କେଦାରନାଥରେ ଫସିଥିବା ୪ ଓଡିଆ କାଉଡିଆ ସୁରକ୍ଷିତ ଉଦ୍ଧାର

କେନ୍ଦୁଝର ଜିଲ୍ଲାର ତେଲକୋଇ ଓ ସଦର ଥାନା ଅଞ୍ଚଳର ୪ ଜଣ କାଉଡ଼ିଆ ଉତ୍ତରାଖଣ୍ଡର କେଦାରନାଥରେ ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ ୪ ଦିନ ଧରି ଫଶି ରହିବା ପରେ ଆଜି ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ସକାଳ ୭ଟାରୁ ପାଦରେ ଚାଲି ଚାଲି ଅପରାହ୍ନ ୩ଟାରେ ସୋନପ୍ରୟାଗଠାରେ ପହଞ୍ଚିଛନ୍ତି । ଏହି…

ଆଜି ଓଡ଼ିଆ ସାମ୍ବାଦିକତା ଦିବସ

ପ୍ରତିବର୍ଷ ଅଗଷ୍ଟ ୪ ତାରିଖକୁ ଓଡ଼ିଶା ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି । ଏହି ଦିନ ଜନ୍ମ ନେଇଥିଲା ଓଡ଼ିଶାର ପ୍ରଥମ ମୁଦ୍ରିତ ଓଡ଼ିଆ ସମ୍ବାଦପତ୍ର ‘ଉତ୍କଳ ଦୀପିକା’। ୧୮୬୬ ମସିହା ଅଗଷ୍ଟ ୪ ତାରିଖ ଦିନ କର୍ମବୀର ଗୌରୀଶଙ୍କର ରାୟ ଓ ବାବୁ ବିଚିତ୍ରାନନ୍ଦ ଦାସଙ୍କ ମିଳିତ ସହଯୋଗରେ ଏକ…

ଖୋଲିଲା ହୀରାକୁଦରେ ୪ଟି ଗେଟ୍

ଆଜି ସକାଳ ସାଢ଼େ ୯ଟାରେ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ପରମ୍ପରା ଅନୁଯାୟୀ ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ପ୍ରଥମେ ବାମ ପାର୍ଶ୍ବର ୭ ନମ୍ବର ଗେଟ୍‌ ଖୋଲାଯାଇଥିଲା। ତାପରେ ତାକୁ ମିଶାଇ ବାମ ପାର୍ଶ୍ବର ୫ଟି ଓ ଡାହାଣ ପାର୍ଶ୍ବର ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଥିଲା।…

ମମତାଙ୍କ ଦବଙ୍ଗଗିରି ମନ୍ତ୍ରୀ

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତ୍ରୀଙ୍କ ଦବଙ୍ଗଗିରି କରି ଗାଳିଗୁଲଜ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଶନିବାର ଜଣେ ମହିଳା ବନ ଅଧିକାରୀଙ୍କୁ ଧମକ ଦେଉଥିବାର ନଜର ଆସିଛନ୍ତି। ଏହାକୁ ନେଇ ରାଜ୍ୟ ଜେଲ୍ ମନ୍ତ୍ରୀ ଅଖିଳ ଗିରି ବିବାଦକୁ…

ଭାରତକୁ ଫେରୁଛି ଫୋର୍ଡ କମ୍ପାନି

ପୁଣି ଥରେ ଭାରତ ବଜାରକୁ ପ୍ରବେଶ କରିବ ଆମେରିକୀୟ କାର୍‌ କମ୍ପାନି ଫୋର୍ଡ ଉପରେ ବିଚାର କରୁଛି। କିନ୍ତୁ ଏଥର ନୂଆ ରଣନୀତି ସହ ଆସିବ। କମ୍ପାନି ଇଲେକ୍ଟ୍ରିକ କାର୍‌ ଆଣିବା ଯୋଜନା ରହିଛି। ଫୋର୍ଡର ସିଇଓ ଜିମ୍‌ ଫାରଲେ ଏବଂ ଗ୍ଲୋବାଲ କମ୍ପାନି ମୁଖ୍ୟାଳୟରେ ଭାରତରେ ପୁନଃପ୍ରବେଶର ଆର୍ଥିକ…

ସ୍ପଟିଙ୍ଗ କ’ଣ ! ଋତୁସ୍ରାବ ପୂର୍ବରୁ ହେଉଛି କି?

