ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ କିଟ କ୍ୟାମ୍ପସରେ ଆୟୋଜିତ ‘ଓଡ଼ିଆ କବି ସମ୍ମିଳନୀ

ଭୁବନେଶ୍ବର: ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ କିଟ କ୍ୟାମ୍ପସରେ ଆୟୋଜିତ ‘ଓଡ଼ିଆ କବି ସମ୍ମିଳନୀ’ରେ କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ 5T ଅଧ୍ୟକ୍ଷ କବିତା ମାଧ୍ୟମରେ କବିତାର ସଜ୍ଞା ଉପସ୍ଥାପନ କରିଥିଲେ ।…

ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଦ୍ବିତୀୟ ଦିନ: ଭାଷାକୁ ନେଇ ଆମେ ଗର୍ବିତ

ଭୁବନେଶ୍ବର:  ରାଜଧାନୀ ଭୁବନେଶ୍ବରେ ଚାଲିଛି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ। ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଦ୍ବିତୀୟ ଦିନରେ ଆଧୁନିକ ଓଡିଶାର ଉତ୍ପତ୍ତି, ଓଡ଼ିଆ ଭାଷା ଓ ମହିଳା ସଶକ୍ତି କରଣ, ଓଡ଼ିଶାର ପ୍ରତ୍ନତତ୍ତ୍ଵ, ଆଧୁନିକ ଭାଷା ସାହିତ୍ୟ, ସାମୁଦ୍ରିକ ଐତିହ୍ୟ ଓ ଓଡ଼ିଶାର…

ଓଡ଼ିଶାରେ ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସ ଆରମ୍ଭ କଲା ଅନଲାଇନ ଆବେଦନ, ପ୍ରଗମନ୍ ଡଟ୍ ଇନ୍

କଂଗ୍ରେସ ଟିକେଟ ଆଶାୟୀଙ୍କ ପାଇଁ ଆରମ୍ଭ ହେଲା ଅନଲାଇନ୍‌ ଆବେଦନ  । ଓଡ଼ିଶାରେ ଆରମ୍ଭ ହେଲା ପ୍ରଗମନ୍ ଅଭିଯାନ। ସାମ୍ବାଦିକ ସମ୍ମିଳନୀରେ ୱେବସାଇଟକୁ ଲଞ୍ଚ କରିଛନ୍ତି କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାର। ଆଜିଠାରୁ ୧୧ ଫେବ୍ରୁଆରୀ ଯାଏ ଆଶାୟୀମାନେ www.pragaman.in ରେ ଅନଲାଇନ୍‌ ଯୋଗେ…

ବଲ୍ ଜଳାଉ ଥିଲେ ସାବଧାନ!

ଆଧୁନିକ ଜୀବନଶୈଳୀରେ, ଆମମାନଙ୍କ ମଧ୍ୟରୁ ଅନେକ ଘରେ ବାସ କରନ୍ତି ଯେଉଁଠାରେ ପ୍ରାକୃତିକ ଆଲୋକର ଅଭାବ ଥାଏ।ଉଚ୍ଚ କୋଠା କିମ୍ବା ଛୋଟ ଝରକା ହେତୁ ଏହା ଆମ ଘରର ପରିବେଶକୁ ବହୁତ ପ୍ରଭାବିତ କରିଥାଏ। ଏହି କାରଣରୁ, ଅନେକ ଲୋକ ଦିନରାତି ବଲ୍ବ ଏବଂ ଟ୍ୟୁବ୍ ଲାଇଟ୍ ପରି କୃତ୍ରିମ ଲାଇଟ୍ ଲଗାଇ…

ମାଟ୍ରିକ୍ ପରୀକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା

ଆସନ୍ତା ଫେବ୍ରୁଆରୀ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛନ୍ତି ମାଟ୍ରିକ୍ ପରୀକ୍ଷା। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୫୧ ହଜାର ୬୧୧ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ବୋର୍ଡ ପକ୍ଷରୁ ୩ ହଜାର ୭୩ଟି ପରୀକ୍ଷା କେନ୍ଦ୍ର ଏବଂ ଦୁର୍ଗମ ଅଞ୍ଚଳର ୨୧ଟି ଥାନାକୁ ନୋଡାଲ୍ ସେଣ୍ଟର…

ଜେଲ୍ ଯିବେ ପୁନମ୍ ପାଣ୍ଡେ?

