ସିନ୍ଦେଙ୍କୁ ଭେଟିଲେ ରାଜ୍ ଠାକ୍‌ରେ

ଚଳିତ ବର୍ଷ ଶେଷରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାପୂର୍ବରୁ ନିର୍ବାଚନ ସମ୍ଭାବନାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ବିଭିନ୍ନ ରାଜନୈତିକ ଦଳର ସଦସ୍ୟଙ୍କ ମଧ୍ୟରେ କଥାବାର୍ତ୍ତା ଏବଂ ସାକ୍ଷାତ ପ୍ରକ୍ରିୟା ଆରମ୍ଭ ହୋଇଛି।ଏହି ସମୟରେ ମହାରାଷ୍ଟ୍ର ନବନିର୍ମାନ…

ଫାଷ୍ଟାଗ୍ କୁ ଅପଡେଟ୍ କିପରି କରିବେ

ଅଗଷ୍ଟ ୧ ରୁ ନୂତନ ଫାଷ୍ଟାଗ୍ ନିୟମ ଲାଗୁ କରିଛି । ଏହି ନୂଆ ନିୟମ ଅନୁସାରେ, ଯେଉଁ ୟୁଜର୍ସଙ୍କ Fastag ଆକାଉଣ୍ଟ୍ ପାଞ୍ଚ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ପାଇଁ ବନ୍ଦ ହୋଇ ରହିଛି, ସେହି ୟୁଜର୍ସଙ୍କୁ ଏହାକୁ ପରିବର୍ତ୍ତନ କରିବା ପାଇଁ ପଡିବ । ସେହିପରି ଯେଉଁ ଉପଭୋକ୍ତାଙ୍କ ଫାଷ୍ଟାଗ୍…

ଦିଗରେ କ’ଣ କରିବା ଶୁଭ ହୋଇଥାଏ ଜାଣନ୍ତୁ ସେ ସମ୍ପର୍କରେ

ପ୍ରତି ଦିଗର କିଛି ନା କିଛି ନିଜସ୍ବ ମହତ୍ତ୍ୱ ରହିଛି। ବିଶେଷକରି ଉତ୍ତର ଦିଗକୁ ସବୁଠୁ ଶୁଭ ବୋଲି ବିବେଚନା କରାଯାଏ; କାରଣ ଏହି ଦିଗରେ ଧନର ଦେବତା କୁବେର ବାସ କରିଥାନ୍ତି। ତେଣୁ ଏହି ଦିଗରେ କ’ଣ କରିବା ଶୁଭ ହୋଇଥାଏ ଜାଣନ୍ତୁ ସେ ସମ୍ପର୍କରେ… * ଉତ୍ତର ଦିଗର ପ୍ରଭୁ କୁହାଯାଉଥିବା…

ସାବଧାନ ଆସୁଛି ବାର୍ଡ ଫ୍ଲୁ

ଡବ୍ଲୁଏଚ୍ଓ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଏହା ଦ୍ୱାରା ହେଉଥିବା ସଂକ୍ରମଣ ପକ୍ଷୀ ଓ ମଣିଷଙ୍କ ଠାରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ତାଙ୍କୁ ନେଇ ଏକ ସ୍ୱତନ୍ତ୍ର ଚେତାବନୀ ଦିଆଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ସତର୍କତା ପରେ ସରକାର ମଧ୍ୟ ଏହାର…

ବିଗ୍ ବସ୍ ଓଟିଟି ୩ର ଟ୍ରଫି ହାତେଇଛନ୍ତି ସନା

ବିଗ୍ ବସ୍ ଓଟିଟି ୩ର ଫାଇନାଲିଷ୍ଟକୁ ନେଇ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଚଳିତ ସିଜିନକୁ ବିଶିଷ୍ଟ ବଲିଉଡ ଅଭିନେତା ଅନିଲ କପୁର ହୋଷ୍ଟ କରିଥିଲେ । କହିରଖୁଛୁ ଏହି ଶୋ’ର ଗୋଟିଏ ଏପିସୋଡ୍ ପାଇଁ ତାଙ୍କୁ ପ୍ରାୟ ୨ କୋଟି ଟଙ୍କା ଫିସ୍ ମିଳିଥିଲା । ବିଗ୍ ବସ୍ ଶୀର୍ଷ ୫ ଜଣ ଫାଇନାଲିଷ୍ଟଙ୍କ…

