ଓଡ଼ିଶାରେ ପ୍ରବେଶ କରିବ କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା

ଭୁବନେଶ୍ବର: ମଙ୍ଗଳବାର ଓଡ଼ିଶା ପ୍ରବେଶ କରିବ କଂଗ୍ରେସର ଭାରତ ଯୋଡ଼ ଯାତ୍ରା। ଝାଡ଼ଖଣ୍ଡର ବାସଜୋଲ ପରେ ସୁନ୍ଦରଗଡ଼ ବୀରମିତ୍ରପୁରରେ ଏହି ଅଭିଯାନ ପହଞ୍ଚିବ। ବୀରମିତ୍ରପୁରର ବିଜାବାହାଲରେ ଅଭିଯାତ୍ରୀ କରିବେ ରାତ୍ରୀଯାପନ। ୭ ତାରିଖ ସକାଳେ ରାଉରକେଲା ଉଦିତ ନଗରରୁ ଆରମ୍ଭ ହେବ ପଦଯାତ୍ରା।…

ଉଦଯାପିତ ହେଲା ଆଦିବାସୀ ମେଳା

ଆଦିବାସୀ ମେଳା ୨୦୨୪’ ଉଦଯାପିତ ହୋଇଯାଇଛି। ମେଳାରେ ୧୨ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା ବେଳେ ୫ କୋଟିରୁ ଅଧିକ ଟଙ୍କାର ଜନଜାତି ସାମଗ୍ରୀ କାରବାର ହୋଇଥିଲା। ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ,…

୮ ତାରିଖ ଯାଏଁ ଜାରି ରହିବ ଓଡ଼ିଆ ଭାଷା ସମ୍ମିଳନୀ: ପ୍ରଶଂସା ସାଉଁଟିଲେ ସରକାର

ଆଜି ଉଦ୍‌ଯାପନୀ ହେବାକୁ ଥିବା ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ର ଅବଧି କୁ ଆଉ କିଛି ଦିନ ବଢ଼େଇ ଦିଆ ଯାଇଛି ।  ପ୍ରବଳ ଜନସମାଗମକୁ ଦେଖି ଏପରି ନିଷ୍ପତ୍ତି ନିଆଯାଇଛି । ସମ୍ମିଳନୀ ଆସନ୍ତା ୮ ତାରିଖ ଯାଏଁ ଜାରି ରହିବ । ଏ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି,ମୁଖ୍ୟମନ୍ତ୍ରୀ…

ବାୟୋମେଟ୍ରିକ ସହିତ ଲିଙ୍କ ହୋଇନାହିଁ ୧୧.୪୮ କୋଟି ସ୍ଥାୟୀ ଆକାଉଣ୍ଟ ନମ୍ବର

ସୋମବାର ଦିନ ସରକାର ସଂସଦକୁ ସୂଚନା ଦେଇଛନ୍ତି ଯେ ପ୍ରାୟ ୧୧.୪୮ କୋଟି ସ୍ଥାୟୀ ଆକାଉଣ୍ଟ ନମ୍ବର ବାୟୋମେଟ୍ରିକ ସହିତ ଏବେ ବି ଲିଙ୍କ ହୋଇନାହିଁ | କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ଲୋକସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ ଆଧାର ସହ ପ୍ୟାନ ଲିଙ୍କ ହୋଇନଥିବା ସଂଖ୍ୟା ୨୯…

ଆମ୍ବେଦକରଙ୍କ  ନାମରେ ବରମୁଣ୍ଡାର  ନବନିର୍ମିତ  ବସ ଷ୍ଟାଣ୍ଡ

ମହାନ୍  ପ୍ରବକ୍ତା  ଡକ୍ଟର ଆମ୍ବେଦକରଙ୍କ  ନାମରେ  ନାମିତ  ହେବ ଭୁବନେଶ୍ଵର  ବରମୁଣ୍ଡାର  ନବନିର୍ମିତ  ବସ ଷ୍ଟାଣ୍ଡ  । ଏନେଇ ଆଜି  ମୁଖ୍ୟମନ୍ତ୍ରୀ  ନବୀନ  ପଟ୍ଟନାୟକ  ଏହା  ପ୍ରକାଶ କରିବା  ସହ ଡକ୍ଟର ଆମ୍ବେଦକର ଙ୍କ  ପ୍ରତି  ଗଭୀର  ଶ୍ରଦ୍ଧାଞ୍ଜଳି  ଅର୍ପଣ  କରିଛନ୍ତି  । ଆଗକୁ…

