ବକ୍ସ ଅଫିସ୍‌ରେ କମାଲ କରୁଛି ପୁଷ୍ପା-୨, 6 ଦିନରେ ହଜାରେ କୋଟି

 ବକ୍ସ ଅଫିସ୍‌ରେ କମାଲ କରୁଛି ପୁଷ୍ପା-୨ । ରେକର୍ଡ ଉପରେ ରେକର୍ଡ କରୁଛି ଅଲ୍ଲୁ ଅର୍ଜୁନ୍ ଓ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ । ଫିଲ୍ମଟି ଖୁବଶୀଘ୍ର ହଜାରେ କୋଟି ଅତିକ୍ରମ କରିବାକୁ ଯାଉଛି । ଡିସେମ୍ବର ୫ ତାରିଖରେ ମୁକ୍ତିଲାଭ କରିଥିବା ଏହି ସିନେମାଟି ୬ ଦିନରେ ବିଶ୍ବବ୍ୟାପୀ ୯୫୦ କୋଟିର…

ବଦଳି ନିର୍ଦେଶ ଅମାନ୍ୟକାରୀଙ୍କ ବିରୋଧରେ ଆଜି ଠୁ କାର୍ଯ୍ୟାନୁଷ୍ଠାନ

ଦୀର୍ଘ ସମୟ ଧରି ବିଭିନ୍ନ ଦାୟିତ୍ବରେ ଥିବା ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍) ଅଧିକାରୀ ବଦଳି ପରେ ମଧ୍ୟ ନୂଆ ସ୍ଥାନକୁ ଯାଉନାହାନ୍ତି। ଏହାକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପୂର୍ବରୁ ଚେତାବନୀ ଦେଇଥିବାବେଳେ କଠୋର ଆଭିମୁଖ୍ୟ ପୋଷଣ କରିଛି ବିଭାଗ। ଏନେଇ ବିଭାଗ ପକ୍ଷରୁ ସମସ୍ତ…

ମହିଳାଙ୍କ ଆନ୍ଦୋଳନ ପ୍ରସଙ୍ଗକୁ ନେଇ କମ୍ପିବ ଗୃହ

ଆଜି ବି ସରଗରମ ରହିବ ଗୃହ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳରେ ସ୍ଵାଭାବିକ ଭାବରେ ଚାଲିପାରୁନି ବିଧାନସଭା ଶୀତ ଅଧିବେଶନ। ମହିଳାଙ୍କ ଆନ୍ଦୋଳନ ପ୍ରସଙ୍ଗକୁ ନେଇ କଂଗ୍ରେସ ଏବଂ ବିଜେଡି ସରକାରଙ୍କୁ ଘେରିଛନ୍ତି । ଆଜି ବି ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ରହିପାରେ। ଆଜି କୃଷି…

ନୂଆ RBI ଗଭର୍ଣ୍ଣରଙ୍କୁ ଶୁଭେଚ୍ଛା ଜଣାଇଲେ ଶକ୍ତିକାନ୍ତ ଦାସ

ଆଜି ଶେଷ ହୋଇଛି ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ। ଆସନ୍ତାକାଲି ୧୧ ତାରିଖରେ ଶକ୍ତିକାନ୍ତ ଦାସଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ ସଞ୍ଜୟ ମଲହୋତ୍ରା। ବର୍ତ୍ତମାନର ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି। ଆର୍‌ବିଆଇରୁ ବିଦାୟ ନେବା ସହ ନୂଆ RBI ଗଭର୍ଣ୍ଣର…

ରାଜ୍ୟରେ ୧୦ ବର୍ଷରେ ଗଲାଣି ୮୫୭ ହାତୀଙ୍କ ଜୀବନ

୧୦ ବର୍ଷ ମଲେଣି ୮୫୭ ହାତୀ। ସେଥି ମଧ୍ୟରୁ ୩୦୫ ହାତୀ ରୋଗର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ବେଳେ ୧୪୯ ହାତୀ ବିଦ୍ୟୁତ ଆଘାତ ମୃତ୍ୟୁବରଣ କରିଛନ୍ତି। ପ୍ରାକୃତିକ କାରଣରୁ ୨୨୯ ହାତୀ ମୃତ୍ୟୁବରଣ କରିଛନ୍ତି। ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟ ମନ୍ତ୍ରୀ…