ଆଉ ଗଡ଼ିବନି ଲକ୍ଷ୍ମୀ ଏସି ବସ୍

ଆଉ ଗଡ଼ିବନି ମାଲକାନଗିରିରେ ଲକ୍ଷ୍ମୀ ଏସି ବସ୍। ୬ଟି ରୁଟରେ ବସ୍ ଚଳାଚଳ ବାତିଲ। ଆରଟିଓ ବସ୍ ଚଳାଚଳ ପରମିଟ୍ ବାତିଲ କରିଛନ୍ତି। ସାରା ରାଜ୍ୟରେ ୫୭ଟି ଲକ୍ଷ୍ମୀ ଏସି ବସ୍ ଚଳାଚଳ କରୁଥିଲା। ଏହା ମଧ୍ୟରୁ ୨୮ଟି ବସ୍ ଚଳାଚଳ ବନ୍ଦ କରାଯାଇଛି। ପୂର୍ବ ସରକାର ମାଲକାନଗିରି ଜିଲ୍ଲାରୁ ଲକ୍ଷ୍ମୀ ବସ୍…

ଜିଓ ଆଣିଲା ୩ଟି ଶସ୍ତା ପ୍ଲାନ୍

ରିଲାଏନ୍ସ ଜିଓ ହେଉଛି ଟେଲିକମ୍ କମ୍ପାନୀ ମଧ୍ୟରୁ ଅନ୍ୟତମ, ଯାହା ଏହାର ସୁଲଭ ରିଚାର୍ଜ ଯୋଜନା ପାଇଁ ଲୋକଙ୍କ ମଧ୍ୟରେ ଜଣାଶୁଣା। ତେବେ ଜୁଲାଇ ଆରମ୍ଭରେ ଯୋଜନାଗୁଡିକର ମୂଲ୍ୟ ବୃଦ୍ଧି ପରେ କମ୍ପାନୀ ବିବାଦ ଘେରକୁ ଆସିଥିଲା।ଅଗଷ୍ଟ ଆରମ୍ଭ ପୂର୍ବରୁ କମ୍ପାନୀ ଦ୍ବାରା ୩ଟି ନୂଆ ରିଚାର୍ଜ ପ୍ଲାନ୍…

ୟୁପିଆଇ କାରବାର ଏକ ନୂତନ ରେକର୍ଡ

ୟୁପିଆଇ ମାଧ୍ୟମରେ ଆର୍ଥିକ କାରବାର ଅତି ସହଜ ହୋଇଛି। ଏଭଳି ପରିସ୍ଥିତିରେ ଏହା ଲୋକଙ୍କ ମଧ୍ୟରେ କାରବାରର ଏକ ଲୋକପ୍ରିୟ ମାଧ୍ୟମ ପାଲଟିଛି। ଜୁଲାଇର ଆର୍ଥିକ କାରବାର ଆକଳନରୁ ୟୁପିଆଇର ପ୍ରଭାବ ସ୍ପଷ୍ଟ ହୋଇଛି। ଜୁଲାଇରେ ୟୁପିଆଇ କାରବାର ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଏହି ମାସରେ,…

 ଅଗଷ୍ଟ ୨୧ରୁ ୟୁଜିସି ନେଟ ପରୀକ୍ଷା ଆରମ୍ଭ 

ୟୁଜିସି ନେଟ ୨୦୨୪ ପାଇଁ ନୂଆ ଶିଡ୍ୟୁଲ ଜାରି କରିଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) । ଅଗଷ୍ଟ ୨୧ରୁ ପରୀକ୍ଷା ଆରମ୍ଭ ହୋଇ ସେପ୍ଟେମ୍ବର ୪ରେ ସମାପ୍ତ ହେବ । ପରୀକ୍ଷାର ୧୦ ଦିନ ପୂର୍ବରୁ ପ୍ରାର୍ଥୀମାନେ ଏନଟିଏର ଅଫିସିଆଲ ୱେବସାଇଟରେ ପରୀକ୍ଷା ସେଣ୍ଟର ବାବଦରେ ସମସ୍ତ ତଥ୍ୟ ପାଇପାରିବେ…

ରାଜ୍ୟ ପୋଲିସ ମୁଖ୍ୟ ହୋଇପାରନ୍ତି ଯୋଗେଶ ବାହାଦୂର ଖୁରାନିଆ

କେନ୍ଦ୍ରୀୟ ଡେପୁଟେସନରୁ ଫେରି ରାଜ୍ୟ ପୋଲିସ ମୁଖ୍ୟ ହୋଇପାରନ୍ତି  ବରିଷ୍ଠ ପୁଲିସ ପ୍ରଶାସନିକ ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆ।  ୱାଇବି ଖୁରାନିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ଓଡ଼ିଶାର ପରବର୍ତ୍ତି ପୁଲିସ ମହାନିର୍ଦେଶକ (ଡିଜିପି) ନେଇ ଚର୍ଚ୍ଚା ଜୋର ଧରିଛି।   ପରବର୍ତ୍ତି ପୁଲିସ…