କଂଗ୍ରେସକୁ ଟାର୍ଗେଟ କଲେ ପୁଣି ପ୍ରଧାନମନ୍ତ୍ରୀ ମୋଦୀ

ନିର୍ବାଚନ ପାଖେଇ ଆସୁଥିବା ବେଳେ ଲୋକସଭାରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଯେ ବିରୋଧୀ ନେତାଙ୍କ କଥା ଶୁଣିବା ପରେ ଲାଗୁଛି ଯେ ସେମାନେ ଦୀର୍ଘ ଦିନ ଧରି ସେମାନେ ସେଠାରେ (ବିରୋଧୀ ଦଳ) ବସିବା ପାଇଁ ସଂକଳ୍ପ ନେଇଛନ୍ତି। ଏପରିକି ଅନେକ…

ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ବର: ଷୋଡ଼ଶ ବିଧାନସଭା  ଅଧିବେଶନ ଆରମ୍ଭ ପୂର୍ବରୁ  ଶୋକ ବ୍ୟକ୍ତ କଲେ ରାଜ୍ୟପାଳ ରଘୁବର ଦାସ। ଏହାପରେ ଗୃହରେ ନିଜର ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ।  ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ ଉପଲବ୍ଧିକୁ ବିଧାନସଭାରେ ରଖିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ରାଜ୍ୟ ସରକାର ମା’…

ଲାପଟପ୍ ବାରମ୍ବାର ଗରମ ହେଉଛି କି? 

ଅଫିସ୍ ହେଉ କିମ୍ବା ପିଲାମାନଙ୍କ ସ୍କୁଲ୍ ହୋମୱାର୍କ, ସମସ୍ତ କାର୍ଯ୍ୟ ପାଇଁ ଲାପଟପ୍ ଆବଶ୍ୟକ । ଏକ ଲାପଟପ୍ ବ୍ୟବହାର କରିବାବେଳେ ଅନେକ ଥର ଏପରି ସମସ୍ୟା ଉପୁଜେ ଯାହା ବିଷୟରେ ଆମକୁ ଜଣାନଥାଏ ।ଏହିପରି ଗୋଟିଏ ସମସ୍ୟା ହେଉଛି ଲାପଟପ୍ ଗରମ ହେବା । ଅନେକ ଥର ଆମେ ଭାବୁ ଯେ ଅନେକ ସମୟ ଧରି…

ମହାପ୍ରଭୁଙ୍କ ନୀତି ବିଳମ୍ବ

ସିଂହାରି-ସୁପକାର ସେବକ ବିବାଦ କାରଣରୁ ମହାପ୍ରଭୁଙ୍କ ଗତକାଲିର ପହୁଡ଼ ହୋଇପାରିନି। ବିନା ପହୁଡ଼ରେ ଆଜିର ନୀତି ଆରମ୍ଭ ହୋଇଛି ହୋଇଛି । ଗତକାଲି ସିଂହାରି-ସୁପକାର ସେବକ ବିବାଦ କାରଣରୁ ମହପ୍ରଭୁଙ୍କ ଗତକାଲିର ପହୁଡ଼ ହୋଇପାରିନଥିଲା । ବିନା ପହୁଡ଼ରେ ଆଜିର ନୀତି ଆରମ୍ଭ ହୋଇଛି। । ଗତକାଲି…

ଆଇଜର ପକ୍ଷରୁ ନିଯୁକ୍ତି

ରାଜ୍ୟର ବ୍ରହ୍ମପୁର ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଆଇଜର) ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ସୁପରିଟେଣ୍ଡିଙ୍ଗ ଇଞ୍ଜିନିୟର ଓ ଜୁନିୟର ସୁପରିଟେଣ୍ଡେଣ୍ଟ ପଦରେ ନିଯୁକ୍ତି ଦିଆଯିବ । ଏହି ନିଯୁକ୍ତି ବିଷୟର ଅଧିକ ତଥ୍ୟ ଜାଣିବା ପାଇଁ…