ଇମ୍ରାନ ଓ ତାଙ୍କ ପତ୍ନୀ ଙ୍କୁ ୭ବର୍ଷ ଜେଲ

ପାକିସ୍ତାନର ପୂର୍ଵତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଶଙ୍କଟ ରେ,ଫେବ୍ରୁଆରି ୮ ରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ପାକିସ୍ତାନ ତେହରିକ-ଏ-ଇନସାଫ୍ (ପିଟିଆଇ) ଦଳର ପ୍ରତିଷ୍ଠାତାଙ୍କ ଇମ୍ରାନଙ୍କ ପାଇଁ ଅତି ଜଟିଳ ସ୍ଥିତି ଉପୁଜିଛି। ନିକଟରେ ଦୁଇଟି ମାମଲାରେ ତାଙ୍କୁ ଦଣ୍ଡାଦେଶ…

୨ଲକ୍ଷ ୬୦ହଜାର କୋଟିର ବଜେଟ୍

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୨ଲକ୍ଷ ୬୦ହଜାର କୋଟିର ବଜେଟ୍ କରିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏଥିରୁ ପ୍ରାୟ ୯୦ହଜାର କୋଟି ଟଙ୍କା ଅନ୍ତରୀଣ ବଜେଟ୍ ରହିଛି। ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ…

ବନ୍ଦ ହୋଇଯିବ 3G ସେବା! 

ଏୟାରଟେଲ ଓ ଜିଓ ପରେ ଏବେ ଭୋଡାଫୋନ୍-ଆଇଡିଆ ବି ଭାରତରେ 5G ସର୍ଭିସ ଲଞ୍ଚ କରିବାକୁ ଯାଉଛନ୍ତି । ଏହି କମ୍ପାନୀ ଆଗାମୀ ୬-୭ ମାସ ମଧ୍ୟରେ ଭାରତରେ 5G ସର୍ଭିସ ଲଞ୍ଚ କରିବା ପାଇଁ ଯୋଜନା କରୁଛନ୍ତି । 5G ରେସରେ ଭୋଡାଫୋନ-ଆଇଡିଆ ଆସିବା ପରେ ଜିଓ ଓ ଏୟାଟେଲକୁ କଡ଼ା ଟକ୍କର ମିଳିପାରେ ।…

ଆଜି ବିଶ୍ୱ କର୍କଟ ଦିବସ

ଆଜି ବିଶ୍ୱ କର୍କଟ ଦିବସ । ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଓ ବିଭିନ୍ନ ସେବା ସଙ୍ଗଠନ ଦ୍ୱାରା ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କ୍ୟାନ୍‌ସର ଦିବସ ଭାବେ ପାଳନ କରାଯାଏ । ତେବେ ଚଳିତବର୍ଷ ବିଶ୍ୱ କ୍ୟାନ୍‌ସର ଦିବସର ବାର୍ତ୍ତା ରହିଛି ‘ଆଇ ଆମ୍‌ ଆଣ୍ଡ ଆଇ ଉଇଲ୍‌’। ଭୁଲ୍ ସୂଚନା ଏବଂ…

ଡେମୋକ୍ରାଟିକ୍ ପ୍ରାଇମେରି’ରେ ହେଲେ ବିଜୟୀ ବାଇଡେନ୍

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଦକ୍ଷିଣ କାରୋଲିନାର ‘ଡେମୋକ୍ରାଟିକ୍ ପ୍ରାଇମେରି’ ବା ପ୍ରାରମ୍ଭିକ ନିର୍ବାଚନରେ ବିଜୟ ହାସଲ କରିଛନ୍ତି । ନଭେମ୍ବରରେ ହେବାକୁ ଥିବା ‘ରିପବ୍ଲିକାନ୍’ ନିର୍ବାଚନରେ ପ୍ରତିଦ୍ୱନ୍ଦୀ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରିବେ ବୋଲି ବାଇଡେନ୍ କହିଛନ୍ତି ।ଆମେରିକା…

ଟ୍ୱିନ ସିଟିରେ ଘନକୁହୁଡ଼ି !

