ଏସିବି ମେଡିକାଲରେ ହାଉସ ସର୍ଜନ ଏବଂ ନର୍ସିଂ ଅଫିସର ମୁହାଁମୁହିଁ

କଟକ ଏସିବି ମେଡିକାଲରେ ହାଉସ ସର୍ଜନ ଏବଂ ନର୍ସିଂ ଅଫିସର ମୁହାଁମୁହିଁ । ମେଡିସିନ ୱାର୍ଡରେ ଜଣେ ରୋଗୀଙ୍କୁ ରକ୍ତ ଦେବାରେ ବିଳମ୍ବ ନେଇ ଦେଖାଦେଇଛି ବିବାଦ । ହାଉସ ସର୍ଜନ ଆସିବାରେ ବିଳମ୍ବ ହେବାରୁ ଏନେଇ ଅଭିଯୋଗ କରିଥିଲେ ନର୍ସିଂ ଅଫିସର । ଏହି ଘଟଣାକୁ ନେଇ ୧୦ ଜଣ ହାଉସ ସର୍ଜନ ସମ୍ପୃକ୍ତ…

ରାଜ୍ୟପାଳଙ୍କ ପୁଅକୁ ଗିରଫ ଦାବି

ରାଜଭବନ ସମ୍ମୁଖରେ କଂଗ୍ରେସ କର୍ମୀଙ୍କ ଧାରଣା ଓ ନାରାବାଜି । ଯୁବ ଓ ଛାତ୍ର କଂଗ୍ରେସର କର୍ମକର୍ତ୍ତାମାନେ ଆଜି ରାଜଭବନ ସମ୍ମୁଖରେ ରାଜ୍ୟପାଳଙ୍କ ପୁଅକୁ ଗିରଫ କରିବାକୁ ନାରାବାଜି କରିଛନ୍ତି । ରାଜ୍ୟପାଳଙ୍କ ପୁଅ ଲଳିତ କୁମାରଙ୍କ ନାଁରେ ଥାନାରେ ଏତଲା ଦେବା ପରେ କାହିଁକି ତାଙ୍କୁ ଗିରଫ…

ମହାପ୍ରଭୁଙ୍କ ସୁନାବେଶ,ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା

ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜୀଉ । ରଥରେ ଚତୁର୍ଦ୍ଧା ବିଗ୍ରହଙ୍କ ସୁନ୍ଦର ସୁନାବେଶ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ହେବ । ଭିଡ଼ ନିୟନ୍ତ୍ରଣ ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଛି। ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍…

ଭାରତ ରୁଷ୍ ସମ୍ପର୍କକୁ କାହିଁକି ନଜର ରଖୁଛି ଆମେରିକା ?

ଭାରତ ରୁଷ ସହିତ ନିଜର ସଂପର୍କକୁ ରୁଷ ଯୁକ୍ରେନ ବିବାଦକୁ ସମାପ୍ତ କରିବାକୁ ବ୍ୟବହାର କରୁ ବୋଲି ଆମେରିକାର ବିବୃତ୍ତି । ରୁଷ୍ ସହିତ ଭାରତର ଦୀର୍ଘ ଦିନର ସମ୍ପର୍କକୁ ବ୍ୟବହାର କରିବାକୁ ଆମେ ଉତ୍ସାହିତ କରିଛୁ ଏବଂ ରାଷ୍ଟ୍ରପତି ପୁଟିନଙ୍କୁ ତାଙ୍କର ବେଆଇନ ଯୁଦ୍ଧ ବନ୍ଦ କରିବାକୁ ଏବଂ ଏକ…

ରୋଜଗାରର ପନ୍ଥା ଦେଖାଉଛି ୟୁଟ୍ୟୁବ

ଡିଜିଟାଲ ଯୁଗରେ ରୋଜଗାରର ପନ୍ଥା ଦେଖାଉଛି ୟୁଟ୍ୟୁବ । ଯେଉଁଥିରେ କୌଣସି ଶିକ୍ଷାଗତ ଯୋଗ୍ୟତା ଦରକାର ପଡେନି । ନିଜ ନିଜର ଦକ୍ଷତା ବଳରେ ବିଭିନ୍ନ ପ୍ରକାରର ଭିଡିଓ ଅପଲୋଡ କରି ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି ୟୁଟ୍ୟୁବର୍ସ । ରିପୋର୍ଟ କହୁଛି ପ୍ରାୟ ୨ ବିଲିୟନରୁ ଅଧିକ ଉପଭୋକ୍ତା ୟୁଟ୍ୟୁବ…

