ରାଜ୍ୟସଭାରେ ଧନଖଡ଼ ଏବଂ ଖଡ଼ଗେ ମୁହାଁମୁହିଁ

ରାଜ୍ୟସଭାରେ ଆଜି ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ମୁହାଁମୁହିଁ ହୋଇଛନ୍ତି। ଧନଖଡ଼ କହିଥିଲେ ଯେ ସେ ଜଣେ କୃଷକଙ୍କ ପୁଅ। ବିରୋଧୀ ଦଳଙ୍କ ଅନାସ୍ଥା ପ୍ରସ୍ତାବରେ ସେ ଦବିଯିବେ ନାହିଁ। ବିରୋଧୀ ଦଳ ନିକଟରେ ଅନାସ୍ଥା ପ୍ରସ୍ତାବ ଆଣିବା…

ହାଇବ୍ରିଡ୍ ମଡେଲରେ ଦୁବାଇରେ ଚାମ୍ପିୟନ୍ସ ଟ୍ରଫି ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଖେଳିବନି ଭାରତ। ଉଭୟ ବିସିସିଆଇ ଓ ପିସିବି ମଧ୍ୟରେ ଏହାକୁ ନେଇ ସହମତି ହୋଇଛି। ଚାମ୍ପିୟନ୍ସ ଟ୍ରଫିର ୧୦ଟି ମ୍ୟାଚ ପାକିସ୍ତାନରେ ଖେଳାଯିବ। ଲିଗ୍ ଷ୍ଟେଜରେ ଭାରତ ତା’ର ତିନୋଟି ମ୍ୟାଚ୍ ଦୁବାଇରେ ଖେଳିବ। ଏହାବ୍ୟତୀତ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ଓ…

ଗୁକେଶଙ୍କୁ ଶୁଭେଚ୍ଛା ଜଣାଇଲେ ମସ୍କ

୩୨ ବର୍ଷୀୟ ଲିରେନ୍ ବିଶ୍ବ ଚାମ୍ପିଅନସିପ୍‌ର ଟାଇଟଲଧାରୀ ଥିଲା ବେଳେ ୧୮ ବର୍ଷୀୟ ଗୁକେଶ ତାଙ୍କ ଚ୍ୟାଲେଞ୍ଜର୍ ଥିଲେ। ୧୪ ରାଉଣ୍ଡ ବିଶିଷ୍ଟ ବିଶ୍ବ ଚାମ୍ପିଅନ୍‌ସିପ୍ ମ୍ୟାଚ୍‌ରେ ଉଭୟ ଖେଳାଳି ତ୍ରୟୋଦଶ ରାଉଣ୍ଡ ସୁଦ୍ଧା ୬.୫ ଲେଖାଏଁ ପାଇ ବରାବର ସ୍ଥିତିରେ ଥିଲେ। ତେବେ ଶେଷ ରାଉଣ୍ଡକୁ…

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦୁଇଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଦେଶର ମୁଖ୍ୟ ସଚିବମାନଙ୍କ ଜାତୀୟ ସମ୍ମିଳନୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଓ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଦେଶର ମୁଖ୍ୟ ସଚିବମାନଙ୍କ ଚତୁର୍ଥ ଜାତୀୟ ସମ୍ମିଳନୀ। ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଗତ ତିନି ବର୍ଷ ଧରି ଏହି ବାର୍ଷିକ…

ସକାଳେ ଚଞ୍ଚଲଗୁଡ଼ା ଜେଲରୁ ବାହାରିଲେ ଅଲୁ ଅର୍ଜୁନ

ସକାଳେ ଚଞ୍ଚଲଗୁଡ଼ା ଜେଲରୁ ବାହାରିଲେ ଅଲୁ ଅର୍ଜୁନ  ।  ଗତକାଲି ରାତିରେ ସେ ଜେଲରୁ ବାହାରିପାରିନଥିଲେ । ହାଇକୋର୍ଟଙ୍କ କପି ପହିଁଚିବାରେ ବିଳମ୍ଭ ହୋଇଥିଲା ।  ସୁପରଷ୍ଟାର ଅଲ୍ଲୁ ଅର୍ଜୁନ  ସକାଳେ ଚଞ୍ଚଲଗୁଡ଼ା ଜେଲରୁ ବାହାରିଛନ୍ତି। ଗତକାଲି ତାଙ୍କୁ ଉଚ୍ଚ ନ୍ୟାୟାଳୟ ଅନ୍ତରୀଣ ଜାମିନ…