ଆଜି ଭୋରୁ ଘନ କୁହୁଡ଼ି ଦେଖିବାକୁ ମିଳିଛି । ବିଶେଷ କରି ଟ୍ୱିନ ସିଟିରେ କୁହୁଡ଼ିର ପରିମାଣ ଖୁବ ଅଧିକ ରହିଥିବା ଅନୁମାନ କରାଯାଉଛି । ରାସ୍ତା ଠିକ ଭାବରେ ଦେଖା ଯାଉ ନଥିବା ବେଳେ ଯାତାୟତ ଉପରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି । ତେବେ କଟକ ଭୁବନେଶ୍ୱରର କିଛି ଅଞ୍ଚଳରେ ଏହି ଘନକୁହୁଡ଼ି ପାଇଁ…

ସୀତା ସିାଗାରେଟ ଟାଣିବା ପରେ ପୁଣେ ବିଶ୍ୱବିଦ୍ୟାଳୟର ପ୍ରଫେସର ଓ ୫ ଛାତ୍ର ଗିରଫ

ସୀତା ସିାଗାରେଟ ଟାଣିବା ପରେ ପୁଣେ ବିଶ୍ୱବିଦ୍ୟାଳୟର ପ୍ରଫେସର ଓ ୫ ଛାତ୍ର ଗିରଫ  । ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଷ୍ଟେଜ ଉପରେ ଜଣେ ପୁରୁଷ କଳାକାର ମା’ ସୀତାଙ୍କ ଭୂମିକାରେ ରହିଛନ୍ତି। ସେ ସିଗାରେଟ ଟାଣିବା ସହ ବିଭିନ୍ନ ପ୍ରକାରର ଅସଭ୍ୟ ଭାଷା ପ୍ରୟୋଗ କରୁଛନ୍ତି।…

ଆଜିର ରାଶିଫଳ

ମେଷ: କର୍ମକ୍ଷେତ୍ରରେ ଶୁଭଫଳ ମିଳିବ ଏବଂ ବାକିପଡ଼ିଥିବା ଅର୍ଥ ହାତକୁ ଆସିବାରୁ ମନ ଖୁସି ରହିବ । ପୂଜାପୁଜିରେ ଅଧିକ ସମୟ ଅତିବାହିତ କରିବେ ଓ ସୁସ୍ୱାଦୁ ଭୋଜନ କରିବେ । ରାଜନୀତି କରୁଥିବା ବ୍ୟକ୍ତି ଦୂରସ୍ଥାନକୁ ଯାତ୍ରା କରିବେ ଓ ଅଚାନକ ଅର୍ଥପ୍ରାପ୍ତି ହେବ । ବୃଷ : ବ୍ୟବସାୟରେ ଲାଭ…

ଶକ୍ତିଶାଳୀ ଅସ୍ତ୍ରରେ ଲଢାଯାଇଥିଲା ମହାଭାରତ ଯୁଦ୍ଧ

ମହାଭାରତ ଯୁଦ୍ଧ ସମୟରେ କେଉଁ ଅସ୍ତ୍ର ବ୍ୟବହାର କରାଯାଇଥିଲା ସେଗୁଡିକ କଣ ପାଇଁ ଖାସ ? ପୁରାଣ ଅନୁଯାୟୀ, ମନ୍ତ୍ର ମାଧ୍ୟମରେ ଦୂରରୁ ଶତ୍ରୁକୁ ଆକ୍ରମଣ କରିବା ପାଇଁ ବ୍ୟବହୃତ ହେଉଥିବା ଜିନିଷକୁ ଅସ୍ତ୍ର କୁହାଯାଏ। ଏଗୁଡିକ ଅଗ୍ନି, ଗ୍ୟାସ୍, ବିଦ୍ୟୁତ ଏବଂ ଯାନ୍ତ୍ରିକ ପଦକ୍ଷେପ ଦ୍ୱାରା…

ଇରାନ ପୋଷ୍ଟ ଉପରେ ଏୟାର ଷ୍ଟ୍ରାଇକ୍

ଇରାକ ଏବଂ ସିରିଆରେ ଇରାନ ପୋଷ୍ଟ ଉପରେ ଆମେରିକା ଅନେକଗୁଡ଼ିଏ ଏୟାର ଷ୍ଟ୍ରାଇକ୍ କରିଛି। ​​ଯେଉଁଥିରେ ଅନେକ ଲୋକଙ୍କ ମୃତ୍ୟୁ ବିଷୟରେ ସୂଚନା ସାମ୍ନାକୁ ଆସୁଛି। ତେବେ ଆମେରିକା ଏବଂ ଇରାନ ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି।ଗତ ସପ୍ତାହରେ ଜୋର୍ଡାନରେ…