ପୁନମ୍ ପାଣ୍ଡେ ନିଜେ ଇନଷ୍ଟାଗ୍ରାମରେ ତାଙ୍କ ମୃତ୍ୟୁର ମିଥ୍ୟା ଖବର ସେୟାର କରି ପ୍ରଚାର କରିବାକୁ ଚେଷ୍ଟା କରିଥିଲେ। ତେବେ ତାଙ୍କର ଏଭଳି କାର୍ଯ୍ୟ ଯୋଗୁଁ ଲୋକମାନେ ସୋସିଆଲ ମିଡିଆରେ ବିରକ୍ତି ହୋଇଛନ୍ତି। ଏଭଳି ପରିସ୍ଥିତିରେ, ମିଥ୍ୟା ଖବର ପ୍ରସାରଣ ପାଇଁ ପୁନମ୍ ପାଣ୍ଡେଙ୍କ ବିରୋଧରେ…

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଓଡ଼ିଶା ଆସି ନିର୍ବାଚନୀ ବିଗୁଲ ବଜାଇବେ ରାହୁଲ ଗାନ୍ଧୀ । ଏଥିପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ଗସ୍ତ ଅବସରରେ ୩ଟି ସାଙ୍ଗଠାନିକ ଜିଲ୍ଲା ଯଥା ରାଉଲକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ରାହୁଲଙ୍କ ନ୍ୟାୟ ଯାତ୍ରାର କାର୍ଯ୍ୟକ୍ରମ…

ଫର୍ମକୁ ଫେରିଲେ ଗିଲ୍

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବିସ୍ଫୋରକ ଶତକ ହାସଲ କରି ଦଳରେ ନିଜ ସ୍ଥାନକୁ ସୁରକ୍ଷିତ ରଖିବାର ଆଶା ଉଜ୍ଜୀବିତ ରଖିଛନ୍ତି ଷ୍ଟାର ବ୍ୟାଟର । ତୃତୀୟ ଦିନରେ ଭାରତ ଲଗାତାର ୱିକେଟ ହରାଇବା ବେଳେ ଶୁଭମନ ଗୋଟିଏ ପକ୍ଷରେ ରହି ଏକ ଦମଦାର ଶତକ ହାସଲ କରିଛନ୍ତି । ଏହାସହ ନିଜ କ୍ୟାରିୟର…

କର୍କଟ ଓ ଯୋଗ

ଆଜି ବିଶ୍ୱ କର୍କଟ ଦିବସ, ଏହି ରୋଗ କାହାକୁ ବି ନିଜ ଶିକାର କୁ ନେଇ ପାରେ,ମହିଳାମାନେ କେତେକ ପ୍ରକାରର କର୍କଟ ପ୍ରତି ଅଧିକ ସମ୍ବେଦନଶୀଳ ହୋଇଥନ୍ତି। ଏଭଳି ପରିସ୍ଥିତିରେ, କର୍କଟ ଦିବସ ଅବସରରେ, ମହିଳାମାନଙ୍କଠାରେ ଘଟୁଥିବା ଏହି ପ୍ରମୁଖ କର୍କଟ ବିଷୟରେ ଜାଣିବା ଏବଂ ଏନେଇ କେଉଁସବୁ ଯୋଗାସନ…

ଇମ୍ରାନ ଓ ତାଙ୍କ ପତ୍ନୀ ଙ୍କୁ ୭ବର୍ଷ ଜେଲ

ପାକିସ୍ତାନର ପୂର୍ଵତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଶଙ୍କଟ ରେ,ଫେବ୍ରୁଆରି ୮ ରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ପାକିସ୍ତାନ ତେହରିକ-ଏ-ଇନସାଫ୍ (ପିଟିଆଇ) ଦଳର ପ୍ରତିଷ୍ଠାତାଙ୍କ ଇମ୍ରାନଙ୍କ ପାଇଁ ଅତି ଜଟିଳ ସ୍ଥିତି ଉପୁଜିଛି। ନିକଟରେ ଦୁଇଟି ମାମଲାରେ ତାଙ୍କୁ ଦଣ୍ଡାଦେଶ…