ଆପଣ ପରିଶ୍ରମର ଫଳ ନିଶ୍ଚୟ ପାଇବେ

ମେଷ: ଅର୍ଡ଼ର ସପ୍ଲାଇଙ୍କ ପାଇଁ ଦିନଟି ଭଲ ରହିବ। ଡ଼ାକ୍ତର ନୂଆ ଚିକିତ୍ସାଳୟ ଆରମ୍ଭ କରିପାରନ୍ତି। ଜୀବନସାଥୀ ଠାରୁ ଭଲ ଜିନିଷ ପାଇବେ। କୌଣସି ପୁରୁଣା ବନ୍ଧୁ ସହିତ ଦେଖା ହୋଇପାରେ। ବୃଷ: ଭାବିଥିବା ସବୁ କାମ ପୂରା ହୋଇଯିବ। ମାନସିକ ରୂପେ ପ୍ରସନ୍ନତା ବଜାୟ ରହିବ। ଜୀବନସାଥୀ ସହିତ…

ଅଲ୍ଲୁ ଅର୍ଜୁନଙ୍କୁ ଅନ୍ତରୀଣ ଜାମିନ ଦେଲେ ତେଲଙ୍ଗାନା ହାଇକୋର୍ଟ

ଅଲ୍ଲୁ ଅର୍ଜୁନଙ୍କୁ ଅନ୍ତରୀଣ ଜାମିନ ଦେଲେ ତେଲଙ୍ଗାନା ହାଇକୋର୍ଟ   । ଗିରଫ ପରେ ପରେ ଏହି ମାମଲାର ଜରୁରୀ ଶୁଣାଣି କରିବା ପାଇଁ ତେଲଙ୍ଗାନା ହାଇକୋର୍ଟରେ ଅଲ୍ଲୁ ଅର୍ଜୁନଙ୍କ ପକ୍ଷରୁ ପିଟିସନ ଦାୟର କରାଯାଇଥିଲା। ଗିରଫ ହେଲେ, ଜେଲ ବି ଗଲେ, କିଛି ସମୟ ପରେ ଜାମିନ ପାଇ ଘରକୁ ଫେରିଲେ ସାଉଥ…

ସାଉଥ୍‌ ସୁପର୍‌‌ଷ୍ଟାର୍‌ ଅଲ୍ଲୁ ଅର୍ଜୁନ ଗିରଫ

'ପୁଷ୍ପା ୨: ଦି ରୁଲ୍'ର ପ୍ରିମିୟର୍ ସୋ’ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ଏବେ ସାଉଥ୍‌ ସୁପର୍‌‌ଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯାଇଛି।  ଏବେ ନିଜଜ ଗିରଫଦାରୀ ପରେ ସୁପରଷ୍ଟାର ଅଲୁ ଅର୍ଜୁନ କୋର୍ଟଙ୍କୁ କହିଛନ୍ତି ଯେ ଗତ…

ବିମାନ ବିଳମ୍ବ , ଅଟକି ରହିଲେ ଯାତ୍ରୀ

ବିମାନ ଚଳାଚଳ ବିଳମ୍ବ ହେତୁ ତୁର୍କୀକୁ କିମ୍ବା ତୁର୍କୀରୁ ବିମାନ ଉଡ଼ାଣ ଭରିବାକୁ ଥିବା ଶହ ଶହ ଇଣ୍ଡିଗୋ ଯାତ୍ରୀ ଦୀର୍ଘ ୨୪ ଘଣ୍ଟା ଧରି ଯାତ୍ରା ନକରି ଅଟକି ରହିଛନ୍ତି। ଏଥିମଧ୍ୟରେ ଦିଲ୍ଲୀ ଏବଂ ମୁମ୍ବାଇ ସହିତ ଇସ୍ତାନବୁଲକୁ ସଂଯୋଗ କରୁଥିବା ଅତି କମରେ ଚାରିଟି ବିମାନର ଯାତ୍ରୀ ମଧ୍ୟ…

ଆଜିଠୁ ତିନିଦିନିଆ ତିନି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଆଜିଠୁ ତିନିଦିନିଆ ତିନି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମାଲକାନଗିରି,କୋରାପୁଟ ଓ ସମ୍ବଲପୁର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ମାଲକାନଗିରିରେ କୃଷକ ମେଳା ଓ ପଲିଶ୍ରି ମେଳାର କରିବେ ଉଦ୍ଘାଟନ। ତାହା ସହ ସରକାରୀ ଏବଂ ଦଳୀୟ କାର୍ଯ୍ୟକ୍ରମ ଭାଗ ନେବେ।  କୋରାପୁଟରେ ଅନୁଷ୍ଠିତ…