ଖୋର୍ଦ୍ଧା ବନଖଣ୍ଡ ରଣପୁର ରେଞ୍ଜ୍ରରୁ ପିଲା ହାତୀର ମୃତଦେହ ଉଦ୍ଧାର

ଖୋର୍ଦ୍ଧା ବନଖଣ୍ଡ ରଣପୁର ରେଞ୍ଜ୍ ଅଧୀନସ୍ଥ ମୟୁରଝାଲିଆ ଗ୍ରାମ ନିକଟସ୍ତ ବୋରବୋରା ବନ୍ଧ ରେ ପଡି ଛୁଆ ହାତୀ ର ମୃତ୍ୟୁ, ଏ ଅଞ୍ଚଳରେ ୪୨ ଟିକିଆ ହାତୀ ପଲ୍ଲ ଉତ୍ତପାତ୍ ମଚାଇ କାଲି ରାତ୍ରିରେ ଧାନ ଖାଇବାକୁ ଆସିଥିବାବେଳେ ବୋରବୋର ବନ୍ଧ ରୁ ରଣପୁର ବନବିଭାଗ କର୍ମଚାରୀ ପହଂଚି ଉଦ୍ଧାର କରିଛି…

ଖଣ୍ଡଗିରି ସବରେଜିଷ୍ଟ୍ରାର ଅଫିସର ଜୁନିୟର କ୍ଳର୍କ ଦେବଯାନୀ କର ଗିରଫ

ଗତକାଲି 20 ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଥିଲା ଭିଜିଲାନ୍ସ । ଯାଞ୍ଚ ବେଳେ ଅଫିସ ଗଡ଼ରେଜରୁ 15 ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଗତକାଲି ଖଣ୍ଡଗିରି ସବରେଜିଷ୍ଟ୍ରାର୍ ଅଫିସର ଜୁନିୟର କ୍ଲର୍କ ଦେବଯାନୀ କରଙ୍କୁ ମାଡି଼ ବସିଥିଲା ଭିଜିଲାନ୍ସ । ଜଣେ ବ୍ୟକ୍ତିଙ୍କ…

ସୋନୁ ଗାଇଲେ ଗୀତ ମଞ୍ଚ ଛାଡ଼ିଲେ ମୁଖ୍ୟମନ୍ତ୍ରୀ

ପୁଣି ଥରେ ଚର୍ଚ୍ଚାକୁ ଆସି ଯାଇଛନ୍ତି କଣ୍ଠଶିଳ୍ପୀ ସୋନୁ ନିଗମ। ସେ ଏକ ଭିଡିଓ ସେୟାର୍‌ କରି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ୍‌ ଶର୍ମାଙ୍କୁ ଏକ ନିବେଦନ କରିଛନ୍ତି। ସେ ତାଙ୍କର ଏହି ଭିଡିଓ ଜରିଆରେ ନିଜର କ୍ରୋଧ ଜାହିର କରିଛନ୍ତି। ସୋନୁ ନିଗମ ଏକ କାର୍ଯ୍ୟକ୍ରମରେ ଗୀତ ପ୍ରଦର୍ଶନ…

ଏୟାର ଇଣ୍ଡିଆ କିଣିବ ୧୦୦ ବିମାନ

ଟାଟା ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ଏୟାରଲାଇନ୍ ଏୟାର ଇଣ୍ଡିଆ ଆ‌ଉ ୧୦୦ ବିମାନ କିଣିବା ଲାଗି ଏୟାରବସ୍‌କୁ ବରାଦ ଦେଇଛି। ଏହା ୧୦ଟି ଏ୩୫୦ ଓସାରିଆ ବିମାନ ଓ ୯୦ଟି ଅଣ ଓସାରିଆ ଏ୩୨୦ ବିମାନ କିଣିବ। ଗତବର୍ଷ କମ୍ପାନି ୪୭୦ଟି ବିମାନ କିଣିବା ଲାଗି ଉଭୟ ଏୟାରବସ୍‌ ଓ ବୋଇଂକୁ ବରାଦ…

ମିଶନ ଶକ୍ତିର ମହିଳାଙ୍କୁ କେହି ବିଭ୍ରାନ୍ତ କରନ୍ତୁ ନାହିଁ – ପ୍ରଭାତୀ ପରିଡ଼ା

ମିଶନ ଶକ୍ତିକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ମିଶନ ଶକ୍ତିର ମହିଳାଙ୍କୁ କେହି ବିଭ୍ରାନ୍ତ କରନ୍ତୁ ନାହିଁ। ଗତକାଲି ଏହି ପ୍ରସଙ୍ଗରେ ଗୃହରେ ଚର୍ଚ୍ଚା ହୋଇଛି। କାହା କଥାରେ ପଡ଼ି ରାସ୍ତାରେ ଗଡ଼ିବା ଆବଶ୍ୟକତା ନାହିଁ । ମହିଳାଙ୍କ ସ୍ବାର୍ଥ…