ପ୍ରତିମାସରେ ମହିଳାଙ୍କ ପିରିୟଡସ ହୋଇଥାଏ । ଫଳରେ ସେମାନଙ୍କ ଶରୀରରେ ପରିବର୍ତ୍ତନ ମଧ୍ୟ ଦୃଷ୍ଟିଗୋଚର ହୁଏ । ତେବେ କେବେ କେବେ ଋତୁସ୍ରାବ ପୂର୍ବରୁ ହାଲୁକା ଭାବରେ ରକ୍ତ ମଧ୍ୟ ବାହାରିଥାଏ । ଯାହାକୁ ‘ସ୍ପଟିଙ୍କ’(spotting) କୁହାଯାଏ । ଏହା ସାଧାରଣ ଭାବରେ ଚିନ୍ତାର କାରଣ ହୋଇ ନ ଥାଇପାରେ…

ଅଗଷ୍ଟ ୬ରେ ବିଏଡ ରେଜଲ୍ଟ

ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।ଏନେଇ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବିଏଡ୍ ପ୍ରବେଶିକା ପରୀକ୍ଷାକୁ ରାଜ୍ୟ ଚୟନ ବୋର୍ଡ (ଏସଏସବି), ଓଡ଼ିଶା ଦ୍ୱାରା ପରିଚାଳିତ ହୋଇଥିବା ବେଳେ ଏହାର ଫଳ ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରାଯାଇଛି । ତେବେ…

ଟାଟା ଚେୟାରମ୍ୟାନଙ୍କ ବଡ ପ୍ଲାନ୍

ଗତକାଲି ମୋରିଗାଓଁ ଜିଲ୍ଲାର ଜାଗିରୋଡରେ ୨୭,୦୦୦ କୋଟି ଟଙ୍କା ମୂଲ୍ୟର ଏକ ସେମିକଣ୍ଡକ୍ଟର ଉତ୍ପାଦନ ଏବଂ ପରୀକ୍ଷଣ କାରଖାନାର ଭୁମି ପୂଜନ କରାଯାଇଥିଲା ।ଜାଗିରୋଡରେ ଥିବା ଟାଟା ସେମିକଣ୍ଡକ୍ଟର ପ୍ଲାଣ୍ଟ ହେଉଛି ଭାରତର ପ୍ରଥମ ସ୍ୱଦେଶୀ ସେମିକଣ୍ଡକ୍ଟର ଉତ୍ପାଦନ ଏବଂ ପରୀକ୍ଷଣ କାରଖାନା…

ଏକ୍ସପ୍ରେସ ଟ୍ରେନରେ ଲାଗିଲା ନିଆଁ 

ପ୍ଲାର୍ଟଫର୍ମରେ ଛିଡା ହୋଇଥିବା ଏକ୍ସପ୍ରେସ ଟ୍ରେନରେ ଲାଗିଲା ନିଆଁ । କୋରବା- ବିଶାଖାପାଟଣା ଏକ୍ସପ୍ରେସର ୩ଟି ଏସି କୋଚ୍ ରେ ଲାଗିଲା ନିଆଁ । ବିଶାଖାପାଟଣା ଷ୍ଟେସନର ୪ନଂ ପ୍ଲାଟଫର୍ମରେ ଅଘଟଣ । କୌଣସି ଯାତ୍ରୀଙ୍କ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

ମୁହଁ ଖୋଲିଲେ ଐଶ୍ୱର୍ଯ୍ୟା

ଗତ କିଛି ଦିନ ହେବ ଖବର ଆସିଛି ଯେ, ବଚ୍ଚନ ପରିବାରରେ କିଛି ଭଲ ନାହିଁ। ଐଶ୍ୱର୍ଯ୍ୟା ତାଙ୍କ ଝିଅ ଆରାଧ୍ୟାଙ୍କ ସହ ୧୫ ଦିନ ନ୍ୟୁୟର୍କରେ ଥିଲେ । ଏହି ସମୟେjର ଶୁଣିବାକୁ ମିଳିଥିଲା ଯେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଛାଡପତ୍ର ଦେବାକୁ ଯାଉଛନ୍ତି । ଏବେ ଐଶ ଭାରତ ଫେରିଛନ୍ତି। ଭାରତକୁ ଫେରିବା ପରେ…