ୍ୟରେ ପୁରୀରେ ମଧ୍ୟମରୁ…