ଗାଜା ସ୍କୁଲ୍‌ ଉପରେ ଆକ୍ରମଣ

ଗତ ୮ଦିନ ମଧ୍ୟରେ ଗାଜାର ବିଭିନ୍ନ ସ୍କୁଲ ଉପରେ ଇସ୍ରାଏଲର ଏହା ପଞ୍ଚମ ଆକ୍ରମଣ। ଗାଜାର ସ୍କୁଲ ଉପରେ ହୋଇଥିବା ଏହି ଆକ୍ରମଣର ତଦନ୍ତ ଲାଗି ଫ୍ରାନ୍ସ ଓ ଜର୍ମାନୀ ଦାବି କରିଛନ୍ତି। ମାତ୍ର ଇସ୍ରାଏଲ ସେନା କହିଛି ଯେ ସ୍କୁଲରେ ଆତଙ୍କବାଦୀମାନେ ଆଶ୍ରୟ ନେଇଥିବାରୁ ଏହାକୁ ନିଶାଣ କରି…

ଟ୍ରମ୍ପଙ୍କୁ ଜୋରଦାର ସ୍ବାଗତ

ଆକ୍ରମଣ ପରେ ପ୍ରଥମ ଥର ପାଇଁ ଡୋନାଲ୍ଡ ଟ୍ରମ୍ପ ସୋମବାର ରିପବ୍ଲିକାନ ନ୍ୟାସନାଲ କନଭେନସନ (ଆରଏନସି) ରେ ପହଞ୍ଚିଥିଲେ। ଏହି ସମୟରେ ଲୋକମାନେ ତାଙ୍କୁ ଜୋରଦାର କରତାଳି ଦେଇ ସ୍ବାଗତ କରିଥିଲେ। ଯେତେବେଳେ ଟ୍ରମ୍ପ ମିଲୱାକ୍ରେ ପହଞ୍ଚିଲେ, ସେତେବେଳେ ତାଙ୍କ ଡାହାଣ କାନରେ ଏକ ବ୍ୟାଣ୍ଡେଜ ଥିବା…

ରାଗିଲେ ଲେଖାଶ୍ରୀ କହିଲେ!

ଏଏସ୍‌ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣାରେ ବିଜେଡି ରାଜ୍ୟ ସରକାରଙ୍କୁ ଘେରିଛି। ମଙ୍ଗଳବାର  ଲେଖାଶ୍ରୀ ସାମନ୍ତସିଂହାର ଖବରଦାତା ସମ୍ମିଳନୀ କରି ରାଜ୍ୟସରକାରଙ୍କୁ ଘେରିବା ସହିତ ସିଧାସଳଖ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇଛନ୍ତି। ସେ ରାଜ୍ୟପାଳଙ୍କ ପୁଅଙ୍କୁ ତୁରନ୍ତ ଗିରଫ…

ବଜେଟ୍ ଆସିବା ପରେ ବଢ଼ିପାରେ ଔଷଧର ମୂଲ୍ୟ

2024-25 ଆର୍ଥିକ ବର୍ଷ ସମ୍ପୂର୍ଣ୍ଣ ବଜେଟ୍ ଆସିବା ପାଇଁ ଯାଉଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ନୂତନ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି, ଯାହା ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ହେବ। ଏହି ବଜେଟରୁ ସ୍ୱାସ୍ଥ୍ୟସେବା କ୍ଷେତ୍ର ପାଇଁ ବଡ଼ ଆଶା ରଖାଯାଇଛି ।ବଜେଟ୍…

ମହାପ୍ରଭୁ ଜଗନ୍ନାଥଙ୍କ ଆଖି କାହିଁକି ବଡ଼?

ମହାପ୍ରଭୁଙ୍କ ଆଖି କାହିଁକି ବଡ଼ ହୋଇଛି, ଏହା ପଛରେ ଅନେକ କାରଣ ରହିଛି । କେବଳ ମହାପ୍ରଭୁଙ୍କ ନୁହେଁ, ପ୍ରଭୁ ବଳଭଦ୍ର ଓ ମାଆ ସୁଭଦ୍ରାଙ୍କ ଆଖି ମଧ୍ୟ ବଡ଼ ।ଆପଣ ଏପର୍ଯ୍ୟନ୍ତ ଦେଖିଥିବେ ଈଶ୍ୱରଙ୍କ ସମସ୍ତ ମୂର୍ତ୍ତି ବା ଫଟୋ ଚିତ୍ର, ଭଗବାନଙ୍କ ଚେହେରା ତାଙ୍କ ମାନବ ରୂପ ଅନୁଯାୟୀ ଦେଖାଯାଇଛି।…